ନଭେମ୍ବର 20 ରୁ ଭାରତ ରେ ବହୁତ ବଡ ପରିବର୍ତ୍ତନ ହେବା ପାଇଁ ଜାଉଛି । ଏବଂ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସଂମ୍ପର୍କରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ଏହି ପରିବର୍ତନ ଏମିତି ହେବା ପାଇଁ ଜାଉଛି ଜାହାର ପ୍ରଭାବ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କ ନିଜ ଜିବନ ଉପରେ ପଡିବା ପାଇଁ ଜାଉଛି । ତେବେ ଏହି ସବୁ ନିୟମ ମଧ୍ୟ ରୁ ଗ୍ୟାସ୍ ସିଲିଣ୍ଡର ଉପରେ ଲାଗୁ ନିୟମ , ଷ୍ଟେଟ୍ ବ୍ୟଙ୍କ ଅଫ୍ ଇଣ୍ଡିଆ କୁ ନେଇ ନିୟମ, ସେହି ପରି ଭାବେ RTGS ଉପରେ ନିୟମ ,ଏବଂ NEFT ଭଳି ବଡ ବଡ ନିୟମ ବ୍ୟବସ୍ଥା କୁ ପରିବର୍ତନ କରା ଜାଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ତଥ୍ୟ ନେବା …।
ଯେପରି କି ଆପଣ ମାନେ ଜାଣି ଛନ୍ତି ଏହି ଦିନ ମାନଙ୍କରେ ବଜାରରେ ବିଭିନ୍ନ ଦ୍ରବ୍ୟର ଦର ଲୋକାଲ ମାର୍କେଟ୍ ରେ କେତେ ପରିମାଣ ରେ ବୃଦ୍ଧି ହୋଇ ଜାଇଛି । ସେହି ପରି ଭାବେ ଆଗକୁ ମଧ୍ୟ ଏହା ବଢିବାର ସମ୍ଭାବନା ଅଛି । ହେଲେ ଏହି ଦର ବୃଦ୍ଧି ସମ୍ପର୍କିତ ଖବର ମଧ୍ୟ ଆପଣ ଏହି ପୋଷ୍ଟର ଶେଷ ସୁଦ୍ଧା ପଢି ପାରିବେ ।
ଅକ୍ଟୋବରରେ ରେ ହୋଇ ଥିଲା ଏତେ ଦର ବୃଦ୍ଧି ।
ଅକ୍ଟୋବର ରେ ବିନା ସବସିଡ ବାଲା ସିଲିଣ୍ଡର ଉପରେ 25 ଟଙ୍କାର ରିହାତି ରହି ଥିବା ବେଳେ କିନ୍ତୁ ଏହାକୁ ନଭେମ୍ବର ମାସ ରେ ଦୁଇ ଗୁଣା ବୃଦ୍ଧି କରି ଦିଆ ଯିବ ..।ଯଦି ଆମେ ବଡ ବଡ ସିଟି ର କଥା କହିବା ତେବେ 709 ଟଙ୍କା ମୁମ୍ବାଇ ରେ 737 ଟଙ୍କା କଲିତାରେ ରହିଛି ।ସେହି ପରି ଭାବେ 763 ଟଙ୍କା ରହିଛି ଚେନ୍ନାଇରେ ବୋଲି ଜଣା ପଡ଼ିଛି, ଏବଂ ଆମ ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହାର ଦର 751 ଅଛି ।ଏହି ବଡ ପରିବର୍ତନ ପରେ ଆଉ ଏକ ବଡ ପରିବର୍ତ୍ତନ ମଧ୍ୟ ହେବାକୁ ଜାଉଛି, ଆସନ୍ତୁ ଜାଣିବା ସେ ପରିବର୍ତ୍ତନଟି କଣ .
ସେହି ପରି ଭାବେ ଏବେ ଭାରତୀୟ ଷ୍ଟେଟ୍ ବ୍ୟଙ୍କ୍ SBI ନିଜର ଗ୍ରାହକ ମାନଙ୍କ ପାଇଁ ନୂଆ ନିୟମ ନେଇ କରି ଆସିଛି । ତେବେ ଏବେ ବ୍ୟଙ୍କ ର କହିବା କଥା ଅନୁସାରେ ଯେଉଁ ଗ୍ରାହକ ବି ବ୍ୟଙ୍କ୍ ଠାରୁ ଲୁନ୍ ନେଉ ଛନ୍ତି । ତେବେ ତାଙ୍କର ଲୋନ୍ କୁ ରୁପ୍ ରେଟ୍ ସହିତ ଲିଙ୍କ୍ କରିବା ପାଇଁ ପଡିବ । ବ୍ୟଙ୍କ୍ ର ଏପରି ଗୋଟିଏ ନିୟମ ଉପରେ 42 କୋଟି ଗ୍ରାହକ ମାନଙ୍କ ପାଇଁ ବହୁତ ଅସୁବିଧା ହେବ । ତେବେ ସେମିତି ବେଳେ ଯେଉଁ ଯେଉଁ ସମୟ ରେ ବି RBI ନିଜର ରୁପ୍ ରେଟ୍ ରେ ପରିବର୍ତନ କରିବ ତେବେ ସେହି ସମୟ ରେ ତାହାର ପ୍ରଭାବ ସିଧା ଲୋନ୍ ନେଇ ଥିବା ଲୋକ ମାନଙ୍କ ଉପରେ ପଡିବ । ଏବଂ ଏହି ସବୁ କୁ ନେଇ ଏବେ ପର୍ଯ୍ୟନ୍ତ RBI କିଛି ବି ରାୟ ଦେଇ ନ ଥିବା ବେଳେ କିନ୍ତୁ ଆଗାମୀ ସମୟ ରେ ଏହି ସବୁ କୁ RBI କୁ ପାଳନ କରିବା ପାଇଁ ପଡିବ ।
ଏବେ ବିହନ ର ଦର ଏହା ରହିଛି ।
ସେହି ପରି ଭାବେ 20 ନଭେମ୍ବର 2019 ପରେ ପରେ ବଡ ବଡ ସିଟି ଉପରେ ବିହନ ର ଦର ଯେପରି ଗଛ ବଢିବା ପରି ବଢିବ । ତେବେ ସେମିତି ରେ 7.5 ପ୍ରତିଶତ ବଢିବାର ସଂମ୍ପର୍ଣ୍ଣ ଭାବେ ଆଶଂକା ରହିଛି ।ତେବେ ଆଗାମୀ ସମୟ ରେ ଯଦି କୈଣସି ଚାଷୀ 113 ମାସ ର ପୁରୁଣା ଚାଷୀ ହୋଇ ନ ଥିବ ତେବେ ସେମାନଙ୍କୁ କେବେ ବି ସସ୍ତା ରେ ବିହନ ମିଳିବ ନାହିଁ । ସେମିତି ବେଲେ ସରକାର ଙ୍କର ଆଉ ଗୋଟିଏ ନିୟମ ଅନୁସାରେ ଆପଣ ମାନେ ମାସ ରେ କେବଳ 4 ଥର ହିଁ ଟଙ୍କା ଉଠେଇ ପାରିବେ ।
ସେମିତି ବେଳେ ଏହା ଆଗାମୀ ସମୟ ରେ ସଂମ୍ପର୍ଣ୍ଣ ବ୍ୟଙ୍କ ମାନଙ୍କରେ ଲାଗୁ ହେବ ।ସେମିତି ରେ ବଡ ବଡ ଗାଡି କମ୍ପାନୀ ମନାନେ ନିଜର ପ୍ରଡକ୍ଟ କୁ ନେଇ ଏବେ ବହୁତ ଦର ବୃଦ୍ଧି କରିବେ । ତଥା ଏକ୍ସ ଟି ୟୁ ଭି ଭଳି ଗାଡି 36 ଲକ୍ଷ ରେ ଆପଣ ମାନଙ୍କୁ ମିଳିବ ବୋଲି ଜଣା ପଡ଼ିଛି । ସେହିୱ ପରି ଭାବେ ଆଇ ଇ ଅସ୍ 145 ମାନ ଦଣ୍ଡ ର ଲାଗୁ କରିବା ପାଇଁ ଆଗାମୀ ସମୟ ରେ ସରକାର ଜାଉଛୁ । ତେବେ ଏହି ସବୁ କୁ 2019 ଶେଷ ସୁଧା ସଂମ୍ପର୍ଣ୍ଣ ଭାବେ ଲାଗୁ କରି ଦିଆ ଯିବ ..।