ରେସନ କାର୍ଡ କୁ ନେଇ PM ମୋଦି କେରିଲେ ବଡ ଘୋଷଣା । ଖୁସି ରେ ଝିମି ଉଠିବେ ଆପଣ ବି । ରାସନ କାଡ ଥିଲେ ନିଶ୍ଚୟ ପଢନ୍ତୁ

RATION-CARD

ଏମିତି ରେ କହିବା ପାଇଁ ଗଲେ ଭାରତ ରେ ବର୍ତମାନ ସମୟରେ ରେସନ କାର୍ଡ କୁ ଗୋଟିଏ ଅନ୍ୟ ରୂପେ ଦେଖା ଯାଏ । ଏମିତି କହିଲେ ବି ଚଳିବ କି ଏହା ଲୋକ ମାନଙ୍କ ପେଟ ରେ ଦାନା ଦେବା ସହିତ ଲୋକ ମାନଙ୍କ ଭୋରଣ ପୋଷଣ ବି କରି ଥାଏ । ଏମିତି ରେ ଏହି କାର୍ଡ ରେ ଆମ ପରିଚୟ ବି ଜଣା ପଡ଼ି ଥାଏ । ଏମିତି ବେଳେ ଯେଉଁ ବ୍ୟକ୍ତି ଙ୍କ ପାଖେ ଏହି ରେସନ କାର୍ଡ ନ ଥାଏ ସେମାନ ଙ୍କୁ ବହୁତ ଅସୁବିଧା ର ସାମ୍ନା କରିବା ପାଇଁ ପଡ଼ି ଥାଏ । ଏମିତି ବେଳେ ଯେଉଁ ମାନଙ୍କ ପାଖରେ ରହି ଥାଏ ସେମାନଙ୍କ ପାଇଁ ଏଲପିଜି,ପାସପୋର୍ଟ , ତଥା ଅନ୍ୟାନ ବହୁତ ସ୍ଥାନରେ ଦରକାର ହୋଇ ଥାଏ ।

ଏମିତି ରେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁହବୁ କି ଏବେ ଏହି ରେସନ କାଡ ବନେଇବା ବହୁତ ସୁବିଧା ହୋଇ ଜାଇ ଥିବା ବେଳେ ସରକାର ଏବେ ଗୋଟିଏ ଏମିତି ତରିକା ନେଇ ଆସି ଛନ୍ତି ଯେଉଁ ଥିରେ ଆପଣ ମାନଙ୍କୁ ରେସନ କାର୍ଡ ବୁକ୍ତ ହେବା ପାଇଁ ବେସି କିଛି କରିବା ପାଇଁ ପଡିବ ନାହିଁ । ତେବେ ଆସନ୍ତୁ ଆମେ ଜାଣଇ ନେବା କଣ କଣ ସେହି ତରିକା । ବର୍ତମାନ ଆପଣ ମାନେ ମାତ୍ର 5 ଟଙ୍କା ରୁ 45 ଟଙ୍କା ମଧ୍ୟ ରେ ଏହି କାର୍ଡ ବନେଇ ପାରିବେ ।

ଏହାକୁ ଏପ୍ଲାଇ କରିବା ପାଇଁ ଆପଣ ମାନଙ୍କୁ ବାସ ଗୋଟିଏ ରେସନ କାର୍ଡ ଫର୍ମ ତଥା କଲର ପାସଫୋଟ ଓ ଏହି ଫର୍ମ କୁ ବାସ ପୂର୍ଣ୍ଣ କରିବା ପାଇଁ ପଡି ଥାଏ । ଏମିତି ବେଳେ କହିବା ପାଇଁ ଚାହିଁବୁ କି କେବଳ ଗରିବି ସୀମା ରୁ ତଳେ ଯେଉଁ ମାନେ ରହିଛନ୍ତି ସେହି ମାନେ ହିଁ ଏହି କାର୍ଡ ର ଭୁକ୍ତ ହେବେ । ଏବେ ଏହାକୁ ସରକାର ସଂମ୍ପର୍ଣ୍ଣ ଭାବେ କହିଛନ୍ତି । ରେସନ କାର୍ଡ ବନେଇବା ପାଇଁ ଦରକାର ଦସ୍ତାବିଜ । ପ୍ରେଥମେ ପାଣି ବିଜୁଳି ବିଲ ,ନିଜର ପ୍ରୋପଟିର କିଛି କାଗଜ ପତ୍ର ,ଗାଁ ର ସରପଞ୍ଚ ହାତର ଲେଖା । ,ତଥା ଏଥି ପାଇଁ ମିଳୁ ଥିବା ଫର୍ମ ଓ କଲର ପାସଫର୍ଟ ଫୋଟ ଇତ୍ୟାଦି ।

Leave a Reply

Your email address will not be published. Required fields are marked *