ଦୁନିଆଁ କୁ ଚମକାଇବା ପରି ସେଟେଲାଇଟ୍ ଛାଡିବ ଭାରତ,ଛାନିଆ ହୋଇ ପାକିସ୍ତାନ୍ କରିଦେଲା ଏମିତି କାମ ।

satlite

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେଉଁ ପରି କି ଆପଣ ମାନେ ଜାଣି ଥିବେ ଆମ ପୋଡଶୀ ଦେଶ ମାନେ ପାକିସ୍ତାନ୍ ଜାହାକୁ ସବୁ ସମୟ ରେ ଆତଙ୍କୀ ଙ୍କ ଦେଶ ଭାବେ କୁହା ଜାଇ ଥାଏ, ସେହି ଦେଶ ସବୁ ସମୟ ରେ ଆମ ଦେଶ ର ଜନ ଜିବନକୁ ହାନୀ ପହଁଚାଉ ଛନ୍ତି । ସେହି ପରି ଭାବେ ଯଦି ଆମ ଭାରତ ର ମହାକାଶ ଗବେଶଣା କେନ୍ଦ୍ର ର କଥା ଆମେ କହିବା ତେବେ ନିଶ୍ଚିତ ଭାବେ ସବୁ ସମୟ ରେ ଏହା ଆମର ସେନା ବାହିନୀ ଏବଂ ଭାରତ ର ଟେକ୍ନଲୋଜି କେଉଁ ପରି ଆଗକୁ ବଢିବ ସେହି ବିଷୟ ରେ ଚିନ୍ତା କରି ଆସିଛି । ଏହି ଦିନ ରେ ହୋଇ ଥିବା ଉରି ଆକ୍ରମଣ ର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କଲା । ସେହି ସମୟ ରେ ଇଶ୍ରୋ ର ଉପଗ୍ରହ ସେଟେଲାଇଟ୍ ସାହାଯ୍ୟ ରେ ଆତଙ୍କବାଦୀ ମାନଙ୍କ ପତ୍ତା ମିଳି ଥିଲା । ଏବଂ ସେହି ସମୟ ରେ ସେମାନଙ୍କ LIVE ଫୋଟ ମାନଙ୍କୁ ବି ଦେଖା ଜାଇ ଥିଲା । ସେମିତି ରେ ସେହି ପରି ସର୍ଜିକାଲ ଷ୍ଟ୍ରାଇକ୍ କୁ ଆହୁରୀ ବି ଆଧୁନିକ କରିବା ପାଇଁ ଏହି ଦିନ ରେ ISRO ଆଉ ଗୋଟିଏ ଉପଗ୍ରହ ଆକାଶ ମାର୍ଗ କୁ ଛାଡିବା ପାଇଁ ଜାଉଛି ।

ସେମିତି ରେ ଏହି ଉପଗ୍ରହ କୁ କାର୍ଟୋସେଟ୍ -3 ବୋଲି କୁହା ଜାଉଛି । କାର୍ଟୋସେଟ୍ ସିରିଜ୍ ର ଏହା ପ୍ରଥମ ସେଟେଲାଇଟ୍ ହେବ । ତେବେ ଏହାର ଖାସିୟତ୍ ହେଲା ଏହା ମହାକାଶ ରୁ ପୃଥିବୀ ପୃଷ୍ଟ ର 1 ପୁଟ୍ ରୁ ମଧ୍ୟ କମ୍ ପୃଷ୍ଟ ର ଫୋଟ ଉତ୍ତଳନ କରି ପାରିବ । ଏମିତି ରେ ଆଶ୍ଚର୍ଯ୍ୟ କରିବା ଭଳି ଏହି ସେଟେଲାଇଟ୍ ର ତାକତ୍ ହେଲା ଏହା ଆପଣଙ୍କ ହାତରେ ବନ୍ଧା ହୋଇ ଥିବା ଘଣ୍ଟା ରେ ବି ସମୟ କୁ ଦେଖି ପାରିବ ।

ସର୍ଜିକାଲ ଷ୍ଟାଇକ୍ ରେ ସାହାଯ୍ୟ ।
ଉରୀ ରେ ହୋଇ ଥିବା ଆକ୍ରମଣ ରେ ଏହାରି ହିଁ ସାହାଯ୍ୟ ନିଆ ଜାଇ ଥିବା ବେଳେ ଏବେ ପୁଣି ଏହାର ପ୍ରୋ ଭର୍ଶନ୍ ଆକାଶ ମାର୍ଗ କୁ ଛାଡିବା ପାଇଁ ଜାଉଛି । ତେବେ ସେମିତି ବେଳେ ଏହା ପରେ ଏହି ସବୁ କାର୍ଯ୍ୟ ମାନଙ୍କ ରେ ଏହାକୁ ବିଷେଶ ଭାବେ ସହାଯ୍ୟ ନିଆ ଜାଇ ପାରିବ ।

କେବେ ଛଡା ଯିବ ଏହି ସେଟେଲାଇଟ୍ ।
ଇଶ୍ରୋ ପକ୍ଷ ରୁ ମିଳି ଥିବା ସୂଚନା ଅନୁସାରେ କାର୍ଟୋସେଟ୍ ସେଟେଲାଇଟ୍ କୁ ଗତ କାଲି ମାନେ 25 ନଭେମ୍ବର ସକାଳ 9.28 ମିନିଟ୍ ରେ ଛଡା ଯିବାର ସୂଚନା ମିଳିଛି । ଏବଂ ଏହା ଶ୍ରୀହରିକୋଟା ରୁ ହିଁ ଛଡା ଯିବାର ସୂଚନା ରହିଛି । ଅନ୍ୟ ପଟେ ପାଣି ପାଗ ର ବି ପରିକ୍ଷମ କରା ଜାଇଛି । ଯଦି କିଛି ବି ସେମିତି ପାଣି ପାଗ ରେ ପରିବର୍ତନ ହେଲା ତେବେ ଏହାକୁ ବାତିଲ୍ ବି କରା ଜାଇ ପାରେ । ଏହି ସେଟେଲାଇଟ୍ କୁ PSLV-C47 ରକେଟ୍ ଦ୍ୱାରା ହିଁ ପଠା ଯିବାର ବ୍ୟବସ୍ଥା ରହିଛି । ବାସ୍ ଆଉ କିଛି ଦିନ ମଧ୍ୟ ରେ ହିଁ ଦେଶ ର ସବୁ ଛାରୁ ଶକ୍ତି ଶାଳୀ ଆଖି କାର୍ଯ୍ୟ କରିବା ପାଇଁ ଝାଉଛି ।

Leave a Reply

Your email address will not be published. Required fields are marked *