ଭାଉଜ ଉପରେ ଆଙ୍ଗୁଳୀ ଉଠିବାରୁ ଦେଉର ଦେଲା ଜବାବ୍ ଅନୁଷ୍କା – ଇଞୀନିୟର ବିବାଦ ରେ ଏବେ ଚୟନ କର୍ତା ବି କହିଲେଣୀ ।

rohit-shar

ପୂର୍ବ ଭାବରତୀୟ କ୍ରିକେଟର୍ସ ଫାରୁଖ୍ ଇଞୀନିୟର ଙ୍କ ବୟାନ୍ ରେ ଏବେ ଚୟନ କର୍ତା ହିଁ କାହିଁକି ସମସ୍ତ କ୍ରିକେଟର ମାନେ ବି ରାଗି ବାରେ ଲାଗିଲେଣୀ । ଏମିତି ରେ ଏହି ବିବାଦ ରେ ଦେଖିବା ପାଇଁ ମିଳିଛି କି ବିଗତ ୱାର୍ଡ କପ୍ ରେ ଫାରୁଖ୍ ଗୋଟିଏ ଚୟନ କର୍ଚା ଭାବେ ଅନୁଷ୍କା ଙ୍କୁ ଚା ଦେଉ ଥିବାର ଦେଖିବା ପାଇଁ ମିଳି ଥିଲା । ସେହି ପରି ବେଳେ ଏହି ଦିନ ରେ ସେ ଇଣ୍ଟରନେଟ୍ ରେ ଗୋଟିଏ ଲମ୍ବା ଚୈଡା ପୋଷ୍ଟ ଲେଖୀ ନିଜର ନାରାଜ୍ ପଣ ଦେଖାଇ ଛନ୍ତି । ଏବଂ ସେ ସେହି ଥିଲେ ଲେଖି ଛନ୍ତି କି ଗୋଟିଏ କ୍ରିକେଟ ଆଫାୟାର କୁ ଏତେ ଦିନ ପରେ ଟାଣି ଆଣିବା ସଠିକ୍ ନୁହେଁ । ଏହି ଥିରେ ରୋହିତ ଶର୍ମା ଙ୍କ ବୟାନ୍ ।

ରୋହିତ ଶର୍ମା ଙ୍କ ବୟାନ୍ ।
ଏହି ଥିରେ ଦିଲ୍ଲୀ ଠାରେ ଗୋଟିଏ କନଫ୍ରେନ୍ସ ରୋହିତ୍ ଫାରୁଖ୍ ଇଞୀନିୟର କିଛି ପ୍ରଶ୍ନ ପଚାରି ଥିଲେ ତେବେ ସେହି ପରି ବେଳେ ସେ ଏହି ସବୁ କୁ ସୁଣି ଭଡକି ଜାଇ ଥିଲେ । ଏବଂ କହି ଥିଲେ ଏହି ପ୍ରଶ୍ନ ତାଙ୍କୁ ପଚାରୁନ୍ତୁ ସେ କେମିତି ମୋ ଉଫରେ ଏହି ଆରୋପ କୁ ଲଗାଉଛନ୍ତି ।

ଏମ୍ ଏସ୍ ପ୍ରସାଦ୍ ଙ୍କ ବୟାନ୍ ।
ସେହି ପରି ବେଳେ ଏହି ଦିନ ରେ ଏମ୍ ଏସ୍ ପ୍ରସାଦ୍ ବି ନିଜୟ ସୋସିଆଲ ମିଡ଼ିଆ ରେ ଫାରୁଖ୍ ଇଞୀନିୟର ଙ୍କୁ ଖରାପ୍ ବୋଲି କହିଛନ୍ତି । ସେହି ଥିରେ ଫାରୁଖ୍ ଇଞୀନିୟର କହିଛନ୍ତି କି । ମତେ ସେହି ବ୍ୟକ୍ତି ଙ୍କ ପାଇଁ ବହୁତ ଦୁଖଃ ହେଉଛି ଯେଉଁ ବ୍ୟକ୍ତି ମତେ ଏତେ ଖରାପ୍ ବୋଲି କହୁଛନ୍ତି । ମୁଁ ତାଙ୍କୁ କହିବା ପାଇଁ ଚାହିଁବି କି ମୋର କିଛି କିଛି ବି ଦୋଷ ନାହିଁ ମୁଁ ଗୋଟିଏ ଚୟନ କର୍ତା ହିସାବ ରେ ଭାରତୀୟ କେପଟନ୍ ଙ୍କ ପତ୍ନୀ ଙ୍କୁ କେବଳ ଚା ଗଡି ଦେଇ ଥିବାରୁ ଏତେ ବିବାଦ ବଢି ବାରେ ଲାଗିଛି । ତେଣୁ ଏହିଥି ପାଇଁ ମୁଁ ମୋ ତରଫ ରୁ ହିଁ କ୍ଷେମା ମାଗି ଦେଉଛି ବୋଲି ସେ ଲେଖିଛନ୍ତି । ଏହି ପରି କ୍ଷେତ୍ର ରେ ଏହି ଖବର ସବୁ ଆଡେ ଗୋଟିଏ ଚର୍ଚ୍ଛା ର ବିଷୟ ହୋଇଛି ।ସେମିତି ବେଳେ ଏହି ଉପରେ ବିବାଟ କିମ୍ଭା ଅନୁଷ୍କା ଙ୍କ କୈଣସି ରାୟ ମିଳି ନାହିଁ ।

Leave a Reply

Your email address will not be published. Required fields are marked *