ପ୍ରେମିକାକୁ ନିଜ ଭଉଣୀର ଅଶ୍ଳୀଳ ଭିଡିଓ ପଠେଇଲା ଜୁବତୀ, ଆଉ ତା ପରେ ଜାହା ହେଲା..

phone-NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମହାରାଷ୍ଟ୍ର ର ରାଜଧାନୀ ମୁମ୍ବାଇ ର ଭୟକୁଲ ନାମକ ଗୋଟିଏ ଇଲାକା ରେ ଗୋଟିଏ ବହୁତ ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସିଛି । ଗୋଟିଏ 25 ବର୍ଷ ର ଝିଅ ନିଜର ବୟଫ୍ରେଣ୍ଡ କୁ ପଟାଇବା ପାଇଁ ଗୋଟିଏ ଏମିତି ସର୍ତ ରେ ରାଜି ହୋଇ ଗଲା କି ଆପଣ ମାନେ ସୁଣିଲେ ଆଶ୍ଚର୍ଯ୍ୟ ହେବେ । ଜାହାର ପରିଣାଣ ଏବେ ଦେଖିବା ପାଇଁ ମିଳିଛି । ଆପଣଙ୍କୁ ସୂଚନା ଦେବା ପାଇଁ କହିବୁ କି ଏହି ଯୁବତୀଙ୍କ ବୟଫ୍ରେଣ୍ଡ ଜଣେ ବିବାହିତ ଅଟନ୍ତି । ଏବଂ ସେମିତି ରେ ସେମାନଙ୍କ ମଧ୍ୟରେ ପ୍ରେମ ଗଢି ଉଠିବା ପରେ ପରେ ଗୋଟିଏ ଦିନ ସେହି ଯୁବକ ଜଣଙ୍କ ସେହି ଯୁବତୀ ଙ୍କୁ ଉପରେ ନାରାଜ୍ ହୋଇ ଜାଇ ଥିଲେ ପରେ ପରେ ଯୁବତୀଙ୍କୁ ପୁଣି ଭଲ ପାଇବା ପାଇଁ ଯୁବତୀଙ୍କ ପାଖେ ରଖିଲେ ଏମିତି କିଛି ସର୍ତ।
ମୁମ୍ବାଇ ର ଭୟକୁଲ ର ଘଟଣା ।

ସୂଚନା ଦେବୁ କି ଏହି ପରିବାର ଟି ଭୟକୁଲା ର ଅଟେ । ଏବଂ ଏହି ଥିରେ ଏହି ପରିବାର ର ବଡ ଝିଅ ଫସି ଜାଇଛି । ତେବେ ବିହତ 4 ବର୍ଷ ହେଲା ଏହି ଯୁବତୀ ଜଣଙ୍କ ନିଜ ପଡିଶା ରେ ରହୁ ଥିବା ଜଣେ ବିବାହିତ ଯୁବକ ଙ୍କୁ ପ୍ରେମ କରିବାରେ ଲାଗି ଥିଲେ । ପରେ ପରେ ସେମାନଙ୍କ ମଧ୍ୟ ରେ ମନ ମତାନ୍ତର ହେବାରୁ ଯୁବତୀ ଜଣଙ୍କ ଯେତେ ବେଳେ ଯୁବକ ଙ୍କୁ ମନାଇବା ପାଇଁ ଜାଇ ଥି୍ଲେ ତେବେ ଯୁବକ ଜଣଙ୍କ କହି ଥିଲେ କି ତାଙ୍କୁ ତାଙ୍କ ନିଜର ଅଶିଳ୍ଲ ଭିଡ଼ିଓ ତିଆରି କରି ଦେବା ପାଇଁ । ଏବଂ ସେହି ପରି ବେଳେ ଏହି ଯୁବତୀ ଜଣଙ୍କ ଯୁବକ ଙ୍କୁ ପ୍ରେମ କରୁ ଥିବା ହେତୁ ସେମିତି ରେ ସେ ଯେଉଁ ସମୟ ରେ ନିଜ ବାଥରୁମ୍ ରେ ଗାଧୋଇବା ପାଇଁ ଜାଇ ଥିଲା । ତେବେ ସେହି ସମୟ ରେ ତାଙ୍କୁ ଭିଡ଼଼ିଓ କଲ୍ କରି ନିଜର ଇଜତ୍ କୁ ଲଟାଇ ଥିଲେ । ସେହି ପରି ବେଳେ ଏହି ବିକଳ ପ୍ରେମିକ ଜଣଙ୍କ ସେହି ଭିଡ଼ିଓକୁ ରେକ୍ଡ କରି ସୋସିଆଲ ମିଡ଼ିଆ ରେ ଭାଇରଲ କରି ଦେଇ ଥିଲେ ।

ଏମିତି ରେ ଏହି ଘଟଣା ହେବା ପରେ ପରେ ସେହି ଯୁବତୀ ଜଣଙ୍କ ଏବେ ସୁସାଇଟ୍ ଏଟେଣ୍ଟ୍ କରିଛନ୍ତି । ତଥା ପରିବାର ଲୋକ ମାନଙ୍କ ରୋକିବା ପରେ ବି ସେ ସେହି ଯୁବକ ଙ୍କ ସହିତ ମିଶୁ ଥିଲେ ବୋଲି ଶାନ ଭଉଣୀ କହିଛି । ଏମିତି ଏବେ ଏହି ଯୁବତୀ ଜଣଙ୍କ ଡାକ୍ତର ଖାନା ରେ ରହିଛନ୍ତି । ସେ ଘରେ ଥିଲେ ବହୁତ ଗୁଡ଼ିଏ ନିନ୍ଦ ବଟିକା କୁ ଖାଇ ଦେଇ ଥିବାର ଜଣା ପଡ଼ିଛି । ଯୁବତୀ ଙ୍କ ନାମ ସୁପ୍ରିୟା ଘୋଷ , ଏବଂ ଯୁବକ ଜଣଙ୍କ ହେଲେ ପ୍ରିତମ୍ ରାଉତଚାୟ । ଏବେ ସେ ଫେରାର ଥିବାରୁ ପୋଲିସ୍ ଏହି ବିଷୟ ରେ ଛାନ୍ ବିନ୍ କରୁଛି । ଏବଂ ସୋସିଆଲ ମିଡ଼ିଆ ରୁ ଏହି ଭିଡ଼ିଓ କୁ ହଟାଇ ଦିଆ ଜାଉଛି ।

Leave a Reply

Your email address will not be published. Required fields are marked *