ପ୍ରଥମେ ସୁନ୍ଦରୀ ବଧୂଙ୍କ ବେସ ରେ ପ୍ରସ୍ତୁତ ହୋଇ ତାପରେ ସେ ଲଣ୍ଡା ହୋଇ ଯାଇଥିଲେ , ଏହା ପଛର କାରଣ କଣ ଜାଣନ୍ତୁ …. ।

simran-joshi

ସବୁ ଝିଅ ମାନଙ୍କର ସ୍ୱପ୍ନ ଥାଏ କି ସେମାନେ ଦିନେ ବଧୂ ବେଶ ରେ ତାଙ୍କର ବାପ ଘର ଛାଡି ସବୁ ଦିନ ପାଇଁ ତାଙ୍କର ଶଶୁର ଘର କୁ ଯିବା ପାଇଁ ଏବଂ ସେଠାରେ ତାଙ୍କର ପତି ଙ୍କ ସହ ସାରା ଜୀବନ ସୁଖ ଶାନ୍ତି ରେ କଟାଇବା ପାଇଁ ତେଣୁ ସେମାନେ ବଧୂ ବେଶ ରେ ନିଜକୁ ସଜାଇବା ପାଇଁ ହାତ ରେ ମେହେନ୍ଦି , ପାଦ ରେ ଅଳତା , ଲାଲି ପାଟ ଶାଢି ପିନ୍ଧି ବିଭିନ୍ନ ପ୍ରକାର ର ଗହଣା ପିନ୍ଧି ନିଜକୁ ସଜାଇ ଥାନ୍ତି ।ଏମିତି କିଛି କଥା ଦେଖିବାକୁ ମିଳିଛି ହରିଆଣା ର ପାନିପତ ରେ । 22 ବର୍ଷୀୟ ସିମରନ ପ୍ରଥମେ ଘର ବାଲା ମାନଙ୍କ ଠାରୁ ଅନୁମତି ନେଇ ସେ ନିଜକୁ ବଧୂ ବେଶ ରେ ସଜାଇ ଥିଲେ ।

simran-joshi3

ଆପଣ କଣ ଭାବୁଛନ୍ତି ସିମରନ ଙ୍କ ବିବାହ ହେତୁ ସେ ବଧୂ ବେଶ ରେ ନିଜକୁ ସଜାଇ ଥିଲେ ଏହା ଭାବିବା ଭୁଲ ବୋଲି ସେ ପ୍ରମାଣ କରିଛନ୍ତି । ତାଙ୍କର ପିଲା ଦିନ ରୁ ଥରେ ବଧୂ ବେଶ ରେ ନିଜକୁ ସଜାଇବା ପାଇଁ ଇଚ୍ଛା ଥିଲା , ତେଣୁ ସେ ଘର ର ସଦସ୍ୟ ମାନଙ୍କ ଠାରୁ ଅନୁମତି ନେଇ ସେ ବଧୂ ବେଶ ରେ ନିଜକୁ ସଜାଇ ଥିଲେ । ପରେ ସେ ଲଣ୍ଡା ହୋଇ ସନ୍ୟସୀ ର ଜୀବନ ଯାପନ କରିବାକୁ ମନସ୍ଥ କରିଥିଲେ । ବିବାହ ପରେ ସମସ୍ତ ଙ୍କର ସାଂସାରିକ ଜୀବନ ଯାପନ ପ୍ରତି ମନ ବଳାଇ ଥାନ୍ତି କିନ୍ତୁ ଏଭଳି ଭାବନା ସିମରନ ଙ୍କ ମନରେ ଜାତ ହୋଇ ନାହିଁ ବରଂ ସେ ବଧୂ ବେଶ ପରେ ହଠାତ୍ ନିଜର ମୁଣ୍ଡ ମୁଣ୍ଡନ କରିଥିଲେ ଏବଂ ସେ ସନ୍ୟାସ ର ଜୀବନ ଯାପନ ପାଇଁ ସ୍ଥିର କରିଥିଲେ ।

simran-joshi2

ସିମରନ ବିଏସି ରେ କମ୍ପ୍ୟଟର ସାଇନ୍ସ ରେ ପାସ୍ ହୋଇଥିଲେ । ତାଙ୍କର ପରିବାର ବର୍ଗ ଭାବିଥିଲେ କି ସିମରନ ଏହା ପରେ ତାଙ୍କର ଭବିଷ୍ୟତ ପ୍ରତି ଧ୍ୟନ ଦେବେ କିନ୍ତୁ ସେ ଏବେ ସନ୍ୟାସ ର ଜୀବନ ଯାପନ ପାଇଁ ଚାହୁଁଛନ୍ତି । ଏଥିଲାଗି ତାଙ୍କର ପରିବାର ବର୍ଗ ଝିଅ ର ଇଚ୍ଛା ବିରୋଧ ରେ ନ ଯାଇ ଝିଅ ର ଇଚ୍ଛା ରେ ସେମାନେ ମଧ୍ୟ ସହମତି ପ୍ରଦାନ କରୁଛନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *