ସମୂଦ୍ର ଗର୍ଭ ରେ 2050 ସୁଧା ଲିନ ହୋଇ ଯିବେ ଉପକୂଳ ଓଡ଼ିଶାର ସବୁଗାଁ ଏବଂ ସହର । ଆପଣଙ୍କ ଜିଲ୍ଲା ଏଥିରେ ନାହିଁତ…!

ଧରିତ୍ରୀ ଆମ ମାଆ ଏବଂ ଏହି ମାଆ ଆମକୁ ସବୁ ବେଳେ ଭଲ ପାଇ ଥାଏ କାରଣ ଆମେ ମାନେ ତା କୋଳ ଗୋଟିଏ ଗୋଟିଏ ପୁଅ ଭଳି । ହେଲେ ସେହି ମାଆ ବି ଯେତେ ବେଳେ ପୁଅ ଭୁଲ ବାଟରେ ଯାଏ ଶାସନ ମଧ୍ୟ କରି ଥାଏ । ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା କି ଏହି ଦିନ ରେ ଯେଉଁ ପରି ଭାବେ ସମୂଦ୍ର ର ଜଳ ସ୍ଥର ବଢି ବଢି ଚାଲିଛି ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରୁ ଥିବେ । ସେମିତି ରେ ଏହି ଦିନ ରେ ଆନ୍ତର୍ଜାତିକ ପତ୍ରିକା ଏବଂ ବିଭିନ୍ନ କମ୍ୟୁନିକେସନ୍ ର ରିପୋର୍ଟ ଅନୁସାରେ ବର୍ତମାନ ସମୟ ରେ ସମୂଦ୍ର ରେ ଯେଉଁ ପରି ଭାବେ ଜଳ ସ୍ଥର ବଢିବାରେ ଲାଗିଛି ତାହା ଆଗାମୀ ସମୟ ରେ ସମଗ୍ର ବିଶ୍ୱ ରେ ହଇଚୟୀ ମଚେଇ ଦେବ । ଆଗାମୀ ସମୟ ରେ ସମୂଦ୍ର ଉପକୂଳ ବର୍ତି ସବୁ ସହର ମାନ ବୁଡି ଯିବ । ସେହି ପରି ଭାବେ ଆମ ଓଡ଼ିଶା ର ପୂରୀ ଏବଂ ଗୋପାଳ ପୁର ବି କିଛି ବର୍ଷ ମଧ୍ୟ ରେ ପାଣି ର ଗର୍ଭ ମଧ୍ୟ ରେ ରହିବା ସୁନିଶ୍ଚିତ ଦେଖିବା ପାଇଁ ମିଳୁଛି ।

beautiful-river

ଯେଉଁ ମାଳିକା ରେ କୁହା ଜାଇଛି କି ଦିନେ ନା ଦିନେ ପୁରୀ ବଡ ଦେଉଳ ର ବାଇସୀ ପାହାଚ ରେ ମୀନ ଖେଳିବ ସେହି ଘଟଣା ଆଗାମୀ ଦିନ ମାନଙ୍କ ରେ ସତ୍ୟ ବି ହୋଇଜାଇ ପାରେ ଏହା କୈଣସି ଭାବେ ଅସତ୍ୟ ରହିବ ନାହିଁ । ଏହି ଦିନ ରେ ଆନ୍ତର୍ଜାତିକ ପତ୍ରିକା ର ଏହି ରିପୋର୍ଟ ଲୋକ ମାନଙ୍କୁ ଚିନ୍ତା କରିବାର ଗୋଟିଏ ଅନ୍ୟ ମୈକା ଦେଇ ଥିବାର ଦେଖିବା ପାଇଁ ମିଳିଛି । ଏହି ରିପୋର୍ଟ ରେ ରହିଛି କି 2050 ସୁଧା ପୃଥିବୀ ର ଅଧିକାଶଂ ଉପକୂଳ ବର୍ତି ଅଂଚଳ ମାନ ସମୂଦ୍ର ରେ ଲିପ୍ତ ହେବା ପାଇଁ ଜାଉଛନ୍ତି । ସେହି ଦିନ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା ରେ ଜାହା ବି ଲେଖା ରହିଛି ତାହା ଆଗାମୀ ଦିନ ରେ ସତ୍ୟ ହେବା ପାଇଁ ଜାଉଛି ।

ଯେଉଁ ପରି ଭାବେ ବାୟୁ ମଣ୍ଡଳ ବର୍ତମାନ ସମୟ ରେ ଗରମ ହୋଇ ଚାଲିଛି ହିମାଳୟ ଠୁ ଆରମ୍ଭ କରି ଆଣ୍ଟଲ୍ଲାଟିକା ପର୍ଯ୍ୟନ୍ତ ରେ ରହି ଥିବା ବରଫ ମାନ ତରଳିବା ପାଇଁ ଯାଉଛି ଜାହା ଦ୍ୱାରା ସମୂଦ୍ର ର ଜଳ ସ୍ଥର ବହୁତ ପରିମାଣ ରେ ବଢିବା ରେ ଲାଗିବ । ଖାସ୍ କରି ଆମ ଓଡ଼ିଶା ର ଗୋପାଳ ପୁର ଏବଂ ପୁରୀ ର ଉପକୂଳ ଯେଉଁ ପରି ଭାବେ କୂଳ ଲଙ୍ଗିବାରେ ଲାଗିଛନ୍ତି । ,ସେହି ସବୁ କୁ ଦେଖିବା ପରେ 2050 କାହିଁକି ବରଂ ଆଗାମୀ 10 ବର୍ଷ ମଧ୍ୟ ରେ ଗୋପାଳ ପୁର ଏବଂ ପୁରୀ ର ଗୋଟିଏ ବଡ ଅଂଶ ସମୂଦ୍ର ମଧ୍ୟ ରେ ଥିବ ଏହାର କୈଣସି ସଂଙ୍କା ନାହିଁ ।

Leave a Reply

Your email address will not be published. Required fields are marked *