ରାମ୍ପୱାର୍କ କରିବା ସମୟରେ ଖସି ଗଲା ମଡେଲ୍ ଙ୍କ ଡ୍ରେସ୍ ,ଆଉ ତା ପରେ ଜାହା ହେଲା ବିଶ୍ୱାସ କରି ପାରିବେନି ଆପଣ।

ZOOM

ଯଦି ଆମେ ଏଠାରେ ମଡେଲିଂ ଏବଂ ଫେସନ୍ ଦୁନିଆଁ ର କଥା କୁହିବା ତେବେ ସେଥିରେ ଏମିତି କୈଣସି ବି ରୋକ୍ ନାହିଁ , କି ଆପଣ ମାନେ କଣ ପିନ୍ଧୁ ଛନ୍ତି  କି ଆପଣ କେଉଁ ପ୍ରକାରର ଫେସନ୍ କରୁଛନ୍ତି । ତେବେ ଯଦି ଆମେ ସାଧାରଣ ଭାବେ କହିବା ଏହା ଗୋଟିଏ ପ୍ରକାରର ନିଜର ଦେହ କୁ ସୋ ଆପ୍ କରିବା ହେବ । ଏବଂ ଏହା ଦ୍ୱାରା ଆପଣଙ୍କୁ ରେଟିଂ ମିଳିବ । ଏହା ପରେ ରହିଲା ଏଥିରେ ହେଉ ଥିବା ତାମ୍ସା ବିଷୟ ରେ । ତେବେ ସେମିତି ରେ ସମୟ ସମୟ ରେ ମୋଡେଲିଂ କରିବା ବେଳେ କିଛି ଅଲଗା ପ୍ରକାରର ଦୃଶ୍ୟ ବି ଦେଖିବା ପାଇଁ ମିଳେ ଏବଂ ସେତିକି ବେଳେ ତାହା ସେହି ମଡେଲ୍ ପାଇଁ ଗୋଟିଏ ଲାଜ୍ୟ ପୂର୍ଣ୍ଣ ଘଟଣା ହୋଇ ଥାଏ । ତେବେ ଆଜିର ଦିନ ରେ ଏମିତି ବହୁତ ଘଟଣା ମାନ ଦେଖିବା ମିଳେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ଘଟଣା ବିଷୟ ରେ ସୂଚନା ଦେବା ପାଇଁ ଚାହିଁବୁ ।

ଏହି ଦିନ ରେ ହେଉ ଥିବା ଗୋଟିଏ ରେମ୍ପୱାର୍କ ର କାର୍ଯ୍ୟ କର୍ମ ରେ ବହୁତ ଗୁଡ଼ିଏ ମଡେଲ୍ ମାନେ ଭାଗ ନେଇ ଥିବା ବେଳେ ସେହି ଠାରେ ପ୍ରାରମ୍ଭ ରୁ ହିଁ ଗୋଟିଏ ଯୁବ ମଡେଲ୍ ଯେତେ ବେଳେ ୱାର୍କ କରିବା ପାଇଁ ଆସି ଥିଲା । ତେବେ ସେମିତି ବେଳେ ତାର ଡ୍ରେସ୍ ସଂମ୍ପର୍ଣ୍ଣ ଭାବେ ତଳକୁ ଖସି ଜାଇ ଥିଲା । ତେବେ ସେହି ପରି କ୍ଷେତ୍ର ରେ ସେହି ଯୁବ ମଡେଲ୍ ର ସଂମ୍ପର୍ଣ୍ଣ ଭାବେ ମଜାକ୍ ବନେଇ କରି ରହି ଜାଇ ଥିଲା । ତେବେ ସେହି ସମୟ ରେ ଷ୍ଟେଜ୍ ଉପର କୁ ଗୋଟିଏ ବୃଦ୍ଧ ମହିଳା ଉଠି ଆସି ଥିଲେ । ଏବଂ ସେହି ଯୁବ ମଡେଲ୍ ଙ୍କ ଡ୍ରସ୍ କୁ ସଠିକ୍ କରିବାରେ ଲାଗିଲେ ।

model

ତେବେ ତା ସହିତ ସେ ତାଙ୍କର ଉତ୍ସାହ ବଢେଇବା ସହିତ ତାଙ୍କର ହାତ କୁ ଚୁମ୍ଭନ ମଧ୍ୟ କରି ଥିଲେ । ସେମିତି ରେ ଯେଉଁ ଲୋକ ମାନେ ସେହି ମଡେଲ୍ କୁ ଦେଖି ସଂମ୍ପର୍ଣ୍ଣ ଭାବେ ମଜାକ୍ ବନାଉ ଥିଲେ । ସେମାନେ ତୁରନ୍ତ ଚୁପ୍ ହୋଇ ଗଲେ । ତେବେ ସେହି ପରି ବେଳେ ସେହି ଯୁବ ମହିଳା ମଡେଲ୍ କୁ ବହୁତ ସାହାସ ମଧ୍ୟ ମିଳିଲା ।

Leave a Reply

Your email address will not be published. Required fields are marked *