ଚଳନ୍ତା ଗାଡିରେ ଅଶିଳ୍ଲ ଦୃଶ୍ୟ କରୁଥିଲେ ପାକିସ୍ତାନର ଏହି କପୁଲ,ଭିଡ଼ିଓ ଆସିଲା ସାମ୍ନାକୁ । ଦେଖନ୍ତୁ ଭିଡିଓ

ପାକିସ୍ତାନ ରେ ଗୋଟିଏ ଏସ୍ ଇୟୁବି ଗାଡି ରୁ ଯୁବତୀ ଏବଂ ଯୁବକ ଙ୍କ ଅଶିଳ୍ଲ ଭିଡ଼ିଓ ତିଆରି କରୁ ଥିବାର ଦେଖିବା ପାଇଁ ମିଳି ଥିଲା । ଆପତ୍ତି ଜନକ ହିସାବ ରେ ଏହି ଦୁଇ ଜଣ କାର ର ପଛ ରେ ରହି ଥିଲେ । ଏବଂ ସେମାନଙ୍କ ଉପରେ ନଜର ସେତେ ବେଳେ ପଡିଲା ଯେଉଁ ସମୟ ରେ ସେହି ଗାଡି ପାଖ ଦେଇ ଗୋଟିଏ ଅନ୍ୟ ବାହାନ ଚାଳକ ଜାଉ ଥିଲେ । ଏବଂ ସେ ଗାଡି ରେ କାଚ ବାଟେ ସବୁ ଦେଖି ପାରି ଥିଲେ । ଏବଂ ସେହି ସମୟ ରେ ସେ ସେହି ଦୁଇ କୋପୁଲ ଙ୍କ ଭିଡ଼ିଓ ରେକର୍ଡ କରି ନେଇ ଥିଲେ । କେବଳ ଏତିକି ହିଁ ନୁହେଁ ବରଂ ସେ ସେହି ଭିଡ଼ିଓ କୁ ଟୁଇଟର ରେ ଛାଡି ମଧ୍ୟ ଦେଇ ଛନ୍ତି ।

ପୋଲିସ୍ କୁ ମିଳିବା ଖବର ।
ଯେଉଁ ସମୟ ରେ ଏହି ଭିଡ଼ିଓ କୁ ଟୁଇଟର ରେ ଭାଇରଲ ହେବାରେ ଦେଖିବା ପାଇଁ ମିଳି ଥିଲା । ତେବେ ସେହି ସମୟ ରେ ପୋଲିସ୍ ଏହାର ଛାନ୍ ବିନ୍ କରିଲା । ତେବେ ସେହି ଗାଡି ରେ ସବାର୍ ହୋଇ ଥିଲା ଦୁଇ ଜଣ ଯୁବକ ଯୁବତୀ ଙ୍କ ପାଖରେ ପହଁଚି ପାରି ଥିଲା ।

ଟୁଇଟର ରେ ହିଟ୍ କମେଣ୍ଟ ଗୁଡିକ ।

car-image
india-speaks

ଚଳନ୍ତା କାର ରେ ଅଶିଳ୍ଲ ଭିଡ଼ିଓ କୁ ସୁଟିଂ କରି ଥିବା ବ୍ୟକ୍ତି ଜଣଙ୍କ ହେଲେ ଅମର ଆର୍ କୁଆରାସୀ । ସେ ଭିଡ଼ିଓ ଛାଡିବା ସହିତ ପାକିସ୍ତାନ୍ ର କୋପୁଲ ଏମିତି କରୁ ଥିଲେ ବୋଲି ଲେଖିଛନ୍ତି । ସେହି ପରି କ୍ଷେତ୍ର ରେ ଏମିତି ଗୋଟିଏ ପୋଷ୍ଟ ଉପରେ ପାକିସ୍ତା ର ଇଉଜର୍ସ ଭଡକି ଉଠିଛନ୍ତି । ଏବଂ ବିଭିନ୍ନ ପ୍ରକାରର ଖରାପ୍ କମେଣ୍ଟ କରି ଥିବା ବେଳେ କିଛି ଲୋକ ମାନେ ଏହାର ସମର୍ଥନ ମଧ୍ୟ କରି ଥିବାର ଦେଖିବା ପାଇଁ ମିଳିଛି । କିଛି ଲୋକ ମାନେ ଏମିତି ବି ଲେଖିଛନ୍ତି କି ଟୁଇଟର ରେ ଦେଶର ଇଜତ୍ କୁ ନେଇ ବାହାରେ ପକାଉଛନ୍ତି । ଏହା କେତେ ପରିମାଣ ରେ ସଠିକ୍ । ଏବଂ ସେ ପୋଷ୍ଟ କରି ଥିବା ଲୋକ ଙ୍କୁ ବିରୋଧ କରି ଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *