ଅନ୍ତରିକ୍ଷ୍ୟ ମହାଶକ୍ତିରେ ସାମିଲ ହେଲା ଭାରତ ଏବେ ଆକାଶ ମାର୍ଗରେ କୈଣସି ଦେଶକୁ ବି ମାତ ଦେଇ ଦେବ ଭାରତ ।

satellite-of-india

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛଉ । ଆଜିର ସକାଳେ PM ମୋଦି ନିଜର ଟୁଇଟର ରେ ଯେଉଁ ପ୍ରକାଶିତ କରିଛନ୍ତି କି । ସେହି କଥା ରେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ଭାରତ ରେ ଶନଶନି ଭରି ଜାଇଛି । ହଁ ଆଜ୍ଞ୍ୟା ଆଜି ପ୍ରାୟ ଦିନ 12 ଟା ସମୟ ରେ ପିଏମ୍ ମୋଦି ନିଜର ଏକଉଣ୍ଟ ରୁ ପ୍ରକାଶିତ କରିଛନ୍ତି କି । ଭାରତ ଆଜି ଅନ୍ତରିକ୍ଷ ରେ ନିଜର ନାମ ଆଉ ଗୋଟିଏ ଥର ଲେଖି ଦେଇଚି ବୋଲି । ସେମିତି ରେ ଏହି କଥା କହି ଆଜି ପିଏମ୍ ଭାରତ ବାସୀ ମାନଙ୍କୁ ଗୋଟିଏ ପ୍ରକାରର ସର୍ପ୍ରାଇଜ୍ କରି ଦେଇ ଥିବାର ଦେଖିବା ପାଇଁ ମିଳିଛି । ସେ କହିଛନ୍ତି କି । ଏବେଠୁ ଆକାଶ ମାର୍ଗ ରେ ଆଉ ଗୋଟିଏ ଶକ୍ତି ଆମ ପାଖରେ ଆସି ସାରିଛି ।

ମୋଦି ଙ୍କ ସଂଶଦ ରେ ଏହି କଥା କୁ ବହୁତ ସମୟ ଧରି ଚର୍ଚ୍ଚା ରେ ରଖିବା ପରେ ହିଁ ଏହାର ପ୍ରକାଶିତ କରା ଜାଇଛି । ଆମେ ଆପଣ ମାନଙ୍କୁ ଭାରତ ର ସେଟେଲାଇଟ୍ ବିଷୟ ରେ କହିବା ପାଇଁ ଚାହୁଁଛୁ । ସୂଚନା ଦେବୁ କି ଏହି ସେଟେଲାଇଟ୍ ସଂମ୍ପର୍ଣ୍ଣ ଭାବେ ଲାଇବ୍ ଅଟେ । ଏବଂ ଏଥିରେ ମିସାଇଲ୍ ଏ ସିଟ୍ ରହିଛି ଜାହା ଗୋଟିଏ ମିନିଟ୍ ରେ କୈଣସି ବି କ୍ଷେତ୍ର କୁ ଧ୍ୱସଂ କରିବା ପାଇଁ କାଫି ଅଟେ । 2007 ମସିହା ରେ ଚୀନ୍ ବି ଏମିତି ଗୋଟିଏ ପରିକ୍ଷଣ କରି ଥିବା ବେଳେ ସେ ଏହି ଥିରେ ବହୁତ ଭଲ ରେଜର୍ଲ ପାଇଛି । କହି ରଖୁଛୁ ଏଥରେ ବିଧ୍ୱସଂ କରିବାର ଶକ୍ତି ରହିଛି ତେଣୁ ଆମ ସମାଜ ପ୍ରତି ଏହା କ୍ଷେତି କାରକ ଅଟେ । ପ୍ରଧାନ ମନ୍ତ୍ରୀ ଏହି କଥା ର ସୂଚନା ଦେଇଛନ୍ତି କି ଏହା ଆକାଶ ମାର୍ଗ କୁ ଛାଡି ସେମାନେ କୈଣସି ବି ଅନ୍ତରାଷ୍ଟ୍ରୀୟ ଦଳ ର ନିୟମ ଉଲଘନ୍ନ କରି ନାହାଁନ୍ତି ବୋଲି ।


ସେମିତି ରେ ଏହି ସେଟେଲାଇଟ୍ ର ଅନ୍ୟ ଗୋଟିଏ ବି ମଧ୍ୟ କାର୍ଯ୍ୟ ରହିଛି ଯେଉଁ ଥିରେ ଆକାଶ ମାର୍ଗ ରୁ ଆସୁ ଥିବା ଉପଗ୍ରମ ମାନଙ୍କୁ ଏହା ମାରି ପକେଇ ଦେଇ ପାରିବ । ଆମର ଅନ୍ତରିକ୍ଷ ଗବେଶଣା ଗାର ଇଶ୍ରୋ ର ବି ବହୁତ ବଡ ସୁବିଧା ହୋଇ ପାରିଛି । ଏବଂ ଏହି ଦିନ ରେ ଏହାର ସଫଳ ପରିକ୍ଷଣ ହୋଇ ଥିବାର ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *