ଝିଅର ଚୁଟି ଦେଖି ଜାଣନ୍ତୁ – ତାଙ୍କର ଚରିତ୍ର ଆଉ ସ୍ୱଭାବ |

jhia-12

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ କହିବୁ କି କେମିତି ଝିଅ ମାନଙ୍କ କେଶ ଦେଖି ହିଁ ଆପଣ ମାନେ ତାର ଚରିତ୍ର ଏବଂ ସ୍ୱଭାବ ବିଷୟ ରେ ଜାଣିବେ । ଯଦି ଆମେ ଏଠାରେ ସମୁଦ୍ରିକ ଶାସ୍ତ୍ର ବିଷୟ ରେ ଆପଣ ମାନଙ୍କୁ କହିବୁ ତେବେ ନିଶ୍ଚିଚ ଭାବେ ଏହା ହେଉଛି ଜ୍ୟତିଷ ଶାସ୍ତ୍ର ହିଁ ଗୋଟିଏ ହିଁ ଅଂଶ ତେବେ ଏହି ଶାସ୍ତ୍ର ଅନୁସାରେ କୈଣସି ବ୍ୟକ୍ତି ର ବିଭିନ୍ନ ଅଂଙ୍ଗ କୁ ଦେଖି ହିଁ ସେହି ବ୍ୟକ୍ତି ବିଷୟ ରେ ଜାଣି ହେବ । ତେବେ ଆମେ ଏଠାରେ କେଶ ବିଷୟ ରେ ହିଁ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆସିଛୁ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ଆମେ ଯଦି ନାରୀ ମାନଙ୍କ ବିଷୟ ରେ କହିବୁ ତେବେ ସେମାନଙ୍କ କେଶ ହେଉଛି ତାଙ୍କର ଗୋଟିଏ ଅଳଙ୍କାର, ତେବେ ଏହି ବିଷୟ ରେ ପ୍ରତ୍ୟେକ ପୁରୁଷ ମାନଙ୍କୁ ଜାଣି ରଖିବା ଦରକାର । ସେମିତି ରେ ଯଦି କୈଣସି ନାରୀ ର କେଶ ଘନ ଏବଂ ଲମ୍ବା ହୋଇ ଥାଏ । ତେବେ ସେମାନେ ସବୁ ବେଲେ ସ୍ୱଭାଗ୍ୟ ବତୀ ହୋଇ ଥାନ୍ତି । ଏବଂ ସ୍ୱାମୀ ମାନଙ୍କ ର ମଧ୍ୟ ସେମାନେ ଅତି ପ୍ରିୟ ହୋଇ ଥାନ୍ତି । ସେମାନେ ସବୁ ସମୟ ରେ ଶାଶୁ ସଶୁର ଙ୍କ ସେବା କରି ଥାନ୍ତି । ଯେଉଁ ସ୍ତ୍ର ଙ୍କ କେଶ ଗୁଚ୍ଛା ଅବସ୍ତା ରେ ରହି ଥାଏ । ତେବେ ସେହି ପରି ନାରୀ ମାନଙ୍କୁ ବଦ୍ଧୁ ମତୀ ଏବଂ ସ୍ୱୀମୀ ମାନଙ୍କୁ ହାତରେ ରଖିବାର ଶକ୍ତି ରହି ଥାଏ । ଏମାନେ ସବୁ ବେଳେ ଶାଶୁ ସଶୁର ଙ୍କୁ ସେହ୍ନ ଦେଇ ଥାନ୍ତି ।

roli-net

ଯାମୁ ରଙ୍ଗ ର କେଶ ରଖି ଥିବା ଝିଅ । ଯେଉଁ ଝିଅ ମାନଙ୍କର ଯାମୁ ରଙ୍ଗ ର କେଶ ରହି ଥାଏ । ତେବେ ସେମାନେ ସବୁ ବେଳେ ଉଚ୍ଛ ସ୍ଥାନ ପ୍ରାପ୍ତି କରି ଥାନ୍ତି । ସେମାନେ ଅଭିନୟ , ଫେସନ୍, ଏବଂ ବିଭିନ୍ନ କଳା ରେ ରୂଚି ରଖି ଥାନ୍ତି । ଏହା ପରେ ରହିଛି ଅଧିର ସୁନେଲୀ କେଶ । ଯେଉଁ ନାରୀ ମାନଙ୍କ ଅଧିକ ସିନେଲୀ କେଶ ରହି ଥାଏ । ତେବେ ସେମାନେ ଅଳ୍ପ ସମୟ ରେ ହିଁ ବହୁତ କିଛି ପାଇ ଥାନ୍ତି ।

ଯେଉଁ ମହିଳା ଙ୍କ ଚୁଟି ଆଗକୁ ବାହାରୀ ରହି ଥାଏ । ସେମାନେ ରାଗି ଏବଂ ସବୁ ବେଳେ ଝଗଡା ଲାଗୀ ପ୍ରସ୍ତତ ରହି ଥାନ୍ତି । ସେମାନେ ସବୁ ବେଳେ ଆଗତୁରା ଭାବେ ପରିବାର ରେ ନିଜର କଥା ରଖନ୍ତି । ଯେଉଁ ନାରୀ ର କାନ ପାଖରେ ଭଉଁରୀ ଏବଂ ଆଗରେ ଭଉରୀ ରହି ଥାଏ । ତେବେ ସେମାନେ କିଛି ପରିମାଣ ରେ ରାଗୀ ଏବଂ ସୁନ୍ଦରତା ପ୍ରତି ଧ୍ୟନ ରଖନ୍ତି । ତେବେ ସେମାନେ ଆଗାମୀ ସମୟ ରେ ଚାକିରୀ କରିବାର ସମ୍ଭାବନା ରହି ଥାଏ ।

Leave a Reply

Your email address will not be published. Required fields are marked *