ଗାଡିର ଟାୟର ପୁରୁଣା ହୋଇଗଲାଣିକି ? ହୋଇ ଯାଆନ୍ତୁ ସାବଧାନ, ପୁରୁଣା ଟାୟର ପାଇଁ ବି କଟିବ ଚାଲଣ

tyre-law

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନ ରେ ଦେଶରେ ନୂତନ ମଟର ଭେକେଲ୍ ର ଏକ୍ଟ ଲାଗିବା ପରେ ପରେ ସବୁ କ୍ଷେତ୍ର ରେ ଏହି ଚାଲାଣ୍ କାଟା ଜାଉ ଥିବାର ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ । ସେମିତି ଏହି ଏକ୍ଟ କୁ ନେଇ ପ୍ରଥମ ରୁ ହିଁ ଲୋକ ମାନେ ରାଗି କରି ରହିଛନ୍ତି । ବହୁତ ସ୍ଥାନ ମାନଙ୍କ ରେ ଟ୍ରାଫିକ୍ ପୋଲିସ୍ ଙ୍କୁ ମାଡ ମାରିବା ବି ଦେଖଇବା ପାଇଁ ମିଳି ଥିଲା । ଓ ଆପଣ ମାନେ ନିଶ୍ଚିଚ ଭାବେ ଦେଖଇ ଥିବେ ଏହି ସବୁ ଟ୍ରାଫିକ୍ ନିୟମ କୁ ଉଲଙ୍ଘନ କରିବା ପରେ ପରେ କେତେ କେତେ ଟଙ୍କା ରେ ଲୋକ ମାନଙ୍କ ପାଖରୁ ଚାଲାଣ୍ କଟା ଜାଇ ଥିଲା । ତେବେ ଏହି ଦିନ ରେ ଆପଣ ମାନଙ୍କୁ ପାଖକୁ ପୁଣି ଗୋଟିଏ ମଟର ଭେକେଲ୍ ର ନୂତନ ନିୟମ ଲାଗୁି ହୋଇଛି । ସେମିତି ରେ ଯେଉଁ ମାନେ ପୁରୁଣା ଗାଡି ଗୁଡିକ ଚାଳାଉଛନ୍ତି । କେବଳ ସେହି ମାନଙ୍କ ପାଇଁ ଏହି ସବୁ ନିୟମ ସଂମ୍ପର୍ଣ୍ଣ ଭାବେ ଲାଗୁ ହୋଇଛି ।

ଏବେଠୁ ଆପଣ ମାନେ ସାବଧାନ ହୋଇ ଜାଆନ୍ତୁ ଯଦି ଆପଣ ମାନେ ବି ନିଜ ଗାଡି ରେ ପୁରୁଣା ଟାୟାର ଲଗାଇ ରଖିଛ୍ତି । ତେବେ ଆପଣ ବି ଏହି ନିୟମରେ ଫସି ଚାଲଣ ଦେଇ ପାରନ୍ତି । ସେମିତିରେ ଏହି ଦିନ ରେ ଏହି ନିୟମ ଲାଗି କରିବା ପରେ ପରେ ପୋଲିସ୍ ଲୋକ ମାନଙ୍କ ଗାଡି କୁ ପୁରା ତନ୍ନ ଗନ୍ନ କରି ଜାଞ୍ଚ କରୁ ଥିବାର ଦେଖିବା ପାଇଁ ମିଳିଛି ।
ଦେଶ କାଟୁଛି ଚାଲା ।
ଏହି ନିୟମ ପରେ ପରେ ଏହି ଦିନ ରେ ଦେଶ ରେ ବହୁତ ରାଜ୍ୟ ମାନଙ୍କ ରେ ବହୁତ ଗାଡି ମାନଙ୍କ ରେ ପୁରୁଣା ଟାୟରର ଅବସ୍ତାକୁ ଦେଖି ଅଧିକ ଚାଲଣ କଟିବାରେ ଲାଗିଛି ।
କେତେ କାଟୁଛି ଚାଲାଣ୍ ।
ଏମିତି ରେ ଯଦି ଆପଣ ମାନଙ୍କ ଗାଡି ର ଟାୟାର ରେ ସଂମ୍ପର୍ଣ୍ଣ ଭାବେ ବିଟ ନାହିଁ ତେବେ ସେହି ପରି ସମୟ ରେ ଆପଣ ମାନଙ୍କୁ 100 ଟଙ୍କା ଫାଇନ୍ ଦେବା ପାଇଁ ପଡିବ । ଏବଂ ଆପଣ ମାନଙ୍କୁ ତାହା ସହିତ ଉପଦେଶ ମଧ୍ୟ ଦେଉଛନ୍ତି ପୋଲିସ୍ କର୍ମଚାରୀ ମାନେ । ଆପଣ ମାନେ ସବୁ ବେଳେ କେଉଁ ପରି ଭାବେ ନିୟମ କୁ ପାଳନ କରିବେ ସେହି ବିଷୟରେ ସେମାନେ କହୁଛନ୍ତି । ସେହି ପରି କ୍ଷେତ୍ର ରେ ଏହି ଦିନ ରେ ଏମିତି ଗୋଟିଏ ଘଟଣା ସାମ୍ନା କୁ ଆସିଛି ଯେଉଁ ଠାରେ ପୋଲିସ୍ ଏବଂ ଡ୍ରାଇଭର ମଧ୍ୟ ରେ ଝଗଡା ହୋଇ ଥିବାର ଦେଖିବା ପାଇଁ ମିଳିଛି । ଭାଇ ଜଣଙ୍କ ଏହି ନିୟମ କୁ ଜାଣି ନ ଥିବା ବେଳେ ପୋଲିସ୍ ତା ଠାରୁ ଚାଲାଣ୍ କାଟି ଥିଲା କି ତାଙ୍କର ଗାଡି ର ଟାୟାର୍ ବହୁତ ପୁରୁଣା ଥିଲା । ସେହିଛି ପାଇଁ ସେମାନଙ୍କ ମଧ୍ୟ ରେ ହାଥା ପାୟୀ ହୋଇ ଥିଲା ।

Leave a Reply

Your email address will not be published. Required fields are marked *