ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇ ଥାଆନ୍ତି ଏହି 4 ଟି ସଂଙ୍କେତ , ଜାଣି ନିଅନ୍ତୁ ନଚେତ୍ ପସ୍ତେଇ ପାରନ୍ତି ।

lord-vishnu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ କି ଗୋଟିଏ ମନୁଷ୍ୟ ର ଜିବନରେ ଦୁଖଃ ପରେ ସୁଖ ସବୁ ସମୟ ରେ ଲାଗି ରହି ଥାଏ । ତେବେ ଏହାକୁ ସମୟ ର ପ୍ରତିଫଳନ ବୋଲି ବି ଆମେ କହି ପାରିବା । ସେମିତି ରେ କେବେ କେବେ ସ୍ଥିତି ଏତେ ପରିମାଣ ରେ ଖରାବ୍ ହୋଇ ଥାଏ କି ଆମେ ମାନଙ୍କ ହାତରେ ହିଁ ନ ଥାଏ । ତେବେ ସେମିତି ରେ ଆମେ ମାନେ ଭାବି ଥାନ୍ତି କି କେତେ ଭଲ ହୁଅନ୍ତା ଯଦି ଆମେ ମାନଙ୍କ ଜିବନ ରେ ଆସୁ ଥିବା ଖରାପ ସମୟ କୁ ଆସିବା ପୂର୍ବ ରୁ ହିଁ ଜାଣି ପାରନ୍ତି । ହେଲେ ଆମେ ମାନେ ଯେଉଁ ଖରାପ୍ ସମୟ ବିଷୟ ରେ ଆପଣ ମାନଙ୍କୁ କହୁଛୁ , ଆପଣ ମାନଙ୍କୁ ସବୁ ସମୟ ରେ ହିଁ  ସେହି ଖରାପ ସମୟ ଆସିବା ପୁର୍ବରୁ ସୂଚନା ମିଳି ଥାଏ କିନ୍ତୁ କେବେ ବି ଆମେ ମାନେ ସେହି ସଂଙ୍କେତ କୁ ସଠିକ୍ ଭାବେ ପଢି ପାରେ ନାହିଁ । କେବଳ ସେହିଥି ପାଇଁ ହିଁ ଆମେ ମାନେ ଜାଣି ପାରେ ନାହିଁ କି ଆମ ସହିତ ଆଗକୁ କଣ ଖରାପ୍ ହେବାକୁ ଜାଉଛି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ସଂଙ୍କେତ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ , ଯେଉଁ ଗୁଡିକ ରୁ ଆପଣ ମାନେ ନିଶ୍ଚିତ ଭାବେ ନିଜ ଜିବନ ରେ ଆସୁ ଥିବା ଦୁଖଃ ର ସମୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ।

ଖରାପ୍ ସମୟ ଆସିବାର ସୂଚନା କେମିତି ମିଳେ ।

1. ଯେତେ ବେଳେ ଆପଣ ମାନେ ଭଗବାନ ଙ୍କ ପୂଜା କରି ଥାନ୍ତି । ତେବେ ସେହି ସମୟ ରେ ଆପଣଙ୍କ ହାତ ରୁ ପୂଜା ର ଥାଳୀ ଖସି ପଡି ଯାଏ ତ ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ପାରେ । ତେବେ ସେମିତି ବେଳେ ଆପଣ ମାନେ ଭାବି ନିଅନ୍ତୁ କି ଆପଣଙ୍କୁ ଭଗବାନ ଆପଣଙ୍କ ଜିବନ ରେ ର୍ଆସିବା ପାଇଁ ଜାଉ ଥିବା ଖପାର୍ ସମୟ ବିଷଯ ରେ ସୂଚନା ଦେଉଛନ୍ତି ।

2. ସେହି ପରି ବେଳେ ଆପଣ ମାନଙ୍କ ହାତରେ ଯଦି କେବେ ଘିଅ ବା କ୍ଷୀର ର ପାତ୍ର ତଳେ ପଡି ଜାଇ ଥାଏ । ତେବେ ସେମିତି ବେଳେ ଆପଣ ମାନେ ଭାବି ନିଅନ୍ତୁ କି ଆପଣଙ୍କୁ ଭଗବାନ ସେମିତି ହିଁ ଖରାପ୍ ସମୟ ବିଷୟ ରେ ଅବଗତ କରିବା ପାଇଁ ଚାହୁଁ ଛନ୍ତି । ଏବଂ ଆପଣଙ୍କୁ ଏହି ବିଷୟ ରେ କହିବା ପାଇଁ ଚାହୁଁଛନ୍ତି କି ଆପଣଙ୍କ ପରିବାର ରେ କୈଣସି ଲୋକ ର ଦେହ ପୀଡା ହେବା ପାଇଁ ଜାଉଛି ।

3. ଯେବେ ଆପଣ ମାନେ ଘର ବାହାର କୁ କିଛି କାର୍ଯ୍ୟ ରେ ଜାଇ ଥାନ୍ତି । ତେବେ ସେହି ସମୟ ରେ ଘର ବାହାରେ କୁଆ ବା କୁକୁର କାନ୍ଦିବାର ଶବ୍ଧ ଯଦି ଆପଣ ମାନେ ସୁଣିବା ପାଇଁ ପାଇ ଥାନ୍ତି । ତେବେ ନିଶ୍ଚିତ ଭାବେ ଆପଣଙ୍କୁ କହିବୁ କି ଏହା ଆପଣଙ୍କ ପାଇଁ ବହୁତ ଖରାର୍ ଅଟେ । ଏବଂ ନିଜର ଧୁଖଃ ଦିନ ଆସିବା ପାଇଁ ଜାଉଛି ବୋଲି ଜାଣି ନିଅନ୍ତୁ ।

Leave a Reply

Your email address will not be published. Required fields are marked *