ମସ୍ତିରେ ଏହି ଯୁବତୀମାନେ ନେଇଥିଲେ କିଛି ଏପରି ସେଲ୍ଫି, ଦେଖିକରି ପୁରା ଦୁନିଆଁ ଚକିତ ହୋଇଯାଇଛି…

selfi

ବହୁତଥର ଆପଣ ନିଜର କିଛି ସ୍ମରଣୀୟ ମୂହୂର୍ତ୍ତକୁ ମନେ ରଖିବା ପାଇଁ ନିଜ କ୍ୟାମେରାରେ ତାହାର ଛବିକୁ ଉତ୍ତୋଳନ କରିନେଇଥାଉ , କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଏହି ଫଟୋ ମଧ୍ୟରେ ଥିବା କିଛି ଜିନିଷ ଆପଣଙ୍କୁ ଚକିତ କରିଦେଇପାରେ , ଆଜି କାଲି ଯୁବାସମାଜ ସେଲ୍ଫି ନେବାର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି , କିନ୍ତୁ ଏହିଥର କିଛି ଏପରି ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ ।କଣ ଆପଣ କେବେ ଶୁଣିଛନ୍ତି କି ଆପଣ ନିଜେ ଉଠାଇଥିବା ସେଲ୍ଫି ଆପଣଙ୍କୁ ଭୟାନକ ଲାଗିପାରେ , କିନ୍ତୁ ଆଜି ଆମେ ଯେଉଁ ସେଲ୍ଫି ବିଷୟରେ କହିବାକୁ ଯାଉଛୁ ତାହା ସହ କିଛି ଏପରି ହୋଇଛି , ଫିଲିଫାଇନ୍ସରେ ଏକ ସ୍କୁଲ୍ ରେ ୨ ଟି ଝିଅମାନଙ୍କ ସହ କିଛି ଏହିପରି ହୋଇଥିଲା  ଯାହାକି ସେମାନେ ନିଜେ ନେଇଥିବା ସେଲ୍ଫି କୁ ଦେଖି ସେମାନେ ନିଜେ ଭୟଭୀତ ହୋଇଯାଇଥିଲେ ।

କୁହାଯାଉଛି କି ଏହି ସେଲ୍ଫି ଫିଲିଫାଇନ୍ସର ରିଜାଲ୍ ହାଇ ସ୍କୁଲ୍ ର ଅଟେ ଯେଉଁଟି ସେହି ଝିଅମାନେ ସ୍କୁଲ୍ ର ୱାସ୍ ରୁମ୍ ରେ ଉଠାଇଥିବା ଫଟୋକୁ ସେମାନେ ଯେବେ ଦେଖିଲେ ତ ସେମାନେ ଭୟଭୀତ ହୋଇଯାଈଥିଲେ । ଯଦି ଏହି ଫଟୋକୁ ଦେଖିବେ ତେବେ ପଛ କଡେ ଏକ କଳା ରଙ୍ଗର କିଛି ଜିନିଷ ଦେଖାଯାଉଥିବ ଯାହା ଦେଖିବାକୁ ବହୁତ ହିଁ ଅଜୀବ ଲାଗିବ ।

selfi12

ଏବେ ଆପଣ ଏହି ଫଟୋକୁ ଦେଖି କୁହନ୍ତୁ ଆପଣଙ୍କୁ କଣ ଲାଗୁଛି । କହିଦେବୁ କି ଏହି ଫଟୋରେ ଝିଅମାନଙ୍କର ଠିକ୍ ପଛରେ ଏକ ବସିଥିବା ପୁଅର ଚେହେରା ଦେଖାଯାଉଛି , ଯାହାକୁ ଦେଖିବାପରେ ଝିଅମାନଙ୍କର ହୋସ୍ ଉଡିଗଲା , କାରଣ ଝିଅମାନଙ୍କର କହିବା ମୁତାବିକ ଯେବେ ଫଟୋ ନିଆଯାଇଥିଲା ତେବେ ୱାସରୁମ୍ ରେ ସେହି ଦୁହିଁଙ୍କ ଛଡା ଆଉ କେହି ବି ନଥିଲେ । ଏହି ସ୍କୁଲ୍ ରେ ଏହା ପ୍ରଥମଥର ହୋଇନାହିଁ ସନ୍ ୧୯୮୦ ରେ ବି ଛାତ୍ରଛାତ୍ରୀମାନେ କେଉଁ ଆତ୍ମାର ହେବାର ଅନୁଭବ କରିଥିଲେ , କୁହାଯାଉଛି କି ସ୍କୁଲ୍ ରେ ଏକ ପୁଅର ମୃତ୍ୟୁ ହୋଇଯାଈଥିଲା , ଯାହାପରେ ସ୍କୁଲ୍ ରେ କିଛି ଅଜବ ଧରଣର ଘଟଣା ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *