ଯଦି ମୋଦି – ଅମିତ୍ ସାହ କରି ନେଲେ ଏହି କାର୍ଯ୍ୟ 2024 ରେ ପୁଣି ବନିବ ମୋଦି ସରକାର ର 3.0 : ଜାଣନ୍ତୁ ସେ କାମ କଣ

BJP-2024

2019 ରେ ପ୍ରଚଣ୍ଡ ବହୁତ ମତର ସହିତ ବିଜେପି ନିଜର ପତକା ଉଡେଇ ଦେଇ ଥିବା ବେଳେ ଆପଣ ମାନେ ବି ନିଶ୍ଚିତ ଭାବେ ଜାଣି ଥିବେ କି ଏହି ଦିନ ରେ ପୁଣି ଥରେ ମୋଦି ସରକାର ନିଜର ସରକାର ଗଠନ କରି ଜୋର ଶୋରେ ନିଜ କାମ କରି ଚାଲିଛନ୍ତି । ତେବେ ସେହି ପରି ବେଳେ ଏହି ନିର୍ବାଚନ ରେ ଏମିତି ଦେଖିବା ପାଇଁ ମିଳି ନାହିଁ କି କୈଣସି ନେତା ତାଙ୍କର ଆର୍ଥିକ ବଳ ରେ ମୋଦି ଙ୍କୁ ଟକ୍କର ଦେଇ ପାରିଛି ବୋଲି । ତେବେ ,ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି । ଯେଉଁ ପରି ଭାବେ 19 ର ନିର୍ବାଚନ କୁ ମୋଦି ନିଜ ହାତ କୁ ନେଇ ଛନ୍ତି । ତେବେ ସେହି ପରି କଣ ଏମିତି କାର୍ଯ୍ୟ ରହିଛି । ଜାହାକୁ କରିବା ଦ୍ୱାରା ସେ ପୁଣି ଥରେ 2024 ରେ ନିଜର ତୃତୀୟ ସରକାର କୁ ଗଠନ କରିବେ । ତେବେ ଆସନ୍ତୁ ଆମେ ଏହି ସଂମ୍ପର୍କ ରେ ଅଧିକ ଭାବେ ଜାଣିବା ।

ପ୍ରଥମ ଟାର୍ଗେଟ : ଟ୍ରିପଲ ତଲାକ

ମୋଦୀଙ୍କ 2019 ନୀର୍ବାଚନ ପ୍ରଚାରର ମୁଖ୍ୟ ଏଜେଣ୍ଡା ଥିଲା ଟ୍ରିପଲ ତଲାକ କୁ ଅଇନ ଗତ ରୁପେ ଲାଗୁ କରିବାକୁ , ଜାହା ସେ କରି ଦେଖାଇ ସାରିଲେଣି ।2019 ରେ ନିର୍ବାଚିତ ହୋଇ ଆସୁ ଆସୁ ସେ ବିଲ ପ୍ରାରିତ କରି ଟ୍ରିପଲ ତଲାକକୁ ଉଠାଇ ଦେଇଛନ୍ତି ।ଜାହା ନିଶ୍ଚିନ୍ତ ରୁପେ 2024 ନୀର୍ବାଚନରେ ମୋଦୀଙ୍କୁ ଅନେକ ମାତ୍ରାରେ ସହାୟକ ହେବ ।

ଦ୍ୱୀତୀୟରେ ଧାରା 370 –

ଏହି ନିକଟରେ 2019 ରେ ଦେଇଥିବା କଥା ପାଳନ କରିଛନ୍ତି ମୋଦୀ ।ନିଜର 2019 ନୀର୍ବାଚନ ପ୍ରଚାରର ପ୍ରମୁଖା ଏଜେଣ୍ଡା ଥିଲା କାଶ୍ମୀରରୁ ଧାରା 370 ର ଉଛ୍ଛେଦ , ଯାହା କରି ଦେଖାଇଛନ୍ତି ମୋଦୀ । ଆଉ ଦ୍ୱୀତିୟ ଏଜେଣ୍ଡା ରାମ ମନ୍ଦିରର ନିର୍ମାଣ ଜାହା ସୁପ୍ରିମ କୋଟ ଦ୍ୱାରା ସିକୃତି ପାଇ ସାରିଛି । ମନ୍ଦିର କାମ 2020 ଜାନୁଆରୀ ରେ ଆରମ୍ଭ ହେବ ଏବଂ 2024 ନୀର୍ବାଚନ ପୁର୍ବରୁ ଏହି କାର୍ଯ୍ୟକୁ ଶେଷ କରାଜିବାର ଲକ୍ଷ୍ୟ ରଖିଛନ୍ତି ସରକାର ।

ଆଉ କେଉଁ କାମ କଲେ 2024 ରେ ଜିତିବା ହେବ ଶୁନିଶ୍ଚତ ଆସନ୍ତୁ ଜାଣିବା –

ଏହି ଦିନ ରେ ଆଲୋଚନା ଭୁକ୍ତ ହୋଇ ଥିବା ମୋଦି ଙ୍କ ପ୍ଲାନ୍ ରେ ଏବେ ଠାରୁ ଆପଣ ମାନେ ପ୍ରାୟ 100 ଦିନ ମଧ୍ୟ ରେ ବିଯୁଳୀ ର ସମସ୍ୟା କୁ ଦୂର କରିବେ । ଏବଂ ମୋଦି କହି ଛନ୍ତି କି । ମାତ୍ର 100 ଦିନ ମଧ୍ୟ ରେ ସେ ,ସାରା ଭାରତ ର ସବୁ ଗ୍ରାମାଞ୍ଚଳ ରେ ବିଜୁଳୀ ର ସୁବିଧା କୁ ଉପଲବ୍ଧ କରା ଯିବ । ଏବଂ ଏହା ଏହି ନିର୍ବାଚନ ପରେ ପ୍ରଥମ ଷ୍ଟେପ୍ ।

ସେହି ପରି ଭାବେ ଆମ ପାଖରେ ରହି ଥିବା ସୂଚନା ଅନୁସାରେ 19 ଏବଂ 20 ମଧ୍ୟ ରେ ବହୁତ ପରିମାଣ ରେ ବେକାରୀ କରଣ କୁ ଦୂର କରିବା ପାଇଁ ବିଭିନ୍ନ ସେକ୍ଟରେ ସେ ବହୁତ ଗୁଡ଼ିଏ ଜବ୍ ଗୁଡ଼ିକୁ ଉପସ୍ଥାନ କରିବେ ବୋଲି ଆଲୋଚନା ମଧ୍ୟ ହୋଇଛି । ଏବଂ ଲୋକ ମାନଙ୍କ ପାଇଁ ନିବେଶ ପ୍ରକ୍ରିୟା କୁ ବହୁତ ଅଧିକ କରିବେ ଜାହା ଦ୍ୱରା ଆଗକୁ ଲୋକ ମାନଙ୍କ ପାଖରେ ବହୁତ କାର୍ଯ୍ୟ ପହଁଚି ପାରିବ ଏବଂ ବେକାରୀ ସଂଖ୍ୟା କମିବ । ଭାରତ ର ଅର୍ଥନୈତିକ ମୂଳ ଭାର କୁ ବହୁତ କମ୍ କରିବା ପାଇଁ ବି ଏହି ଦିନ ରେ ପଦକ୍ଷେପ ନେବା ପାଇଁ ସୂଚନା ରହିଛି ।

ଯେପରି କି 19 ନିର୍ବାଚନ ପୂର୍ବ ରୁ 33.8 ଅର୍ଥନୈତିକ ମୂଳ ଭାର ରହି ଥିବା ବେଳେ ତାହାକୁ 24 ପୂର୍ବୁ ରୁ ହିଁ 30.44 କରିବେ ବୋଲି ଆଲୋଚନା ହୋଇଛି। ସେମିତି ରେ ଯଦି ଆମେ କହିବା ତେବେ 2011 ଏବଂ 12 ରେ 7.8 ଲକ୍ଷ କୋଟି ଟଙ୍କା ସଂଙ୍ଗଠନ ବ୍ୟଙ୍କୁ ରୁ ଲୋନ୍ ନେଇ ଥିବା ବେଳେ ତାଙ୍କୁ ଏବେ ବହୁତ କମ୍ କରିବା ପାଇଁ ପଡିବ । ତେବେ ସେମିତି କରିବା ପରେ ଲୋକ ମାନଙ୍କ ସ୍ଥିତି କୁ ସୁଧାର ଆସିବ ବୋଲି ସେ କହିଛନ୍ତି ।

ମୋଦୀଙ୍କ କାର୍ଯ୍ୟରେ ଆପଣ ଖୁସି ଅନୁଭବ କରୁଥିଲେ , ଏହି ପୋଷ୍ଟକୁ ନିଶ୍ଚୟ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାଯ୍ୟ କରିବେ ।

Leave a Reply

Your email address will not be published. Required fields are marked *