ହଲିଉଡ ଅଭିନେତ୍ରୀ ଲିଡସ୍ ଲୋହାନ୍ ଙ୍କ ଦିୱାନୀ ହେଲେ ସାଉଦି ଆରବର ପ୍ରିନ୍ସ୍ । ଗୋଟେ ରାତି ପାଇଁ କହିଲେ ଦେବେ ଏତେ କୋଟି ଟଙ୍କା

prince

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସାଉଦି ଆରବ୍ ର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (Saudi Crown Prince Mohammed bin Salman) ବିଶ୍ୱ ଦରବାର ରେ ନି୍ଜର କାର୍ଯ୍ୟ କାରିତା ପାଇଁ ସବୁ ବେଳେ ଚର୍ଚ୍ଚା ରେ ରହି ଥାନ୍ତି । ଏହି ଥର ବି ସେ ନିଜର ଆଫାୟାର ପାଇଁ ହିଁ ଚର୍ଚ୍ଚା ର ବିଷୟ କୁ ଆସି ଛନ୍ତି । ଆମେ ଜାହାଙ୍କ ସହିତ ଆଫାୟାର ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଜାଉଛୁ ସେ ହେଲେ ହଲିଉଡ ର ଅଭିନେତ୍ରୀ ଲିଡସ୍ ଲୋହାନ୍ (Lindsay Lohan) ଏବଂ ଏହି ସମୟ ରେ ସେମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ସବୁ ସମୟ ରେ ଏଣ୍ଟର ଟେନ୍ ମେଣ୍ଟ ଦେଉ ଥିବା ୱେବ୍ ପୋର୍ଟଲ ପେଜ୍ ସକ୍ସ ଏହି ଖବର ର ପୃଷ୍ଟି କରି ଥିବାର ଜଣା ପଡ଼ିଛି ।

ତେବେ ସେହି ୱେବ୍ ସାଇଟ୍ ର ଖବର ରୁ ଏହି କଥା ର ପୃଷ୍ଟି ମଧ୍ୟ ହୋଇଚି କି ବର୍ତମାନ ସମୟ ରେ ସାଉଦି ଆରବ୍ ର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଙ୍କ ପାଖରେ ନିଜର ପ୍ରାଇଭେଟ୍ ଜେଟ୍ ରହିଛି ତେବେ ସେହି ଥିରେ ସେ ବସି ଆମେରିକା ଜାଇ ଥାନ୍ତି । ଏବଂ ଲିଡସ୍ ଲୋହାନ୍ ଙ୍କ ସହିତ ଫାଇଭେଟ୍ କଥା ହୋଇ ଥାନ୍ତି । ଏମିତି ରେ ଆଗରୁ ମଧ୍ୟ ଏମିତି ହିଁ ଆଫାୟାର ରହି ସାରି ଥିବା ବେଳେ ଆଜିର ଦିନ ରେ ହୋଇ ଥିବା ଆଫାୟାର ବିଷୟ ରେ କିଛି ଲୋକ ମାନେ ଆଲୋଚନା କରିବା ମଧ୍ୟ ଭଲ ବୋଲି ଭାବୁ ନାହାଁନ୍ତି । ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି କିଛି ଲୋକ ମାନେ ଏମିତି କହୁିଛନ୍ତି କି ସେମାନେ ବ଼ଡ ପ୍ରଫାଇଲ୍ ର ଲୋକ ମାନେ ତେବେ ସେମାନଙ୍କ ବିଷୟ ରେ ଯେତେ ଖୋଜିଲେ କିଛି ବି ସୂଚନା ସେମିତି ବାହାରିବ ନାହିଁ ।

ସେହି ୱୋବ ସାଇଟର ତଥ୍ୟ ଅନୁସାରେ ଗୋଟିଏ ଥର ଡ୍ଟରେ ଜିବା ପାଇଁ ହିରୋଇନ ଜଣଙ୍କ ପ୍ରିନ୍ସଙ୍କଠୁ ପାଖା ପାଖି 30 କୋଟି ଟଙ୍କା ନେଉଛନ୍ତି ।ବିଭିନ୍ନ ମିଡ଼ିଆ ର ଏମିତି କଥା ବାର୍ତା ମଧ୍ୟ ରେ କିଛି ମିଡ଼ିଆ ରିପୋର୍ଟଲ କହିଛନ୍ତି କି । ସେମାନେ କେବଳ ଭଲ ସାଙ୍ଗ ଅଟନ୍ତି ବୋଲି ଏବଂ ସେମାନଙ୍କ ମଧ୍ୟ ରେ ସେମିତି କିଛି ବି ସଂମ୍ପର୍କ ରହି ନାହିଁ । ଏହି ସୂଚନା ରେ କୁହା ଜାଇଚି କି । ସାଉଦି ଆରବ୍ ର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଙ୍କ ପ୍ରାଇଭେଟ୍ ପତ୍ରକାର ବି ଏହି କଥା କୁ ଖାରଜ କରିଛନ୍ତି । କିନ୍ତୁ ଏହି ଖବର ଟି ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ବ୍ୟପିବା ରେ ଲାଗିଛି ।

ପ୍ରତିଟି ଖବର ସର୍ବ ପ୍ରଥମେ ପଢିବା ପାଇଁ ତଳେ ପେଜକୁ ଲାଇକ କରିବା ସହ । ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *