ସୋନିଲିୟନୀ କିଣିଲେ IPL ଟିମ୍ , ନିଜେ ପଡିଆରେ ମଧ୍ୟ ଖେଳିଲେ-ଖେଳିବା ସମୟର ଭିଡ଼ିଓ ଭାଇରଲ । ଦେଖନ୍ତୁ ଭିଡିଓ

ipl-team

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବ୍ରିଟେନ୍ ରେ ଏହି ଦିନରେ ଖେଳା ଜାଉ ଥିବା 7 ଦିନିଆ ଫଉଟବଲ୍ ଟିମ୍ ଜାହାର ନାମ ରହିଛି INTERNATIONAL PREMIER LEAUGE (IPL) ବଲିଉଡର ଅଭିନେତ୍ରୀ ସୋନୀଲିୟନୀ ଟିମ୍ ଲିଷ୍ଟରର ଭାଗୀ ଦାରୀ ଏହି ଦିନ ରେ କିଣି ନେଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ଏହି ବିଷୟରେ ସନି କହିଛନ୍ତି କି, ଏହା ମୋର ସୈଭାଗ୍ୟ ହେଉଛି କି ମୁଁ ଏହି ଖେଳରେ ଭାଗୀ ଦାରୀ ପାଇ ପାରିଛି । ତେବେ ସେହି ପରି ବେଳେ ଏବେ ବହୁତ ଖେଳାଳି ମାନଙ୍କୁ ବି ମୈକା ଦେବାର ସମୟ ଆସିଛି । ଉପରକୁ ଆସୁ ଥିବା ଟେଲେଣ୍ଟ ମାନଙ୍କୁ ମୁଁ ମୈକା ଦେବାକୁ ଚାହେଁ ।

ସେହି ପରି ବେଳେ ଇଂଲଣ୍ଡ ର ପୂର୍ବ ଫୁଟବଲ୍ ଖେଳାଳି ମାଇକେଲ୍ ଆବେନ୍ ଏହି ଥିରେ ବ୍ରଣ୍ଡ୍ ଏମ୍ବାସେଡର ରହିଛନ୍ତି । ସେହି ପରି ବେଳେ ଆଗାମୀ ଦିନ ରେ ହେଉ ଥିବା ଖେଳରେ ଭାଗିଦାରୀ ନେଉ ଥିବା ବେଳେ ସନି ଲିୟନୀ ବହୁତ ପରିମାଣ ରେ ଖୁସି ରହିଛନ୍ତି । ଏହି ଦିନ ରେ ନିଜର ସୋସିଆଲ ମିଡ଼ିଆ ରେ ନିଜେ UAE ରେ ଫୁଟବଲ୍ ଖେଳୁ ଥିବାର ଦେଖିବା ପାଇଁ ମିଳି ଛନ୍ତି । ଏବଂ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

What’s my name..what’s my name? 🎶 #SunnyLeone @delhibullst10 @t10league Outfit @fancypantsofficial

A post shared by Sunny Leone (@sunnyleone) on

ସେମିତି ରେ ପୁର୍ବରୁ ସେ ଏତେ ବଡ ଷ୍ଟାର୍ ରହି ଥିବା ବେଳେ ତାଙ୍କର ଏହି ନୂଆ ପଦକ୍ଷେପ କୁ ସମସ୍ତ ଙ୍କର ସହମତ ରହିଛି ବୋଲି ଦେଖିବା ପାଇଁ ମିଳିଛି । ସେହି ପରି ଭାବେ ଏହି ଦିନ ରେ ସନିଙ୍କ ଏହି ପୋଷ୍ଟ ଉପରେ କ୍ରିକେଟ ଷ୍ଟାର୍ ରାହୁଲ ଦ୍ରାବିଡ୍ ବି ନିଜର ରାୟ ପ୍ରକାସ କରି କହିଛନ୍ତି କି ତାଙ୍କ ର ଏହି କାର୍ଯ୍ୟ ରେ ଅଧିକ ସଫଳତା ମିଳୁ ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *