ପାଖରେ ଗାଡି ଥିଲେ ନିଶ୍ଚୟ ପଢନ୍ତୁ , 1 ଡିସେମ୍ବରରୁ ଲାଗୁ ହେଉଛି ଏହି ସବୁ ସାଙ୍ଘାତିକ ନିୟମ

new-rule

କିଛି ଦିନ ତଳେ ହୋଇ ଥିବା ଦେଶ ର ନୂଆ ଟ୍ରାଫିକ୍ ନିୟମ ଲୋକ ମାନଙ୍କ ମନ ରେ ଡର ସୃଷ୍ଟି କରି ଥିଲା । ଏବଂ ଏଥରେ କଟା ଜାଉ ଥିବା ଚାଲାଣ୍ ବି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁ ଥିଲା । ଏବେକା ସମୟ ରେ ପୁଣି ଥରେ ଟ୍ରାଫିକ୍ ନିୟମ ରେ ଟିକିଏ ଢିଲା ହେବା ପରେ ପରେ ଦେଖିବା ପାଇଁ ମିଳିଛି କି , ଲୋକ ମାନେ ପୁଣି ସେହି ପୁରୁଣା ଅବସ୍ଥା କୁ ପହଁଚି ଜାଇ ଛନ୍ତି । ସେହି ପରି ଭାବେ ଆମେ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଚାହିଁବୁ କି ଡିସେମ୍ବର 1 ରୁ ପୁଣି ଥରେ ଟ୍ରାଫିକ୍ ଆଇନ୍ କୁ କଡା କଡି କରା ଯିବାର ରହିଛି । ତେବେ ଆମେ ଆପଣ ମାନଙ୍କୁ ଏହି ସବୁ ର ନିୟମ ସହିତ ଆପଣଙ୍କୁ ଜଣେଇ ଦେବା କୁ ଆସିଛୁ କି , ଏହି ଥର ନିୟମ ସହିତ ଟ୍ରାଫିକ୍ ଆଇନ୍ ରେ ଅଜବ୍ ଜୋରୀମାନା ବି ରଖା ଜାଇଛି । ତେବେ ଆସନ୍ତୁ ଆମେ ଜାଣି ନେବା ଏହି ଅଜବ୍ ଯୋରୀ ମାନା ଟି କଣ କଣ ।

ତେବେ ସୂଚନା ଦେବୁ କି ଜଣେ ବ୍ୟବସାୟ ଗାଡି ଚାଳକ ନିଜର ବେଜ୍ ଏବଂ seat belt ନ ବାନ୍ଧି ଯଦି ଗାଡି ଚଳାଉ ଥାନ୍ତି । ତେବେ ସେହି ସମୟ ରେ 10 ହଜାଟ୍ ଟଙ୍କା ଫାଇନ୍ ପଡିବ । ଏବେ ଯଦି ଆପଣ ମୋବାଇଲ୍ ରେ କଥା ହୋଇ ଗାଡି ଚଳାଉ ଥିବାର ଦେଖିବା ପାଇଁ ମିଳିନ୍ତି ତେବେ ସେହି ପରି ବେଳେ ଆପଣ ମାନଙ୍କୁ 500 ରୁ 1000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ ପଡିବ । ସେହି ପରି ବେଳେ ଗୋଟିଏ ଘୋରଇ ଗାଡି ଚାଲଙ୍କ ଯୋରୀମାନା କମ୍ ପରିମାଣ ରେ ରହିଛି ବୋଲି ଜଣା ପଡ଼ିଛି । ଏହି ଦିନ ରେ ବ୍ୟବସାୟୀ ମାନଙ୍କ ପାଇଁ ଟ୍ରାଫିକ୍ କମିସନର୍ ଭୈରୋଁ ସିଂହ ଗୁଜର କହିଛନ୍ତି କି ବ୍ୟବସାୟୀ ଏବଂ ସାଧାରଣ ବ୍ୟକ୍ତି ଙ୍କ ମଧ୍ୟ ରେ ପାର୍ଥକ୍ୟ ବାଛିବା ପାଇଁ ଏମିତି ବ୍ୟଚ୍ଚ୍ ସିଷ୍ଟମ୍ କରା ଜାଇଛି ।

ସେହି ପରି ଭାବେ ଏହି ଦିନ ରେ ଦିଲ୍ଲୀ ହାଇକୋର୍ଟ ନିୟମ କୁ କିଛି ପରିମାଣ ରେ ଆଗକୁ ନେଇଛନ୍ତି କହିଛନ୍ତି କି । ଚାରିଚକିଆ ଗାଡି ରେ ଏବେଠଉ ରଙ୍ଗିନ୍ କାଚ ଲାଗି ପାରିବ ନାହିଁ । ସେହି ପରି ଭାବେ ଯଦି ଆମେ ପ୍ରଦ୍ୟୁଷଣ ର କଥା କହିବା ନିଶ୍ଚିଚ ଭାବେ ଆପଣ ଙ୍କ ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନ ଥିଲେ ଆପଣ ମାନଙ୍କୁ 10 ହଜାର୍ ପର୍ଯ୍ୟନ୍ତ ଯୋରୀମାନା ଦେବା ପାଇଁ ପଡି ପାରେ । ସେହି ପରି ଭାବେ ଶବ୍ଦ ପ୍ରଦ୍ୟୁଷଣ ରେ 1000 ରୁ 1500 ହଜର୍ ଟଙ୍କା ଯାଏ ଫାଇ୍ ର ବ୍ୟବସ୍ଥା ରହିଛି । ବହୁତ ପରିମାଣ ରେ ଗାଡି ଧୁଆଁ ଛାଡିଲେ ଏହା ଟ୍ରାଫିକ୍ ରୋଲ୍ ରେ ଅପରାଧ ବୋଲି ମନା ଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *