ଏତେ ବର୍ଷ ମଧ୍ୟରେ ବହୁତ ସୁନ୍ଦର ଆଉ ହଟ୍ ହୋଇ ସାରିଛିନ୍ତି ଲକ୍ଷ୍ମୀବାୟୀ ସିରିଏଲର ନାୟିକା, ଦେଖନ୍ତୁ ତାଙ୍କର କିଛି ଫୋଟ ଗୁଡ଼ିକକୁ ।

rani-laxmibai

ବଲିଉଡ ର କଥା କହିବା ତେବେ ଗୋଟିଏ ସମୟ ରହି ଥିଲା ଯେଉଁ ସମୟ ରେ ସିନେମା ମାନଙ୍କ ରେ ମୂଖ୍ୟ ଆକର୍ଶଣ କେବଳ ମୂଖ୍ୟ ଭୂମିକା ରେ ରହି ଥିବା ବ୍ୟକ୍ତି ହିଁ ଥିଲେ । ହେଲେ ଆଜିର ଦିନ ରେ ଏହି ସବୁ ବହୁତ ପରିମାଣ ରେ ପରିବର୍ତନ ହୋଇଛି ଏଠାରେ ସମସ୍ତ ଙ୍କର ସିକ୍ ପରିମାଣ ରେ ଭେଲୁ ରଖିବା ପାଇଁ ପସନ୍ଦ କରୁଛନ୍ତି । ଆଜିର ଦିନ ରେ ଟିଭି ରେ ଅଭିନେତ୍ରୀ ନୁହେଁ ବରଂ ପିଲା ମାନେ ବି ଫେମସ୍ ହେବାରେ ଲାଗିଛନ୍ତି ମାନେ ଚାଇଲ୍ଡ ଅଭିନେତ୍ରୀ । ସେମିତି ରେ ଆମେ ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ଶିଶୁ କଳାକାର ଙ୍କ ବିଷୟ ରେ ଆଲୋଚନା କରିବା ପାଇଁ ଆସିଛୁ । ବିଗତ ଦିନ ରେ ଏହି ଶିଶୁ କଳାକାର ଙ୍କ ଗୋଟିଏ ସିରିଏଲ ଅତ୍ୟାଧିକ ଭାବେ ଲୋକପ୍ରିୟ ରହି ଥିଲା । ଏବଂ ଲୋକ ମାନେ ଏହି ସିରିଏଲ କୁ ନ ଦେଖି ରହି ପାରୁ ନଥିଲେ ।

ହେଲେ ଏହି ସିରିଏଲ କିଛି ବର୍ଷ ହୋଇ ସାରିଛି ଶେଷ ହେବାକୁ କିନ୍ତୁ ଆଜିର ଦିନ ରେ ସେହି ଶୁଶୁ କଳାକାର ବଡ ହୋଇଛନ୍ତି । ଆମେ ଏଠାରେ ସେହି ଲୋକପ୍ରିୟ ସିରିଏଲ୍ ଲକ୍ଷ୍ମୀ ବାୟୀ ବିଷୟ ରେ କହିବା ପାଇଁ ଚାହୁଁଛୁ । ସେହି ଥିରେ ଶିଶୁ କଳାକାର ଭାବେ କାର୍ଯ୍ୟ କରି ଥିବା ଲକ୍ଷ୍ମୀ ବାୟୀ ରୋଲ କରି ଥିଲେ ମାନେ ଆମେ ଉଲ୍କା ଗୁପ୍ତା ଙ୍କ ବିଷୟ ରେ ଆପଣ ମାନଙ୍କୁ କହୁଛୁ । ଆଜିର ଦିନରେ ସେହି ସରିଏଲ୍ ଶେଷ ହେବାର 7 ବର୍ଷ ହୋଇ ସାରିଛି । ସେହି ସମୟ ରେ ଏହି ସିରିଏଲ୍ ପାଇଁ ହିଁ ସେ ZEE TV ପାଖରୁ ବେଷ୍ଟ ଲିଡ୍ ରୋଲ ର ଆୱାର୍ଡ ପାଇ ଥିଲେ । ଆଜିର ଦିନ ରେ ସେ ବଡ ହୋଇ ସାରିଛନ୍ତି । ଏବଂ ବଡ ହେବା ସଂଙ୍ଗେ ସଂଙ୍ଗେ ସେ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ହୋଇ ସାରିଛନ୍ତି ।

 

View this post on Instagram

 

#10yearschallenge

A post shared by Ulka (@ulkagupta) on

ଆପଣ ମାନେ ତାଙ୍କର ଫୋଟ ନିଶ୍ଚିତ ଭାବେ ଦେଖି ପାରୁ ଥିବେ । ତେବେ କିଛି ବର୍ଷ ମଧ୍ୟ ରେ ସେମିତି ରିଆଲିଟି ସୋ ରେ ଦେଖା ଦେଇ ଥିଲେ ମଧ୍ୟ ସେ ଏତେ ପରିମାଣ ରେ ଫେମସ୍ ହୋଇ ନ ଥିଲେ । କିନ୍ତୁ ଏହି କିଛି ଦିନ ମଧ୍ୟ ରେ ତାଙ୍କର ସୋସିଆଲ ଏକାଉଣ୍ଟ ରେ ଛାଡି ଥିବା ଫୋଟ କୁ ନେଇ ସେ ଏତେ ପରିମାଣ ରେ ଚର୍ଚ୍ଚା ରେ ରହିଛନ୍ତି । କି ତାଙ୍କର ସେହି ପୁରୁଣା ଫେନ୍ ମାନେ ବି ତାଙ୍କୁ ମନେ ପକାଇବାରେ ଲାଗିଛନ୍ତି । 12 ଏପ୍ରିଲ 1997 ରେ ଜନ୍ମ ଗ୍ହଣ କରି ଥିବା ଏହି ଅଭିନେତ୍ରୀ ଆଜିର ଦିନ ରେ 21 ବର୍ଷ ର ହୋଇଛନ୍ତି । ସେ ଯେତେ ବେଳେ 14 ବର୍ଷ ର ଥିଲେ ସେହି ସମୟ ରେ ଏହି ସିରିଏଲ କୁ ସୁଟ୍ କରି ଥିଲେ । ଆଜିର ଦିନ ରେ ସେ ବହୁତ ପରିବର୍ତନ ହୋଇଛନ୍ତି । ଉପର ଫଟୋରେ ଆପଣ ଏବେ ତାଙ୍କର ସୁନ୍ଦରତା ଦେଖି ପାରୁଥିବେ.

Leave a Reply

Your email address will not be published. Required fields are marked *