ଏଥିରେ କୈଣସି ବି ସଂନ୍ଧେହ ନାହିଁ ଆଜିର ସମୟ ରେ ପ୍ରତ୍ୟେକ ଲୋକ ଅଧିକ ରୁ ଅଧିକ ଟଙ୍କା କମେଇବା ପାଇଁ ଚାହିଁ ଥାଏ । କେବଳ ସେହିଥି ପାଇଁ ଆଜିର ସମୟ ରେ ଲୋକ ମାନେ କେତେ ପରିମାଣ ରେ ଟଙ୍କା କମାଣୀ କରି ନିଅନ୍ତୁ ନା କାହିଁକି ସେମାନଙ୍କୁ ସବୁ ବେଳେ କମ୍ ହିଁ ଲାଗେ । ଆପଣ ମାନେ ଜାଣି ଥିବେ ମନୁଶ୍ୟ ଆଜିର ସମୟ ନିଜ ଉପରେ ବି ସଂନ୍ତୁଷ୍ଟ ହୋଇ ପାରୁ ନାହାନ୍ତି। ହେଲେ ଟଙ୍କା ତ ଗୋଟିଏ ସାମାନ୍ୟ ଜିନିଷ ଅଟେ । ତେବେ ସେମିତି ବେଳେ କିନ୍ତୁ କିଛି ଏମିତି ବି ଲୋକ ମାନେ ରହିଛନ୍ତି । ଯେଉଁ ମାନେ ବହୁତ ପରିମାଣ ରେ ଆୟ କରି ମଧ୍ୟ ସେମାନଙ୍କ ପାଖରେ ମୋଟେ ବି ଟଙ୍କା ରହି ନ ଥାଏ ।
ସେମିତି ରେ ସେମାନେ ଆୟ ତ କରନ୍ତି କିନ୍ତି ବ୍ୟୟ ର ବି କିଛି ଠକଣା ରଖନ୍ତି ନାହିଁ । ତେବେ ସେମିତି ରେ ଆପଣ ମାନଙ୍କ ସହିତ ଏମିତି କିଛି ହେଉଛି ତେବେ ଆପଣ ମାନଙ୍କୁ ଆମେ ଆଜି କିଛି ଉଫାୟ ବିଷୟ ରେ ସୂଚନା ଦେବୁ ଜାହା କରିବା ଦ୍ୱାରା ଆପଣ ମାନଙ୍କ ପାଖରୁ ଅଜଥା ଜାଉ ଥିବା ଟଙ୍କା ଆଉ ଯିବ ନାହିଁ ।
ସର୍ବ ପ୍ରଥମେ ତ ଆପଣ ମାନେ ନିଜର ପର୍ସ କୁ ହିଁ ଦେଖନ୍ତି । କି ସେଥିରେ କୈଣସି ପ୍ରକାରର ଗର୍ତ ନାହିଁ ତ , ସେମିତି ବେଳେ ଆପଣ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମାନଙ୍କ ପର୍ସ ରେ ଛୋଟ କଣା ଟିଏ ଥାଏ । ତେବେ ଆପଣଙ୍କ ପାଖରେ ଟଙ୍କା ରହିବ ନାହିଁ ।
ସେହି ପରି ଭାବେ ଆମେ ଯଦି ଅନ୍ୟ ଗୋଟିଏ ଉପାୟ ବିଷୟରେ ଆଲୋଚନା କରିବ, ଦେଖାଯ଼ାଏ ଜେ ବହୁତ ଲୋକ ନିଜ ପର୍ସରେ ଅଜଥା କାଗଜ ବହୁତ ଗୁଡିଏ ରଖିଥାନ୍ତି, ଆପଣଙ୍କୁ କହି ରଖୁଛୁ ଅଦରକାରୀ ଓ ଅଜଥା କାଗଜ ପର୍ସରେ ରହିଲେ ଟଙ୍କାର ଘୋର ଅଭାବ ହୋଇଥାଏ .