ଆପଣ ମାନେ ଜାଣି ଥିବେ ଆମ ମାନଙ୍କ ଜିବନ ରେ ସାଇନ୍ସ ଏବଂ ଟେକ୍ନୋଲୋଜି ରହିବା ଦ୍ୱାରା ଆମର କେତେ ପରିମାଣ ରେ ଫାଇଦା ମିିଳି ପାରୁଛି । ବହୁତ ଏମିତି କାର୍ଯ୍ୟ ରହିଛି ଜାହା ଆମ ମାନଙ୍କ ଦ୍ୱାରା ସମ୍ଭବପର ହୋଇ ପାରିଛି । କିନ୍ତୁ ସେହି ପରି ବେଳେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଏହି ବିଜ୍ଞାନ ଗୋଟିଏ ପଟେ ଆମ ମାନଙ୍କ ପାଇଁ ସୁବିଧା କରାଉ ଥିବା ବେଳେ ଅନ୍ୟ ପଟେ ଆମ ପାଇଁ ବହୁତ ଖରାପ୍ ରାସ୍ତା ବି ତିଆରି କରାଉ ଛନ୍ତି । ଯେମିତି କି ହେଡଫୋନ୍ । ଆପଣ ମାନେ ଏହି ଯନ୍ତ୍ର ବିଷଯ ରେ ନିଶ୍ଚିତ ଭାବେ ଜାଣି ଥିବେ ବା ବ୍ୟବହାର ବି ବର୍ତମାନ ସମୟ ରେ କରୁ ଥିବେ । ଏଥିରେ ଆମ ମାନଙ୍କୁ ଆବାଜ୍ ସୁଣିବା ପାଇଁ ବହୁତ ସୁବିଧା ହେଉ ଥିବା ବେଳେ ଆମେ ମାନେ ଏହାର ବ୍ୟବହାର କରି ଥାନ୍ତି କିନ୍ତୁ ଆମେ ମାନେ ଏହି କଥା କୁ ସଂମ୍ପର୍ଣ୍ଣ ଭାବେ ଭୁଲି ଜାଉଛୁ କି ଏହାର ବ୍ୟବହାର ଦ୍ୱାରା ଆମ ମାନଙ୍କ ର କଣ କଣ କ୍ଷେତି ମଧ୍ୟ ହୋଇ ପାରିବ ।। ତେବେ ଆସନ୍ତୁ ଆମେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଏହି ବିଷୟ ରେ ।
ସାଧାରଣ ଭାବେ ଆମକୁ ଭଗବାନ ସୁଣିବା ପାଇଁ କାନ ଦେଇ ଛନ୍ତି । ହେଲେ ସେମିତି ବେଳେ ଯଦି ଆପଣ ମାନେ ସୁଣିବା ପାଇଁ ହେଡଫୋନ୍ ବା ଗୀତ ସୁଣିବା ପାଇଁ ଆପଣ ଏହା ବ୍ୟବହାର କରୁଛନ୍ତି । ଏବଂ ସବୁ ସମୟ ରେ 90 ରୁ ଅଧିକ ସାଉଣ୍ଡ ରେ ସୁଣିବା ପାଇଁ ପସନ୍ଦ କରନ୍ତି । ତେବେ ଆପଣ ମାନଙ୍କ କର୍ଣ୍ଣ ରେ ବହୁତ ଅସୁବିଧା ଦେଖିବା ପାଇଁ ମିଳିବ ଯେଉଂ ପରି କି ଆପଣଙ୍କ କାନ କୁ ସୁଣିବା ପାଇଁ ଅସୁବିଧା ହେବା । ସେହି ପରି ବେଳେ ଅଧିକ ହେଡଫୋନ୍ ର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୁ୍ଣ୍ଡ ସବୁ ବେଳେ ବିନ୍ଧିବାର ସମ୍ଭାବନା ରହି ଥାଏ ।
କୈଣସି କୋଳହ ସ୍ଛାନ ରେ ରହିଲେ ବିରକ୍ତି ପାଇବେ । ଯଦି ଆମେ ଏହି ହେଡ୍ ଫୋନ୍ ବିଷୟ ରେ କହିବା ଆମର କର୍ଣ୍ଣ ପାଇଁ ଏହା ବହୁତ ଖରାପ ହୋଇ ଥାଏ ତେବେ ଆପଣ ମାନେ ଯଦି ବ୍ୟବହାର କରୁଛନ୍ତି । ଏହାର ବ୍ୟବହାର ରେ ନିୟମତା ରଖନ୍ତୁ । ଯେଉଁ ପରି କି ଏହାର ବ୍ୟବହାର କିଛି ସମୟ କରି କିଛି ସମୟ ରେଷ୍ଟ ନିଅନ୍ତୁ । ସବୁ ସମୟ ରେ 50 ପ୍ରତିଶତ ସାଉଣ୍ଡ ରେ ଗୀତ ସୁଣିବା ପାଇଁ ଚେଷ୍ଟା କରନ୍ତୁ ।