ସ୍କୁଲ ଯିବାକୁ କାହାକୁ ପସନ୍ଦ ହୋଇ ଥାଏ । ଏହି କଥା କୁ ଯଦି ଆମେ କୈଣସି ଛୋଟ ପିଲା ଙ୍କୁ ପଚାଇବା ତେବେ ସେମାନଙ୍କ ମଧ୍ୟ ରୁ ବହୁତ କମ୍ ପିଲା ମାନେ ରହି ଥିବେ ଯେଉଁ ମାନଙ୍କୁ ସ୍କୁଲ ଯିବା ପାଇଁ ପସନ୍ଦ ବୋଲି କହିବେ ।ଆମେ ବି ଆମ ପିଲା ବୟସରେ ସ୍କୁଲ ଜିବାକୁ ଜମାବି ପସନ୍ଦ କରୁ ନଥିଲେ । ସେମିତି ରେ ଆଜିର ସମୟ କାହିଁକି ସବୁ ସମୟ ରେ ପିଲା ମାନଙ୍କ ନଖରାମୀ ବାହାରି ଥାଏ । ହେଲେ ଆମେ ଆପଣ ମାନଙ୍କୁ ଯେଉଁ ଭିଡ଼ିଓ ଟି ଦେଖାଇବା ପାଇଁ ଚାହୁଁଛୁ ସେଥିରେ ପିଲା ଟି ପ୍ରତ୍ୟେକ ଦିନ ସକାଳୁ 6 ଟା ଉଠି ଏତେ ପରିମାଣ ରେ ବିରକ୍ତ ହୋଇ ସାରିଛି କି ଏବେ ସେ ସଂମ୍ପର୍ଣ୍ଣ ଶିକ୍ଷା କୁ ହିଁ ପରିବର୍ତନ କରିବା ପାଇଁ ଚାହୁଁଛି । ଏବଂ ସେମିତି ବେଳେ ସେ ସରକାର ଙ୍କୁ ଶିକ୍ଷା ରେ ମଜା ମସ୍ତି କୁ ବି ଯୋଡିବା ପାଇଁ ଅନୁରୋଧ କରୁଛି ।
ଏହି ଭିଡ଼ିଓ କୁ ଆଜି ଅରୁଣ ବିଧୋଇ ନିଜର ଟୁଇଟର ଏକାଉଣ୍ଟ ରେ ଛାଡିବା ପରେ ପରେ ଏହି ସମୟ ରେ ଏହା ସଂମ୍ପର୍ଣ୍ଣ ସୋସିଆଲ ମିଡ଼ିଆ ରେ ଭଇରଲ ହେବାରେ ଲାଗିଛି । ସେମିତି ରେ ଅରୁଣ ବିଧୋଇ ଏହି ଭିଡ଼ିଓ କୁ ଛାଡିବା ପରେ କେପସନ୍ ରେ ଲେଖିଛନ୍ତି କି । ଏବେ ସାବଧାନ ହୋଇ ଜାଆନ୍ତୁ ଏହି ଛୋଟ ପିଲା ମାନଙ୍କ ଠୁ ସ୍କୁଲ ଖୋଲିବା ପାଇଁ ବି ଡର ଲାଗି ଲାଣୀ । ଯଦି ଆମେ ଏଠାରେ ଏହି ଭଇଡ଼ିଓ ର କଥଆ କହିବା ତେବେ ସେହି ଭିଡ଼ିଓ ରେ ପିଲା ଟି କହୁଛି କି ଭଗବାନ ଦୁନିଆଁ କୁ ଏତେ ସୁନ୍ଦର କରି ଗଢିଲେ ହେଲେ କାହିଁକି ଏହି ପାଠ କୁ ତିଆରୀ କରିଲେ କେଜାଣୀ । ଯଦି ମୋ ସାମ୍ନା ରେ ଏବେ ସ୍କୁଲ ଯେଉଁ ବ୍ୟକ୍ତି ତିଆରୀ କରିଛନ୍ତି । ସେ ମିଳି ଯିବେ ତେବେ ସେ ମୁଁ ତାଙ୍କର ବହୁତ ଭଲ ଧୁଲାଇ କରିବି । ଏବଂ କହିବି କାହିଁକି ଏମିତି ସେ କରିଲା ବୋଲି ।
The person who started schools in this world is in serious danger. This girl is searching for him 😂 pic.twitter.com/SuOZ4befp1
— Arun Bothra (@arunbothra) November 13, 2019
ତାର ଏହି ପ୍ରସଂଙ୍ଗ ରେ ସେ କଥା ରଖିଛି କି ପ୍ରତ୍ୟେକ ଦିନ ଏମିତି ଜଲ୍ଦି ଉଠି କରି ସ୍କୁଲ ଯିବା ପାଇଁ ବହୁତ ବିରୋକ୍ତ ଲାଗୁଛି ବୋଲି । ଏବଂ ଆପଣ ମନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି । ଏଥି ପାଇଁ ସେହି ଛୋଟ ପିଲା ଟି ସଂମ୍ପର୍ଣ୍ଣ ଭାବେ ମୋଦି ଙ୍କୁ ଦାୟୀ କରୁଛି ବୋଲି ଏଠାରେ ଦେଖିବା ପାଇଁ ମିଳିଛି । ଯେଉଁ ସମୟ ରେ ସେହି ପିଲା କୁ ପଚରା ଜାଇ ଥିଲା କି ତୁମେ ମୋଦି ଙ୍କୁ ଏଥି ପାଇଁ କଣ କହିବ । ତେବେ ସେ କହିଲା କି ମୋଦି ଙ୍କୁ ତ ଏବେ ଗୋଟିଏ ଥର ହରାଇବା ପାଇଁ ପଡିବ । ଏମିତି ରେ ବର୍ତମାନ ସମୟ ରେ ଭାଇରଲ ହୋଇ ଥିବା ଏହି ଭିଡ଼ିଓ କୁ ଆପଣ ମାନେ ତଳେ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।