କଣ ଆପଣଙ୍କର ଦୁଇ ହାଦ ଯୋଡିଲେ ହେଉଛି ଅର୍ଦ୍ଧ ଚନ୍ଦ୍ର – ତେବେ ହୋଇ ଜାଆନ୍ତୁ ସାବଧାନ

ardha-chandra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆଜି ଜାଣିବା କି ଦୁଇହାତ ଯୋଡ଼ିଲେ ଯେଉଁ ଅର୍ଧ ଚନ୍ଦ୍ର ହୋଇ ଥାଏ । ତାହାର ମାନେ କଣ । ଆମେ ସମସ୍ତ ଜାଣିଛେ ଯେ ଜଣେ ବ୍ୟକ୍ତି ଙ୍କର କୋଷ୍ଠୀ ଏବଂ କପାଳ ରୁ ଜଣା ପଡି ଥାଏ କି ତାର ଅତିତ ଏବଂ ଭବିଷ୍ୟ କେମିତି ଭାବେ ରହିବ । ସେହି ପରି ଭାବେ ଯଦି ଆମେ ହାତ ପାପୁଲି ରେ ରହି ଥିବା ରେଖା ମାନଙ୍କ ବିଷୟ ରେ କହିବା ତେବେ ସେହି ଠାରୁ ବି ସଂମ୍ପର୍ଣ୍ଣ ଭାବେ ଜଣା ପଡି ଥାଏ କି ଆପଣ ମାନଙ୍କ ଭାଗ୍ୟ ରେ କଣ କଣ ରହିଛି ବୋଲି । ସେହି ରେଖା ମାନଙ୍କ ମଧ୍ୟ ରୁ ହାତ ଯୋଡିବା ପରେ ହେଉଥିବା ଅର୍ଦ୍ଧ ଚନ୍ଦ୍ରର ବା ଆପଣଙ୍କ ଦୁଇ ହାତର ର ରେଖା ଗୋଟିଏ ଲାଇନ୍ ରେ ଆସୁ ଥିଲେ ତାହାର ସଂଙ୍କେତ କଣ କଣ ହୋଇ ଥାଏ ଆମେ ଆପଣ ଙ୍କୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ ।

ଯଦି ଏହି ବିଷୟ ରେ କହିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ଦୁଇ ହାତ କୁ ଯୋଡିଲେ କାହା ହାତରେ ଅର୍ଦ୍ଧ ଚନ୍ଦ୍ର ତ ଆଉ କାହା ହାତରେ ପୂର୍ଣ୍ଣ ଚନ୍ଦ୍ର ର ପ୍ରତିମା ସୃଷ୍ଟି ହୋଇ ଥାଏ । ତେବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା । ପ୍ରଥମେ ରହିଛି ଯେଉଁ ବ୍ୟକ୍ତି ମାନେ ଦୁଇ ହାତ ଯୋଡିଲେ ହାତରେ ଅର୍ଧ ଚନ୍ଦ୍ର ସୃଷ୍ଟି ହୋଇ ଥାଏ । ସେମାନେ ସବୁ ବେଳେ ନିଜର ବନ୍ଧୁ ମାନଙ୍କ ପ୍ରତି ସୋଚଟ୍ଟ ହୋଇ ଥାନ୍ତି । ସେହି ପରି ଭାବେ ଯଦି ଦୁଇ ହାତ ଯୋଡିବା ପରେ ଅର୍ଧ ଚନ୍ଦ୍ର ସୃଷ୍ଟି ନ ହୋଇ ଗୋଟିଏ ସରଳ ରେଖା ରେ ରହି ଥାଏ । ତେବେ ସେମିତି ବେଳେ ସେମାନେ ବହୁତ ଶାନ୍ତ ଶିଷ୍ଟ ପ୍ରଭାବ ର ବୋଲି ଜଣା ପଡି ଥାଏ । ଏବଂ ଯେଉଁ ବ୍ୟକ୍ତି ମାନେ ହାତ ଯୋଡିବା ପରେ ସେମାନଙ୍କ ହାତରେ ଅର୍ଧ ଚନ୍ଦ୍ର ତ ହୋଇ ଥାଏ କିନ୍ତୁ ଟିକିଏ ଅଙ୍କା ବଙ୍କା ରହି ଥାଏ ।

ତେବେ ସେମାନେ ସବୁ ବେଳେ ନିଜ ବୟସ ଠୁ ବଡ ଲୋକ ମାନଙ୍କ ସହିତ ମିଳା ମିଶା କରିବା ପାଇଁ ପସନ୍ଦ କରନ୍ତି । ଏହି ଅର୍ଧ ଚନ୍ଦ୍ର ରୁ ହିଁ ନିଜର ଜିବନ ସାଥି ବିଷୟ ରେ ଏବଂ ତାଙ୍କର ସୈନ୍ଦର୍ଯ୍ୟ ବିଷୟ ରେ ଆକଳନ ମଧ୍ୟ କରା ଜାଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *