ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଯଦି ଆପଣ ମାନେ ଘରୁ ବାହାରିବା ସମୟ ରେ ଏହି ପରି ଭାବେ ସଂଙ୍କେତ ଦେଖୁଛନ୍ତି । ତେବେ ଏହା ଆପଣ ମାନଙ୍କ ଯାତ୍ରା ରେ କ୍ଷେତି ଘଟେଇ ପାରେ । ଏହାମ ସହିତ ଆମେ ଏହି ସବୁ ରୋକିବାର କିଛି ଉପାୟ ବିଷୟ ରେ ଜାଣିବା । ତେବେ ଆସନ୍ତୁ । ସର୍ବ ପ୍ରଥମେ ଯତେ ବେଳେ ଆପଣ ମାନେ ଯାତ୍ରା ର ଆରମ୍ଭ କରୁଛନ୍ତି । ତେବେ ଯଦି ଦୁଇଟି ବିଲେଇ ଙ୍କ ଝଗଡା କରୁ ଥିବାର ଦେଖି ଥାନ୍ତି । ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଅଶୁଭ ହୋଇ ଥାଏ । ଯଦି ଆପଣ ମାନେ କେବେ ବି ଘରୁ ବାହାରୁ ଥିବା ସମୟ ରେ ପଡିଶା ବା ଘରେ କଳହ ହେଉ ଥାଏ । ତେବେ ସେହି ସମୟ ରେ କଦାପୀ ଘରୁ ପାଦ କାଣନ୍ତୁ ନାହିଁ । ଏବଂ ଆପଣ ମାନଙ୍କ ପାଇଁ ଏହା ମୋଟେ ବି ଶୁଭ ଫଳ ନୁହେଁ ବୋଲି ଜାଣି ନିଅନ୍ତୁ ।
ସେହି ପରି ଭାବେ ଆପଣ ମାନେ ଘରୁ ପଦାକୁ ଗୋଡ ବାହାର କରୁ ଥିବା ସମୟ ରେ ଘରେ କୈଣସି ଲୋକ କାନ୍ଦୁ ଥିବାର ବା ମାଆ କାନ୍ଧୁ ଥିଲେ । ତେବେ ତାହା ଆପଣ ମାନଙ୍କ ପାଇଁ ବହୁତ ଅଶୁଭ ହୋଇ ଥାଏ । ଘରୁ ବାହାରିବା ସମୟ ରେ କୈଣସି କୁ ଅସ୍ୱଚ୍ଛ ଅବସ୍ତା ରେ ଦେଖିଲେ ଆପଣ ମାନଙ୍କ ପାଇଁ ମଙ୍ଗଳ ହୋଇ ନ ଥାଏ । ଏହା ଆପଣ ମାନେ ସର୍ବଦା ମନେ ରଖନ୍ତୁ । ଏହି ପରି ଦେଖିବା ଦ୍ୱାରା ଆପଣ ମାନଙ୍କ କାର୍ଯ୍ୟ ସଂମ୍ପର୍ଣ୍ଣ ନ ହୋଇ ପାରେ ବୋଲି ଜାଣି ନିଅନ୍ତୁ । ସେହି ପରି ଭାବେ ଯଦି ଆପଣ ମାନେ ଯାତ୍ରା କରିବା ସମୟ ରେ ହଠାତ୍ ମାତ୍ରେ ବୃଷ୍ଟି ଆସି ଯାଏ । ତେବେ ଆପଣ ମାନେ ଜାଣି ନିଅନ୍ତୁ ଏହା ଆପଣ ମାନଙ୍କ କାର୍ଯ୍ୟ ରେ ବାଧା ପ୍ରାପ୍ତ ହେବାକୁ ଜାଉଛି । ଏବଂ ଆପଣ ମାନଙ୍କ କାର୍ଯ୍ୟ ବି ସଫଳ ହୋଇ ନ ପାରେ ।
ଯଦି କେବେ ଆପଣ ମାନେ ଘରୁ ବାହାରିବା ସମୟ ରେ ନିଜର ପିନ୍ଧିବା ବସ୍ତ୍ର କୁ ଖୋଜି ପାଉ ନାହାଁନ୍ତି ତେବେ ଜାଣି ନିଅନ୍ତୁ ଆପଣ ମାନଙ୍କ କାର୍ଯ୍ୟ ଆଜି ଦିନ ରେ ବହୁତ ଲେଟ୍ ବା ସଫଳ ହେବ ନାହିଁ । ଯଦି ସେହି ଦିନ ଆପଣ ମାନଙ୍କ ନିହାତି ଭାବେ ଯିବାକୁ ପଡୁଛି ତେବେ ନିଶ୍ଚିତ କିଛି ସମୟ ବିତାଇ କରି ଜାଆନ୍ତୁ । ଯଦି ଯାତ୍ରା ସମୟ ରେ ବିଲେଇ ଆପଣ ମାନଙ୍କ ରାସ୍ତା କାଟେ ତେବେ ଆପଣ ମାନଙ୍କ ପାଇଁ ବି ଏହା ଗୋଟିଏ ଶୁଭ ସଂଙକେତ ନୁହେଁ ବୋଲି ଜାଣି ନିଅନ୍ତୁ । ସବୁ ବେଳେ ଘରୁ ବାହାରିବା ବେଳେ ଦହୀ ବା ମିଠି ଚିନି ର ପାଣି କୁ ସେବନ କରି ହିଁ ଘରୁ ବାହାରନ୍ତୁ ।