ପର୍ସରେ କେଉଁ ଜିନିଷ ରଖିଲେ ଧନବୃଦ୍ଧି ହୋଇଥାଏ ଏବଂ କଣ କଲେ ଧନକ୍ଷୟ ହୋଇଥାଏ । ନିଶ୍ଚୟ ଜାଣନ୍ତୁ ।

money-purse

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଏହି ଠାରେ ଜାଣିବା କି ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଆମର ଧନର ବୃଦ୍ଧି ହୋଇ ଥାଏ ଏବଂ କେଉଁ କାର୍ଯ୍ୟ କରିବା ଦ୍ୱାରା ଆମର ଧନ ର ହାନୀ ହୋଇ ଥାଏ । ସବୁ ଦିନ ଆପଣ ସକାଳେ ପର୍ସ ଫୁଲ କରି ନେଉ ଥିଲେ ଏବଂ ସଂନ୍ଧ୍ୟାକୁ ଏହା ଖାଲି ହୋଇ ଜାଉ ଥିଲେ ଏହା ଆପଣ ମାନଙ୍କ ପାଇଁ ବହୁତ ଭଲ କାର୍ଯ୍ୟ କରିବ । ଏମିତିରେ ଯଦି ଆପଣ କେବେ ପର୍ସ ଟିଏ କିଣିକରି ଆଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଏବଂ ଏହା ଛଡା ଯଦି ଆପଣଙ୍କୁ କେହି ପର୍ସ ଟିଏ ଗିଫ୍ଟି ହିସବରେ ଦେଇ ଥାଏ । ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ ।

ଦ୍ୱୀତୀୟ କଥା ହେଉଛି ଯେଉଁ ପର୍ସକୁ ଆପଣ ମାନେ ବ୍ୟବହାର କରୁଛନ୍ତି । ତାହାକୁ ପ୍ରତ୍ୟେକ ବର୍ଷକୁ ବଦଳାଇ ଦିଅନ୍ତୁ । ତାହା ଭଲ ଥାଉ କିମ୍ଭା ଖରାପ୍ ତାହା ନିଶ୍ଚିତ ବଦଳାନ୍ତୁ । କେହି ଏମିତି ଭାବନ୍ତି କି ଏହି ପର୍ସଟି ମୋ ପାଇଁ ବହୁତ ଶୁଭ ଅଟେ ତେବେ ସେମିତି ରେ ଏହା ଆପଣ ଭୁଲ ଭାବୁଛନ୍ତି । କାରଣ ସେଥିରେ ଲକ୍ଷ୍ମୀ ହି ଥାନ୍ତି । ଏବଂ ଲକ୍ଷ୍ମୀ କେବେ ବି ଅପରିସ୍କାର ସ୍ତାନ ରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ । କେବେ ଯଦି ଆପଣଙ୍କୁ ସମୟ ମିଳେ ତେବେ ଏହି ପର୍ସ କୁ ହଳଦୀ ପାଣି ରେ ଧୁଆଇ ଦିଅନ୍ତୁ ତେବେ ଆପଙ୍କ ଧନ ବୃଦ୍ଧି ହେବ । କେବେ ପର୍ସକୁ ଅଳିଆ ରେ ପକାନ୍ତୁ ନାହିଁ ।

ତାହାକୁ ଆପଣ ମାନେ କୈଣସି ଗଛ ତଳେ ରଖି ଦିଅନ୍ତୁ । ବହୁତ ଲୋକ ମାନେ ଏମିତି ବି ରହିଥାନ୍ତି । ଯେଉଁ ମାନଙ୍କ ପାଖରେ ପର୍ସ ହିଁ ନ ଥାଏ ସେମାନେ ସବୁ ବେଳେ ଅନ ଲାଇନ୍ ରେ ଟ୍ରାଞାକ୍ସନ୍ କରି ଥାନ୍ତି । ହେଲେ ଏହା କରିବା ସବୁ ବେଳେ ଭୁଲ ହୋଇ ଥାଏ । ଯେତେ ଟ୍ରାଞାକ୍ସନ୍ କଲେ ମଧ୍ୟ ପାଖରେ କିଛି ପରିମାଣ ରେ ଟଙ୍କା ରଖନ୍ତୁ ।

ତେବେ ଏହା ପରେ ରହିଛି ଆପଣଙ୍କ ଧନ କ୍ଷେୟ କେଉଁ କାର୍ଯ୍ୟ ଯୋଗୁଁ ହୋଇ ଥାଏ ଆସନ୍ତୁ ଜାଣିବା ।

ସେମିତି ରେ କେବେ ଯଦି ପର୍ସରୁ ଟଙ୍କା ଚୋରୀ ହୋଇ ଥାଏ ତେବେ ସେହି ସମୟରେ ଜାଣି ନିଅନ୍ତୁ ଆପଣଙ୍କ ଦୁର୍ଭାଗ୍ୟ ଆପଣଙ୍କ ପାଖକୁ ଆସୁଛି ବୋଲି । ବହୁତ ଲୋକ ମାନେ ରହିଛନ୍ତି , ଯେଉଁ ମାନେ ନିଜର ପର୍ସକୁ ପ୍ୟଣ୍ଟର ପଛରେ ରଖନ୍ତି । ଏବଂ ଯେଉଁ ସମୟ ରେ ସେମାନେ ପ୍ୟଣ୍ଚ ବଦଳାଇ ଥାନ୍ତି । ସେହି ସହିତ ସେମାନଙ୍କ ପର୍ସକୁ ମଧ୍ୟ ସେହି ପ୍ୟଣ୍ଟ ରେ ରଖି କୈଣସି ସ୍ଥାନ ରେ ଟାଙ୍ଗି ଦେଇ ଜାଇ ଥାନ୍ତି । ହେଲେ ଏହା କରିବା ଆପଣ ମାନଙ୍କ ପାଇଁ ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇ ଥାଏ । ତେବେ ଏହା ଛଡା ଆପଣଙ୍କ ଧନ କ୍ଷେୟ ସବୁ ବେଳେ ହୋଇ ଥାଏ ।

Leave a Reply

Your email address will not be published. Required fields are marked *