ବନ୍ଧୁଗଣ ଆପଣ ସମସ୍ତଙ୍କୁ ତ କ୍ରିକଟ ଖେଳ ବିଷୟ ରେ ଜଣା ଥିବ । ଯାହାକି ସମସ୍ତଙ୍କ ମନ କୁ ସବୁବେଳେ ବହୁତ ରୋମାଞ୍ଚକ ର ବନାଇ ପାରିଛି । କ୍ରିକେଟ ରେ ସମସ୍ତେ ଆସିବା କୁ ଚାହାନ୍ତି କାରଣ ଆଗରୁ ଯେମିତି କେବଳ ଫିଲ୍ମ ଷ୍ଟାର ମାନେ ହିଁ ତାରକା ହେଉ ଥିଲେ , ଠିକ ସେହିଭଳି ଏବେ ମଧ୍ୟ କ୍ରିକେଟ ଜଗତ ରେ ମଧ୍ୟ କିଛି ଖେଳାଳୀ ତାଙ୍କର ଭଲ ଖେଳ ପ୍ରଦଶନ କରି ସେମାନେ ତାଙ୍କର ନାମ କମାଇବା ସହିତ ସେମାନେ ଏବେ ସୁପର ଷ୍ଟାର ନାମ ରେ ପରିଚିତ ହେଇ ପାରୁଛନ୍ତି । ଯେମିତି କି ଆପଣ ମାନେ ଆଇପିଏଲ ଖେଳ ବିଷୟ ରେ ତ ବହୁତ ଭଲ ଭାବ ରେ ଜାଣି ଥିବେ । ଯେଉଁ ଥିରେ କି ସମସ୍ତ ଖେଳାଳୀ ମାନେ ତାଙ୍କର ଭଲ ନାମ କମାଇ ବା ପାଇଁ ତାଙ୍କର ଭଲ ଖେଳ ପ୍ରଦଶନ କରିଥାନ୍ତି । କାରଣ ସେମାନେ କ୍ରିକେଟ ଜଗତ ର ଷ୍ଟାର ହେବା ସହ ସେମାନେ ପରବର୍ତ୍ତୀ ସମୟ ରେ ସେମାନ ଙ୍କୁ ଅଧିକ ଟଙ୍କା ରେ କିଣା ଯାଇ ଥାଏ ।
ଆପଣ ମାନେ ଆଇପିଏଲ ର ହିରୋ କ୍ରିଶ ଗେଲ ଙ୍କୁ ତ ଜାଣି ଥିବେ ଯିଏ କି ହେଉ ଛନ୍ତି ୱେଷ୍ଟଣ୍ଡିଜ ର ଖେଳାଳୀ ତାଙ୍କର ଆଇପିଏଲ ର ଭଲ ପ୍ରଦଶନ ଯୋଗୁଁ ତାଙ୍କୁ ଏହି ଖେଳ ରେ ତାଙ୍କୁ ସର୍ବାଧିକ ଟଙ୍କା ରେ କିଣା ଯାଇ ଥାଏ । ତେଣୁ ସେ ଆଜି 90 କୋଟି ସମ୍ପତ୍ତି ର ମାଲିକ ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ ।
କ୍ରିକେଟ ଖେଳାଳୀ ମାନଙ୍କ ବିଷୟ ରେ କିମ୍ବା ବହୁତ ବଡ ବଡ ତାରକା ଙ୍କ ଜୀବନ ବିଷୟ ରେ ଜାଣିବା ପାଇଁ ଈମ ସମସ୍ତଙ୍କର ବହୁତ ଇଛ୍ଛା ଥାଏ , ତେବେ ଆସନ୍ତୁ ଜାଣିବା କ୍ରିସ୍ ଗେଲଙ୍କ ଜୀବନ ଶୈଳି ବିଷୟରେ । କ୍ରିସ୍ ଗେଲ ଆଜି ସମସ୍ତ ଙ୍କ ଠାରେ ପରିଚିତ ହେଇ ପାରିଛନ୍ତି କାରଣ ସେ ତାଙ୍କର ଖେଳ ସମୟ ରେ ପଡିଆ ରେ ସେ ବହୁତ ବଡ ବଡ ଛକା ମାରି ଥାନ୍ତି , ଯାହାକୁ ଦେଖି ଦର୍ଶକ ମାନଙ୍କ ମନ ରେ ବହୁତ ଉତ୍ସାହ ବଢିଥାଏ । ତେବେ ଆପଣ ମାନେ ତ ଜାଣି ଥିବେ କ୍ରିସ୍ ଗେଲ କିଙ୍ଗସ୍ ପଞାବ ର ଦଳ ରେ ଖେଳୁ ଥିଲେ ପରେ ସେ ରୟାଲ ଚେଲଞରସ୍ ବାଙ୍ଗାଲୁର ଦଳ ରେ ବହୁତ ଭଲ ପ୍ରଦଶନ କରିଛନ୍ତି ପରେ ଏବେ ସେ କୋଲକାତା ନାଇଟ ରାଇଡର୍ସ ଦଳ ରେ ଖେଳିବାକୁ ଦେଖିବାକୁ ମିଳିଛି ।
ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି କେବଳ ଆଇ. ପି . ଏଲ ରୁ ଏକ ବର୍ଷ ରେ କ୍ରିସ ଗଲେ 50 କୋଟିରୁ ଅଧିକ ଟଙ୍କା କମେଇ ଥାନ୍ତି ।କ୍ରିକେଟର ପଇସାରୁ ସେ ବହୁତ ଆଲିସାନ ଭାବରେ ନିଜର ଜୀବନ ବିତାଉ ଛନ୍ତି । ଜାଇକା ର ପାହାଡ ଉପରେ ଏକ ବହୁତ ବଡ ଘର କିଣିଛନ୍ତି । ଯେଉଁ ଠାରେ କି ସେ ଏବେ ତାଙ୍କର ଜୀବନ ଖୁସି ରେ କଟାଉଛନ୍ତି । ଆଉ ସବୁଠୁ ବଡ କଥା ହେଉଚି ତାଙ୍କ ପତ୍ନୀ ବି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ତଳେ ଆପଣ କ୍ରିସ ଗେଲ ଏବଂ ତାଙ୍କ ପତ୍ନୀର ଫଟୋକୁ ଦେଖି ପାରୁଥିବେ। ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।