5 ବର୍ଷରେ ଏତେ ସବୁ ବଦଳି ଜାଇଛି ବଜରଙ୍ଗୀ ଭାଇଜାନ୍ ର ମୁନୀ , ଦେଖିବା ପାଇଁ ଲାଗୁଛନ୍ତି ଏମିତି ହଟ ଆଉ ସୁନ୍ଦରି ।

muni

ଆପଣ ମାନେ ଜାଣି ଥିବେ ସଲମାନ ଖାନ୍ ଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ୍ 17 ଜୁଲାଇ 2015 ରେ ବକ୍ସ ଅଫିସ୍ ରେ କେଉଁ ପରି ଭାବେ ଧମାଲ୍ ମଚାଇ ଥିଲା  ଏବଂ ତାହାକୁ ବ୍ଲକ୍ ବାଷ୍ଟର ବୋଲି ସାବ୍ୟସ୍ତ କରା ଜାଇ ଥିଲା । ତେବେ ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ସେହି ସମୟ ରେ ଏହି ଫିଲ୍ମ ରେ ଲୋକ ମାନଙ୍କୁ ଯେଉଁ ଅଭିନୟ ଟି ବହୁତ ଭଲ ଲାଗି ଥିଲା । ସେ ହେଲେ ସେହି ଛୋଟ ଶିଶୁ କଳାକାର ମୁନୀ , ଜାହାଙ୍କ ଅସଲ ନାମ ହେଲା ହର୍ଶଲୀ ମାଲହୋତ୍ରା , ତେବେ ସେମିତି ବେଳେ ଏହି ବିଷୟ ରେ ବି ଆପଣ ମାନଙ୍କୁ ଆମେ ,ସୂଚନା ଭୁକ୍ତ କରେଇବୁ କି ହର୍ଶଲୀ ସେହି ସମୟ ରେ ମାତ୍ର 6 ବର୍ଷ ର ରହି ଥିବା ବେଳେ ତାଙ୍କର ଜନ୍ମ 2008 ରେ ହୋଇ ଥିଲା । ଏବଂ ସେ ସେହି ସମୟ ରେ ଏହି ଫିଲ୍ମ ରେ ବହୁତ ହିଁ କିୟୁଟ୍ ଲାଗୁ ଥିଲେ ।

 

View this post on Instagram

 

💕💕💕Beauty

A post shared by Harshaali Malhotra FC🎀🇴🇲 (@harshufc) on

ତେବେ ସେହି ପରି ବେଳେ ସେହି ସମୟ ରେ ଏହି ଫିଲ୍ମ ରେ ତାଙ୍କର ଏହି ରୋଲ କୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରି ଥିବା ବେଳେ 2015 ରେ 5 ବର୍ଷ ର ହୋଇ ଥିବା ଏହି ହର୍ଶଲୀ ମାଲହୋତ୍ରା ବର୍ତମାନ ସମୟ ରେ 10 ବର୍ଷ ର ହୋଇ ସାରିଛନ୍ତି । ,ସେମିତି ବେଳେ ସେ ବର୍ତମାନ ସମୟ ରେ ଦେଖିବା ପାଇଁ ବହୁତ ସୁନ୍ଦର ଦେଖା ଜାଉ ଥିବା ବେଳେ ଲୋକ ମାନେ ଏହି ଦିନ ରେ ତାଙ୍କର ଫୋଟ କି ସୋସିଆଲ ମିଡ଼ିଆ ରେ ଦେଖି ଭାଇରଲ କରାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ହର୍ଶଲୀ ମାଲହୋତ୍ରା କେବଳ ବଜରଙ୍ଗୀ ଭାଇଜାନ୍ ରେ କାର୍ଯ୍ୟ କରି ନାହାଁନ୍ତି ବରଂ ସେ କବୁଲ ହେ ରେ ବି ହ୍ରିତିକ୍ ଙ୍କ ସହିତ କାର୍ଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛି ।

 

View this post on Instagram

 

Cotton Candy 🍡🍧

A post shared by Harshaali Malhotra FC🎀🇴🇲 (@harshufc) on

ସେହି ପରି ଭାବେ ଆଗିମୀ ସମୟ ରେ ତାଙ୍କ ହାତରେ ଏମିତି ବହୁତ ଗୁଡିଏ ଫିଲ୍ମ ମଧ୍ୟ ରହିଛି ବୋଲି ଜଣା ପଡ଼ିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *