ସ୍କୁଲ ର ଶିକ୍ଷ୍ୟୟତ୍ରୀ ବାହାରିଲେ ଲେଡି ହିଟଲର୍ , ପିଲା ମାନଙ୍କ ସହ କରୁ ଥିଲେ ଏମିତି କାର୍ଯ୍ୟ-ଭାଇରଲ ହେଲା ଭିଡ଼ିଓ ।

teachers

ମହାରାଷ୍ଟ୍ର : ମହାରାଷ୍ଟ୍ର ର ଅକେଲା ରେ ଜଣେ ସ୍କୁଲର ଶିକ୍ଷ୍ୟୟତ୍ରୀ ଗୁରୁ ଏବଂ ଶିଶ୍ୟ ର ସଂମ୍ପର୍କ କୁ କିଛି ଅଲଗା ଭାବେ ଦେଖିବା ରେ ଲାଗିଛନ୍ତି । ଏଠାରେ ପିଲା ମାନଙ୍କୁ ପଢେଇବା ବ୍ୟତିତ ପିଲା ମାନଙ୍କୁ ବସେଇ ନିଜର ଗୋଡ ଦବାଇବା ପାଇଁ ଫୋର୍ସ କରୁଛନ୍ତି । ଏମିତି ରେ ଏହି ଘଟଣା ର ସଂମ୍ପର୍ଣ୍ଣ କାର୍ନାମା ଏବେ ସାମ୍ନା କୁ ଆସି ଥିବାର ଦେଖିବା ପାଇଁ ମିଳିଛି । ହଁ ନିଶ୍ଚିତ ଭାବେ ସେହି ମହିଳା ଶିକ୍ଷ୍ୟୟତ୍ରୀ ଙ୍କୁ ଏଥି ପାଇଁ ଦଣ୍ଡ ବି ମଧ୍ୟ ମିଳିଛି । ଏହି ଥିରେ ପୋସ୍କୋ ଏକ୍ସ ଏହି ମହିଳା ଶିକ୍ଷ୍ୟୟତ୍ରୀ ଙ୍କୁ ଦଣ୍ଡ ପ୍ରଦାନ କରିଛନ୍ତି । ମିଳି ଥିବା ଦଣ୍ଡ ଅନୁସାରେ 5 ବର୍ଷ ପାଇଁ ଚାକିରୀ ରୁ ବେଦଖଲ୍ ଏବଂ 30 ହଜାର ଟଙ୍କା ଜୋରୀମାନା ।

ସୂଚନା ଦେବା ପାଇଁ ଚାହୁଁବୁ କି ଏହି ଆରୋପି ମହିଳା ଙ୍କ ନାମ ହେଲା ସୋଚଲ ଅବଚା । ମହିଳା ମୁକ ବଦ୍ଧିର ସ୍କୁଲ ରେ ସ୍ପେସିଆଲ ଶିକ୍ଷ୍ୟୟତ୍ରୀ ଥିଲେ ଏହି ମହିଳା ଜଣଙ୍କ ଏହି ଉଚ୍ଚ ପଦବୀ କୁ 2013 ମସିହାରେ ଆସି ଥିଲେ । ଏବଂ ସେହି ଦିନ ଠାରୁ ସେ ପିଲା ମାନଙ୍କ ଦ୍ୱାରା ଏମିତି ସବୁ କାର୍ଯ୍ୟ କରାଉ ଥିବାର ଜଣା ପଡି ଥିଲା । ତେବେ ସେମିତି ରେ ଏଠାରେ ମୁକ ଏବଂ ବଦ୍ଧିର ପିଲା ମାନେ ପାଠ ପଢୁ ଥିବାରୁ ସେମାନଙ୍କ କଥା କୁ କେହି ବିସ୍ୱାସ ବି କରୁ ନ ଥିଲେ । ହେଲେ ଏମିତି ରେ ସେହି ସ୍ଥାନ ର ଗୋଟିଏ ଲୋକାଲ୍ ମ୍ୟଡମ୍ ଏହି ସବୁ କାର୍ଯ୍ୟ ର ପର୍ଦାଫାସ୍ କରିଛନ୍ତି । ସେ ଏହି ଦିନ ରେ ସ୍କୁଲ ପିଲା ମାନଙ୍କ ଠାରୁ କାର୍ଯ୍ୟ କରାଉ ଥିବା ବେଳେ ସେ ନିଜ ମୋବାଇଲ ରେ ସୁଟ କରି ଥିଲେ । ଏବଂ ସୋସିଆଲ ମିଡିଆ ରେ ଛାଡି ଦେଇ ଥିଲେ ।

ସେହି ପରି ବେଳେ ଏହି ଘଟଣା ଟି ସବୁ ଆଡେ ପ୍ରଘଟ ହୋଇ ଥିଲା । ଏବଂ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା । ତେବେ ଏହି ଭିଡ଼ିଓ ରେ ଶିକ୍ଷ୍ୟୟତ୍ରୀ ଙ୍କୁ ଚେହେରା ସଂମ୍ପର୍ଣ୍ଣ ଭାବେ ଦେଖା ଦେଉ ଥିବା ବେଳେ ପୋସ୍କୋ ଏକ୍ସ ଏହି ଶିକ୍ଷ୍ୟୟତ୍ରୀ ଙ୍କ ଉପରେ ଏକସନ୍ ନେଇ ଥିଲେ । ଆପଣ ମାନେ ଏହି ଭିଡ଼ିଓ କୁ ତଳେ ନିଶ୍ଚିତ ଭାବେ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *