କାହିଁକି ସେଖର ଦ୍ଧାୱନ୍ ଦୁଇଟି ପିଲାର ମାଁ ଏବଂ ନିଜ ଠାରୁ 7 ବର୍ଷ ର ବଡ ମହିଳା ଙ୍କ ସହିତ କରିଥିଲେ ବିବାହ । ଜାଣନ୍ତୁ କାରଣ ।

dhawa

ଆଜିର ସମୟରେ ବି କ୍ରିକେଟ ରେ କୈଣସି ଗ୍ଲେମର ର କମି ନାହିଁ । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ବର୍ତମାନ ,ସମୟ ରେ ଏମିତି କିଛି କ୍ରିକେଟର ରହିଛନ୍ତି । ଯେଉଁ ମାନେ କି ବଲିଉଡ ର ଅଭିନେତ୍ରୀ ଙ୍କୁ ବିବାହ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ପରି ବେଳେ ଅନ୍ୟ ଖେଳାଳି ଙ୍କ ପତ୍ନୀ ମାନେ ବି କୈଣସି ହିରୋଇନ୍ ମାନଙ୍କ ଠାରୁ କମ୍ ନୁହଁନ୍ତି । କିନ୍ତୁ ସେମିତି ବେଳେ ସେଖର ଦ୍ଧାୱନ୍ ଙ୍କ କଥା କିଛି ଅଲଗା ଅଟେ । ତେବେ ଆପଣ ମାନେ ଜାଣି ଥିବେ ସେଖର ଦ୍ଧାୱନ୍ ଦୁଇଟି ପିଲା ର ମାଁ ଏବଂ ନିଜ ଠାରୁ 7 ବର୍ଷ ର ବଡ ମହିଳା ଙ୍କ ସହିତ ବିବାହ କରିଛନ୍ତି । ତେବେ ତାହାର କାରଣ କଣ ଆପଣ ମାନେ ଜାଣିଛନ୍ତି କି ?

ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ସେଖର ଦ୍ଧାୱନ ଙ୍କ ଫେସବୁକ୍ ଫ୍ରେଣ୍ଡ ରହି ଥିଲେ ଆଇଶା ଏବଂ ପରେ ପରେ ଦୁଇ ଜଣଙ୍କ ପ୍ରେମ କାହାଣୀ ସେହି ଠାରେ ହିଁ ଆରମ୍ଭ ହୋଇ ଥିଲା । ତେବେ ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ସେଖର ଦ୍ଧାୱନ୍ ସେତେ ବେଳେ ବି ପ୍ରେମ କରି ଥିଲେ । ଯେତେ ବେଳେ ଜାଣିଲେ କି ଆଇଶା ଗୋଟିଏ ବିବାହିତ ସ୍ତ୍ରୀ ଏବଂ ସେମିତି ରେ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛି ବୋଲି । ଏବଂ ପରେ ପରେ ଆଇଶା ଙ୍କ ପତି ପ୍ରଥମ ରୁ ହିଁ ଛାଡି ଜାଇ ଥିବା ଆଇଶା ସଂମ୍ପର୍ଣ୍ଣ ଭାବେ ସେଖର ଦ୍ଧାୱନ୍ ଙ୍କୁ କହି ଥିଲେ । ସେମିତି ବେଳେ ସେଖର ଦ୍ଧାୱନ୍ ଙ୍କୁ ସେ ବହୁତ ପସନ୍ଦ ଆସି ଗଲେ । ଏବଂ ପରେ ପରେ ସେ 2009 ରେ ତାଙ୍କୁ ବିବାହ କରି ନେଇ ଥିଲେ । କୁହାଯାଏ ନା ପ୍ରେମ ଅନ୍ଧ ହୋଇଥାଏ , ତାହା ଶିଖର ଧୱାନ ପ୍ରମାଣ କରି ଦେଖାଇ ଦେଲେ ।

ଆଜିର ସମୟ ରେ ତିନୋଟି ପିଲା ର ମାଁ ହେବା ପରେ ପରେ ବି ସେ ଦେଖିବା ପାଇଁ ବହୁତ ହଟ୍ ଅନ୍ତି । ଏବଂ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *