2019 ର ସବୁଠୁ ବଡ ସାଇବର ଚୋରୀ ପ୍ରାୟ 13 ଲକ୍ଷ୍ୟ ରୁ ଅଧିକ ଭାରତୀୟ ଲୋକ ମାନଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ର ଡାଟା ଚୋରୀ ହୋଇଚି ।

hacker-may-theft-your-details

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବିଗତ ପାଞ୍ଚ ବର୍ଷ ମଧ୍ୟ ରେ ଆପଣ ମାନେ ଦେଖିବା ପାଇଁ ପାଇ ଥିବେ କି କେତେ ପରିମାଣ ରେ ଭାରତ ରେ ଡିଜିଟାଲ୍ ପେମେଣ୍ଟ ର ଉପୋଯୋଗ ହେବାରେ ଲାଗିଛି । ସେହି ପରି କ୍ଷେତ୍ର ରେ ପ୍ରାୟତଃ ଲୋକ ମାନେ ଆଜିର ଦିନ ରେ ସମସ୍ତ କ୍ଷେତ୍ର ରେ ଡେବିଟ୍ ଏବଂ କ୍ରେଡି୍ କାର୍ଡ ର ବ୍ୟବହାର କରିବା ପାଇଁ ଲାଗିଛନ୍ତି । ହେଲେ ସେହି ପରି ବେଳେ କଣ ଆପଣ ମାନେ ଜାଣିଛନ୍ତି କି । ଏହି ଦିନ ରେ ସିଙ୍ଘାପୁର ଗୋଟିଏ ଆଇ ବି ସୁରକ୍ଷା ଅନୁସନ୍ଧାନ କାରୀ ଦଳ କହିଛି । ଟିମ୍ ଡାର୍କ ଓ୍ବେବରେ ରେ ଏହି ବର୍ଷ ମଧ୍ୟ ରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ର ଡାଟା ବେସ୍ ର ବହୁତ ଖୁଲାସା ହୋଇଛି । (INDIA-MIX-NEW-01) ଏବେ ବା ବର୍ତମାନ ସମୟ ରେ ଦୁଇଟି ଭରସନ୍ ରେ ଉପଲବ୍ଧ ରହିଛି ।

ତେବେ ଏହାକୁ ଅନ୍ୟ ଦୁଇଟି ନାମ ରେ ବି ଡକା ଜାଇ ଥାଏ । ଟ୍ରାକ୍ 01 ଏବଂ ଦ୍ୱତୀୟ ଟି ଟ୍ରାକ୍ 02 ବୋଲି କୁହା ଜାଇ ଥାଏ । ଏହାର ବ୍ୟବହାର ରେ ବର୍ତମାନ ସମୟ ରେ ପ୍ରାୟତଃ 13 ଲକ୍ଷ ରୁ ଉର୍ଦ୍ଧ ଭାରତୀୟ ଲୋକ ମାନଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ର ଡାଟା ସେମାନଙ୍କୁ ମିଳଇ ସାରି ଥିବାର ସେମାନେ ଜଣାଇଛନ୍ତି । ଏହି ବ୍ୟବସ୍ଥା ରେ ଟ୍ରାକ୍ 01 ରେ ଲୋକ ମାନଙ୍କ ନିଜର କାର୍ଡ ର ନମ୍ବର ରହି ଥିବା ବେଳେ ଅନ୍ୟ ଟ୍ରାକ୍ ମାନେ 02 ରେ ସେହି ଲୋକ ମାନଙ୍କ ପ୍ରଫାଇଲ ବିଶିଷ୍ଟ ସୂଚନା ଏବଂ ସେମାନଙ୍କ ଲେଣ୍ ଦେଣ୍ ର ସଂମ୍ପର୍ଣ୍ଣ ଭାବେ ସୂଚନା ସେମାନଙ୍କ ପାଖରେ ରହିଛି ବୋଲି ସେମାନଙ୍କ ପାଖରୁ ଜଣା ପଡିଛି । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ଏହି ବିଷୟ ରେ ସୂଚନା ଦେବା ପାଇଁ ଚାହିଁବୁ କି ।ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତୁ ଜରୁରୀ ମଧ୍ୟ..

ଯେଉଁ କାର୍ଡ ମାନଙ୍କୁ ସେମାନେ ହେକ୍ କରୁଛନ୍ତି ସେମାନେ ସେହି ସବୁ କାର୍ଡ ମାନଙ୍କୁ କେବଳ 100 ଡଲାର୍ ରେ ମାନେ 7,092 ଟଙ୍କା ରେ ବିକ୍ରୀ କରି ଦେଉ ଥିବାର ମଧ୍ୟ ସେମାନେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଜୋକର୍ସ ଷ୍ଟାସ୍ ନାମକ ଗୋଟିଏ ବ୍ୟକ୍ତି ଏମିତି ପ୍ରକାରର କାର୍ଯ୍ୟ ରେ ଲିପ୍ତ ରହି ଥିବା ବେଳେ ବର୍ତମାନ ସମୟ ରେ ସେ ଭାରତୀୟ ଲୋକ ମାନଙ୍କ 13 ଲକ୍ଷ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ର ଡାଟା ରଖିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *