ଏହି ( 3ଟି ଶାଗ ) – ଜୀବନରେ ଥରେ ନିଶ୍ଚୟ ଖାଆନ୍ତୁ | କୌଣସି ରୋଗ ହେବନାହିଁ |

saga-muga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆଜି ଆପଣ ମାନଙ୍କୁ ଏମିତି ଚାରୋଟି ସାଗ ବିଷୟରେ କହିବା ପାଇଁ ଚାହିଁବୁ ଜାହାକୁ ଖାଇବା ଦ୍ୱାରା ଆପଣ ମାନଙ୍କୁ କେବେ ବି ରୋଗ ହେବ ନାହିଁ । ସେମିତି ରେ ଯେକୈଣସି ସାଗ ଖାଇବା ଆମ ମାନଙ୍କ ସ୍ୱାସ୍ଥ ପାଇଁ ବହୁତ ଲାଭ ଦାୟକ ହୋଇ ଥାଏ । ଶୀତ ଦିନ ରେ ବଜାର ରେ ଅନେକ ପ୍ରକାରର ।ଶାଗ ଆପଣ ମାନଙ୍କୁ ଦେଖିବା ପାଇଁ ମିଳୁ ଥିବ । ଏମାନଙ୍କ ମଧ୍ୟ ରେ ଶୋରିଷ , ପାଳଙ୍ଗ, ବଥୁଆ, ମେଥି ଇତ୍ୟାଦି ଶାଗ ଆପଣ ମାନଙ୍କୁ ଖାସ୍ କରି ଦେଖିବା ପାଇଁ ମିଳି ଥାଏ । ତେବେ ଆସନ୍ତୁ ଆମେ ଏହି ସବୁ ଶାଗ ବିଷୟ ରେ ଜାଣିବା ଏବଂ ଏହାର ବହୁତ ପ୍ରକାରର ଉପକାରୀତା ବିଷୟ ରେ ଜାଣିବା ।

ମେଥି ଶାଗ ।
ଏହି ମେଥି ଶାଗ ରେ ଅଧିକ ପରିମାଣ ରେ ପ୍ରୋଟିନ୍ ଦେଖିବା ପାଇଁ ମିଳେ । ଫାଇବର , ଭିଟାବିନ୍ ସି ପଟାସିୟମ୍, ଆଇରନ୍,ଜିଙ୍କ ଏସିଡ୍ ର ପରିମାଣ ଅଧିକ ପରିମାଣ ରେ ରହି ଥାଏ । ଯେଉଁ ଲୋକ ମାନଙ୍କ ରକ୍ତ ଚାପ ଏବଂ ପାଚନ କ୍ରିୟା ର ସମସ୍ୟା ରହି ଥାଏ । ତେବେ ସେହି ମାନଙ୍କ ପାଇଁ ଏହି ସାଗ ଟି ବହୁତ ଭଳ ସାବ୍ୟସ୍ତ ହୋଇ ଥାଏ । ଏହା ମନୁଶ୍ୟ ର ବ୍ଲଡ କୋଲଷ୍ଟ୍ର ର ମାତ୍ରା କୁ କମାଇ ଥାଏ ।

ପାଳଙ୍ଗ ଶାଗ ।
ଖାସ୍ କରି ପାଳଙ୍ଗ ଶୀତ ଦିନ ରେ ଅଧିକ ପରିମାଣ ରେ ମିଳି ଥାଏ । ଏହି ଶାଗ କୁ ଖାଇବା ଦ୍ୱାରା ଆପଣ ମାନଙ୍କୁ କ୍ୟନସର ଭଳି ରୋଗ କୁ ଆପଣ ମାନଙ୍କ ପାଖରୁ ଦୂରେଇ ରଖି ଥାଏ । ଏଥିରେ ଥିବା ଫାବୋନାଇଟ୍ କୋମ୍ପଜନ୍ ର ମାତ୍ରା ଆପଣଙ୍କ ଦେହ ରେ ରୋଗ ପ୍ରତିରୋଧକ ଶକ୍ତୁ କୁ ବହୁତ ପରିମାଣ ରେ ବଢେଇ ଥାଏ । ଏହା ଛଡା ପାଳଙ୍ଗ ରେ ଥିବା ଏଣ୍ଟି ଅକ୍ସିଡେଣ୍ଡ ଗୁଣ ହୃଦୟ ରୋଗ ଭଳି ରୋଗ କୁ ଦୂରେଇ ରଖେ । ପାଳଙ୍ଗ ସାଗ ଦୃଷ୍ଟି ଶକ୍ତି ବଢାଇବାରେ ବହୁତ ଭଳ ଅଟେ ।

ବଥୁଆ ଶାଗ ।
ବଥୁଆ ରେ କେଲସିୟମ୍ , ଫସଉରସ୍ , ଫାଇବର , ଭିଟାବିନ୍ ସି ପଟାସିୟମ୍, ଆଇରନ୍,ଜିଙ୍କ ଏସିଡ୍ ଦେଖିବା ମିଳେ । ଏହି ଶାଗ ର ସେବନ କରିବା ଦ୍ୱାରା ଆପଣ ମାନଙ୍କୁ କିଡ୍ନ ରେ ହେଉ ଥିବା ଷ୍ଟୋନ କୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ପାରିବେ । ଏହା ଛଡା ପେଟ ଦରଜ କୋଷ୍ଟ କାନିନ ସମସ୍ୟା ରୁ ଆପଣ ମାନଙ୍କୁ ଦୂରେଇ ରଖେ ।

ଏହି ପୋଷ୍ଟକୁ ସେୟାର କରି , ଏବେହିଁ ସମସ୍ତଙ୍କୁ ସଚେତନ କରାନ୍ତୁ । ଏହି ଭଳି ପ୍ରତିଟି ଖବର ନିଜ ମାତୃଭାଷାରେ ପଢିବା ପାଇଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ

Leave a Reply

Your email address will not be published. Required fields are marked *