ସାହାରୁଖାନ ନିଆଁରେ ଦୈଡି ବଚାଇଲେ ଅୟୁସୂର୍ୟ୍ୟା ରାୟ ଙ୍କ ମନେଜରର ଜିବନ ।ସଲମାନ ଖାନ୍ ଭିଡ଼ିଓ ପୋଷ୍ଟ କରି ଦେଲେ ଏମିତି ସୂଚନା ।

salman-on-saharukh

ବିଗତ ଦିନ ମାନଙ୍କ ରେ ବଲିଉଡ ରେ ବହୁଚ ଚର୍ଚ୍ଚା ର ବିଷୟ ଉପରେ ଆଲୋଚନା ହୋଇ ଥିବା ବେଳେ ଆମେ ଆପଣ ମାନଙ୍କୁ ସେହି ସବୁ କୁ ସବୁ ସମୟ ରେ ଆପଣ ମାନଙ୍କୁ ଜଣେଇ ଆସିଛୁ । ଏହଂ ସେହି ପରି କ୍ଷେତ୍ର ରେ ଆମେ ଆଜିବି ମଧ୍ୟ ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ଘଟଣା ଜାହା ବର୍ତମାନ ସମୟ ରେ ବଲିଉଡ ରେ ଚହଳ ସୃଷ୍ଟି କରୁଛି । ସେହି ବିଷୟ ରେ ଆପଣ ମାନଙଅକୁ ସୂଚନା ଭୂକ୍ତ କରେଇବା ପାଇଁ ଆସିଛୁ । ତେବେ ଚର୍ଚ୍ଚା ର ବିଷୟ ବସ୍ତୁ ଟି ହେଲା ଏହି ଦିନ ରେ ସଲମାନ ଖାନ୍ ସାରୁଖ ଖାନ୍ ଙ୍କୁ ଅୟୁସୂର୍ଯ୍ୟା ରାୟ ଙ୍କ ମେନଜର ଙ୍କ ଜିବନ ବଞ୍ଚେଇବା ନେଇ ଜବାବ୍ ଦେଇଛନ୍ତି । ସେମିତି ରେ ଗୋଟିଏ ପଟେ ତାଙ୍କୁ କେବଳ ଫିଲ୍ମ ରେ ନୁହେଁ ବରଂ ରିୟଲ ଲାଇଫ୍ ରେ ମଧ୍ୟ ଗୋଟିଏ ହିରୋ ଭାବେ ପରିଚିତ ମିଳି ଜାଇଛି ।

ଏହି ଦିନ ରେ ନୂଆ ଦିଲ୍ଲୀ ଠାରେ ହେଉ ଥିବା ଗୋଟିଏ ପାର୍ଟ୍ଟି ରେ ନିଆଁ ଲାଗି ଜାଇ ଥିଲା ସେହି ସମୟ ରେ ସାରୁଖ ଖାନ୍ ନିଜ ଜିବନ କୁ ବାଜି ରେ ଲଗେଇ ତାଙ୍କ ଜିବନ ବଞ୍ଚେଇ ଥିବାର ଦେଖିବା ପାଇଁ ମିଳିଛି । ସାରୁଖ୍ ଙ୍କର ଏହା କେବଳ ବେଳେ ନୁହେଁ ବରଂ ଏହା ପୂର୍ବ ରୁ ଏଣିତି ବହୁତ ଥର ସେ ଉଦାହରଣ ଭାବେ ପରିଚିତ କରେଇଛନ୍ତି । ହେଲେ ଏଠାରେ ଚର୍ଚ୍ଚା ର ବିଷୟ ରହିଛି ଏହି ଖବର କୁ ନେଇ ସଲମାନ ଖାନ୍ କଣ ରାୟ ଦେଇଛନ୍ତି । ବା ତାଙ୍କର ରିୟାକସ୍ନ କଣ ରହିଛି । ବଲିଉଡ ର ଭାଇଜାନ୍ (Salman Khan) ସଲମାନ ଖାନ୍ ତାଙ୍କର ସୋସିଆଲ ମିଡ଼ିଆ ରେ ସାରୁଖ ଙ୍କର ଭିଡ଼ିଓ ପୋଷ୍ଟ କରି ଗୋଟିଏ ପ୍ରକାରର ଧନ୍ୟବାଦ ର ଧାଡି ଲଗେଇ ଦେଇଛନ୍ତି ।

 

View this post on Instagram

 

@iamsrk

A post shared by Chulbul Pandey (@beingsalmankhan) on

ସେମିତି ରେ ଏହି ଭିଡ଼ିଓ ଭାଇଜାନ୍ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବା ପରେ ପରେ ସମସ୍ତ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓ ଟି ଫିଲ୍ମ ହେପି ନିୟୁ ଆର୍ ରୁ ଆସି ଥିବା ଦେଖିବା ପାଇଁ ମିଳିଛି । ସେମିତି ରେ ସଲମାନ ଙ୍କର ଏମିତି ଗୋଟିଏ ଭିଡ଼ିଓ ପୋଷ୍ଟ କରିବା ନେଇ ଏବେ ସବୁ କ୍ଷେତ୍ର ରେ ଚର୍ଚ୍ଚା ଜୋର ଧରିଛି । ସେହି ପରି ଭାବେ ଏହି ପାର୍ଟି ର ଘଟଣା କ୍ରମେ ଅୟସୁର୍ୟା ବି ସାରୁଖ ଙ୍କୁ ବହୁତ ଧନ୍ୟବାଦ ଦେଇ ଥିବାର ଦେଖିବା ପାଇଁ ମିଳିଛି । ଏହା ସହିତ ଫାରା ଖାନ୍ ବି ତାଙ୍କୁ ବହୁତ କାର୍ଯ୍ୟ ରେ ସନ୍ତୁଷ୍ଟି ମିଳିଛି ବୋଲି ଲେଖି ଥିବାର ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *