ରାସ୍ତାରେ ଭୋକିଲା ପିଲାଙ୍କୁ ଦେଖି ଜହ୍ନବୀ କୋପୁର କରିଲେ କିଛି ଏମିିତି କାର୍ଯ୍ୟ, ସୋସିଆଲ ମିଡ଼ିଆରେ ଛାଇଗଲା ଭିଡ଼ିଓ ।

jhanvi-kapur

ସାଧାରଣ ଭାବେ ଆପଣ ମାନେ ଜାଣି ଥିବେ ବଲିଉଡ ର ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ ସବୁଠୁ ଚର୍ଚ୍ଚାରେ ସବୁବେଳେ ରହିଛି ବୋଲି । ଏଠରେ ହେଉଥିବା ଚର୍ଚ୍ଚା ର ବିଷୟ ସବୁ ସମୟ ରେ ସୋସିଆଲ ମିଡ଼ିଆ ରେ ଉଠା ଜାଇଥାଏ  ଏବଂ ବହୁତ ସମୟ ରେ ବହୁତ କିଛି ଭାଇରଲ ହେଉ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଯାଇ ଥାଏ । ଆଜିର ସମୟ ରେ ଲୋକ ମାନଙ୍କୁ ସବୁ ସମୟ ରେ ବଲିଉଡ ର ଆପଡେଟ୍ ରଖିବା ପାଇଁ ବହୁତ ଭଲ ଲାଗି ଥାଏ । କେବଳ ସେହିଥି ପାଇଁ ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ ରେ ବଲିଉଡ ତଥା ସଂମ୍ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଚ୍ରୀ ର ସଂମ୍ପର୍ଣ୍ଣ ଖବର ସବୁ ସମୟ ରେ ଦେଇ ରହି ଥାଉ ।

ଯେଉଁ ପରି କି ଆପଣ ମାନେ ଜାଣିଛନ୍ତି , ଆଜିର ସମୟ ରେ ଜହ୍ନବୀ କୋପୁର ବଲିଉଡ ରେ ଫିଲ୍ମରେ ବହୁତ ଜଲ୍ଦି ଷ୍ଟାର କାଷ୍ଟ ଭାବେ ପ୍ରମାଣିତ ହୋଇ ଥିବା ବେଳେ ଆଜି ଦିନ ରେ ସେ ବହୁତ ଗୁଡ଼ିଏ ଫ୍ୟାନ ନେଇ ସାଥିରେ ବୁଲୁଛନ୍ତି ସେମିତି ରେ ଆମେ ଆଜି ଏଠାରେ ଆପଣ ମାନଙ୍କୁ ଜହ୍ନବୀ କୋପୁର ଙ୍କ ଗୋଟିଏ ଭିଡ଼ିଓ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ପାଇଁ ଆସିଛୁ ଜାହା ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓ ରେ ଜହ୍ନବୀ କୋପୁର ଗାଡି ରୁ ଉହ୍ଲାଇବା ପରେ ଗୋଟିଏ ଭୋକିଲା ପିଲା ଙ୍କୁ ଦେଖିବା ପାଇଁ ପାଇ ଥାନ୍ତି । ତେବେ ସେହି ପରି ବେଳେ ଜହ୍ନବୀ କୋପୁର ତୁରନ୍ତି ନିଜର ଗାଡି ପାଖକୁ ଫେରି ଜାଇ ଥାନ୍ତି  ଏବଂ ଗାଡି ରୁ କିଛି ଚକଲେଟ୍ ବାହାର କରି ସେହି ପିଲା ଙ୍କୁ ଦିଅନ୍ତୁ ।

ତେବେ ସେହି ସମୟ ରେ ସେହି ପିଲା ଟି ତାଙ୍କୁ ହେପି ଦିୱାଲି ବୋଲି କୁହେ । ଏବଂ ସେମିତି ରେ ସେ ଧନ୍ୟବାଦ ଦେଇ ପଳେଇ ଯିବାର ଦେଖିବା ପାଇଁ ମିଳିଛି । ଏମିତି ରେ ଏହି ଭିଡ଼ିଓ ଟି ବର୍ତମାନ ସମୟ ରେ ବହୁତ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି ମିଲିୟନ୍ ମିଲିୟନ୍ ସେୟାର ହେବା ସହିତ ନିଜର ଫ୍ୟାନ ମାନଙ୍କୁ ଜହ୍ନବୀ କୋପୁର ଙ୍କୁ ଏମିତି କାର୍ଯ୍ୟ ବହୁତ ଭଲ ଲାଗିଛି । ସବୁ ସମୟ ରେ ସୁରଖିଆ ବାଣ୍ଟୁ ଥିବା ଏହି ଅଭିନେତ୍ରୀ ଏହି ଭିଡ଼ିଓ ପାଇଁ ଏବେ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ତଳେ ଦିଆ ଜାଇ ଥିବା ତାଙ୍କ ଭିଡ଼ିଓ କୁ ମଧ୍ୟ ଦେଖି ପାରିବେ ।

 

View this post on Instagram

 

#janhvikapoor snapped at salon in bandra today #viralbayani @viralbhayani

A post shared by Viral Bhayani (@viralbhayani) on

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *