PAK ରେ ସିଦ୍ଧୁ ଇମରାନ୍ ଖାଁନ୍ ଙ୍କ ତାରିଫ୍ ରେ ଦେଲେ ଭାଷଣ , ଆଉ ଭାରତକୁ ଏପରି ଭାବେ ନିନ୍ଦା କଲେ ।

sidhu-in-pak

ନୂଆ ଦିଲ୍ଲୀ : ଭାରତୀୟ ସୀଖ୍ ତିର୍ଥ ଯାତ୍ରୀ ଙ୍କ ପାଇଁ କର୍ତାରପୁର ସାହେବ୍ କରିଡୋର ଆରମ୍ଭ ହୋଇ ସାରିଛି । ଏହି ମୈକାରେ କର୍ତାରପୁର ରେ ଗୋଟିଏ ଭୈବ୍ୟ କାର୍ଯ୍ୟ କର୍ମ ର ଆୟୋଜନ କରା ଜାଇ ଥିଲା । ଯେଉଁ ଥିରେ ନବଯିତ୍ ସିହଂ ସିଦ୍ଧୁ ବି ସାମିଲ୍ ହୋଇ ଥିଲେ । ସିଦ୍ଧୁ ଏଠାରେ ମଞ୍ଚ ରେ ନିଜର ଭାଷଣ ରେ ପାକିସ୍ତାନ୍ ର ମୂଖ୍ୟମନ୍ତ୍ରୀ ଇମରାନ୍ ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ । ତାଙ୍କୁ ସେଠାରେ ସବୁଠୁ ଭଲ କହି ଥିବା ବେଳେ ତାଙ୍କୁ ଭଲ ବାର୍ତା ଏବଂ ଶାନ୍ତି ର ଦୁତ୍ତ ବୋଲି ବି ପରିଗଣିତ କରିଦେଇ ଥିଲେ । ସିଦ୍ଧୁ ସେଠାରେ ପାକିସ୍ତାନ୍ ର ନିମନ୍ତ୍ରଣ ରେ କର୍ତାରପୁର ରେ ପହଁଚି ଥିଲେ ।
କର୍ତାରପୁର ରେ କଣ କହିଲେ ସିଦ୍ଧୁ ।
କର୍ତାରପୁର ରେ ମଞ୍ଚ ଉପର କୁ ଆସିବା କ୍ଷେଣି ହିଁ ସିଦ୍ଧୁ ନିଜର ର ସାୟେରୀ ରେ ସମସ୍ତ ଙ୍କୁ ବାନ୍ଧି ରଖିଲେ । ଏବଂ ଏହା ପରେ ପରେ ସେ ଇମରାନ୍ ଖାନ୍ ଙ୍କ ବିଷୟ ରେ ଡେରା ପକେଇ ଦେଲେ । ନିଜର ଏହି କାର୍ଯ୍ୟ କୁ ଭଗବାନ ଙ୍କ ବନା ଜାଇ ଥିବା ବୋଲି ସେ ସେଠାରେ କହି ଥିଲେ । ସିଦ୍ଧୁ କହିଲେ କି ନିଜ ତରଫ ରୁ ନୁହେଁ ବରଂ 14 କୋଟି ସିଖ୍ ମାନଙ୍କ ତରଫ ରୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ । ଏବଂ ସେହି ପରି ପରେ ପରେ ସେ ଇମରାନ୍ ଖାନ୍ ଙ୍କ ତାରିଫ୍ କରିବା ରେ ଟିକେ ବି ଉଣା ରଖିଲେ ନାହିଁ । ସେହି ପରି ଭାବେ ସିଦ୍ଧୁ ଏଠାରେ ବିଜେପି କୁ ଗାଳି ଦେଇ ଥିବାର କଥା କୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଯଦି ଆପଣ ମାନେ ଏହି ବିଷୟ ରେ ଜାଣି ନାହାଁନ୍ତି । ତେବେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହି ଦେବୁ କି । ପଛ ଥର ସିଦ୍ଧୁ ପାକିସ୍ତାନ୍ ଯାତ୍ରା ବେଳେ ବିଜେପି କୁ ସେଠାରେ ଗାଳି କରି ଥିଲେ ।

ପ୍ରଧାନ ମନ୍ତ୍ରୀ ମୋଦି ଙ୍କୁ ନେଇ କହିଲେ ଏମିତି କଥା ।

ନବଯିତ୍ ସିହଂ ସିଦ୍ଧୁ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ବିଷୟ ରେ ବି ସେହି ମଞ୍ଚ ଉପରେ ଭାଷଣ ଦେଇ ଥିଲେ । ସିଦ୍ଧୁ କହି ଥିଲେ କି ସେ ଆଜି ଏହି ମୈକା ରେ ବହୁତ ଖୁସି ଅଟନ୍ତି । ଏବଂ ଆମ ଦେଶର ପ୍ରଧାନ ମନ୍ତ୍ରୀ ଙ୍କୁ ବି କର୍ତାରପୁର ତରଫ ରୁ ଗୋଟିଏ ଝପି ପଠାଇ ଦେଉଛନ୍ତି । ଏବଂ ଏହି ବିଷୟ ରେ ବି ସେ ସେଠାରେ କହି ଥିଲେ କି ସେ ଏଠାକୁ କୈଣସି ରାଜନୈତିକ ଦଳ କୁ ଦେଖିବା ପାଇଁ ଆସି ନାହାଁନ୍ତି । ବରଂ ସେ ଏଠାକୁ ବାବା ଙ୍କ ଘର ଦେଖିବା ପାଇଁ ଆସିଛନ୍ତି । ଏହା ପରେ ସେ ଦେଶର ପୂର୍ବ ପ୍ରଧାନ ମନ୍ତ୍ରୀ ମୋନମହନ ସିହଂ ଏବଂ ପଞାବ୍ ର ମୂଖ୍ୟ ମନ୍ତ୍ରୀ ଅମେରନ୍ଦ୍ର ସିହଂ ଙ୍କୁ ବି ବଧାଇ ଥିଲେ । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ଜେଣେଇ ଦେବୁ କି ଏହି ଘଟଣା ର ପ୍ରଭାବ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଦେଖଇବା ପାଇଁ ମିଳିଛି । ଏଠାରେ ଦେଖଇବା ପାଇଁ ମିଳିଛି କି ଏହି ପରି ଭାଷଣ ସିଦ୍ଧୁ ଙ୍କ ଦେବା ପରେ ପରେ ଭାରତୀୟ ଇୟୁଜର କହିଛନ୍ତି କି  ସିୁଦ୍ଧୁ ଙ୍କୁ ଦେଶ କୁ ପୁଣି ନ ଫେରିବା ପାଇଁ ଏବଂ କିଛି ଇୟୁଜର ମାନେ ତାଙ୍କୁ ଗାଳି ଗୁଳଜ ବି କରିଛନ୍ତି ।

Leave a Reply

Your email address will not be published. Required fields are marked *