ଲତାମଞେସ୍କର ଙ୍କ ପରେ ପରେ ରାନୁ ମଣ୍ଡଳ ଦେଲେ ଅନୁରାଧା ପେଡବାଲ ଙ୍କ ଧୁନ୍ ଆବାଜ୍ ସହିତ ଭାଇରଲ ହୋଇ ଗଲା ଏହି ଭିଡ଼ିଓ ।

ramu-didi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ରାନୁ ମଣ୍ଡଳ ଙ୍କ ବହୁତ ଭିଡ଼ିଓ କ୍ଲିପ୍ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ସେମିତି ରେ ତାଙ୍କର ଏହି ଭିଡ଼ିଓ ଘୁଡ଼ିକ ଏଥି ପାଇଁ ଭାଇରଲ ହେବାରେ ଲାଗିଛି କାରଣ ସେ ହେଲେ ଦ୍ୱତୀୟ ଲତାମଞେସ୍କର , ତାଙ୍କର ଆବାଜ୍ ରେ ପୂରା ଲତାମଞେସ୍କର ଙ୍କ ଭଳି ରାଗ ରହିଛି । ସେମିତି ରେ ବର୍ତମାନ ସମୟ ରେ ଅନୁରାଧା ପେଡବାଲ ଗୀତ ଗାଇ ଥିବା ବେଳେ ସେ ବହୁତ ପରିମାଣ ରେ ଭାଇରଲ ହୋଇ ଛନ୍ତି । ଯଦି ଆମେ ଏଠାରେ ରାନୁ ଙ୍କ ବିଷୟ ରେ ଅଧିକ କିଛି କହିବା ତେବେ ତାଙ୍କର ଗୋଟିଏ ଝିଅ ଛଡା ଏହି ଦୁନିଆଁ ରେ ଆଉ କେହି ବି ନାହିଁ । ଏବଂ ସେ ବିଗତ ଦିନ ରେ ନିଜର ପେଟ ପୋଷିବା ପାଇଁ ବିଭିନ୍ନ ଷ୍ଟେସନ୍ ମାନଙ୍କ ରେ ଗୀତ ଗାଇ ଭିକ୍ଷ୍ୟା ବୃତି କରୁ ଥିବାର ଦେଖିବା ପାଇଁ ମିଳୁ ଥିଲେ କିନ୍ତୁ ସେମିତି ବେଳେ ତାଙ୍କ ଜିବନ ରେ ଯେିତି ଗୋଟିଏ ଦେବତା ଶାଜୀ Atindra Chakraborty ନାମକ ଯୁବକ ତାଙ୍କର ଏହି ଗୀତ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଛାଡି ଥିଲେ ।

ତେବେ ଏମିତି ବେଳେ ତାଙ୍କର ସେହି ଭିଡ଼ିଓ ଟି ବହୁତ ପରିମାଣ ରେ ଭାଇର ହୋଇ ଥିବା ବେଳେ ତାଙ୍କର ଏମିତି ଗୀତ କୁ ସୁଣିବା ପରେ ପରେ ତାଙ୍କୁ ବହୁତ ଆଡୁ ବହୁତ କିଛି ଅଫର ଆସି ଥିଲା । ତେବେ ସେମିତି ବେଳେ ବଲିଉଡ ର ଜଣା ସୁଣା ସିଙ୍ଗର ହିମେସ୍ ରସ୍ମିଆ ଙ୍କ ବି ଡାକରା ଆସି ଥିଲା । ତେବେ ସେମିତି ବେଳେ ଏହି ଦିନ ରେ ରାନୁ ହିମେସ୍ ରସ୍ମିଆ ଙ୍କ ଗୋଟିଏ ଫିଲ୍ମ ରେ ଗୀତ ଗାଇବା ପାଇଁ ପ୍ରସ୍ତୁତୀ ମଧ୍ୟ ଚଳେଇ ଥିବା ର ଦେଖିବା ପାଇଁ ମିଳିଛି । ତାଙ୍କର ସ୍ୱର ବିଷୟ ରେ ଆମେ ଯଦି କହିବା 1980 ମସିବା ରେ ଆସି ଥିବା ଫିଲ୍ମ ହୀରେ ର ସବୁ ଗୀତ ସହିତ ତାଙ୍କର ଧୁନ୍ ସଂମ୍ପର୍ଣ୍ଣ ଭାବେ ମିଶି ଜାଉଛି । ଏମିତି ରେ ତାଙ୍କର ଏହି ଧୁିନ୍ କୁ ନେଇ ଅୟୁଟିୟୁବ୍ ରେ ମଧ୍ୟ ତାଙ୍କୁ ନେଇ ତହଳ ସୃଷ୍ଟି ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *