IAS ପରୀକ୍ଷା ପ୍ରଶ୍ନ । କଣ ଆପଣ ମାନେ ଜାଣିଛନ୍ତି ଶରୀରର ଏମିତି କେଉଁ ଅଙ୍ଗ ଅଛି ଜାହା ନିଆଁ ରେ ବି ଜଳି ନ ଥାଏ ।

HUMAN-MIND

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏମିତି ରେ ତ ଆପଣ ମାନେ ଯେକୈଣସି ପ୍ରାଇଭେଟ୍ ଏବଂ ଗଭରର୍ମେଣ୍ଟ କାର୍ଯ୍ୟ ପାଇଁ ହେଉ ଥିବା ଇଣ୍ଟରଭିୟୁ ମାନଙ୍କ ରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଆମ ମାନଙ୍କୁ ପଚରା ଜାଇ ଥାଏ । ଏହି ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ସେମିତି ବେଳେ ସେହି ସବୁ କ୍ଷେତ୍ର ରେ କିଛି ଏମିତି ବି ପ୍ରଶ୍ନ ପଚରା ଜାଇ ଥାଏ । ଜାହାର ଉତ୍ତର ଦେବା ଅସମ୍ଭବ ହିଁ ହୋଇ ଜାଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ପ୍ରଶ୍ନ ପଚାରିବା ପାଇଁ ଚାହୁଁଛୁ । ଯେଉଁ ପ୍ରଶ୍ନ ର ଉତ୍ତର ବହୁତ କମ୍ ଲୋକ ମାନେ ଦେଇ ପାରନ୍ତି । ତଥା ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ସବୁ ବିଷୟ ରେ ଆଇଏସ୍ ଭଳି ବଡ ବଡ ପରିକ୍ଷା ରେ ପଚାରା ଜାଇ ଥାଏ ।

ଯଦି ଏହି ଦିନ ରେ ଆପଣ ମାନେ ଆଇଏସ୍ ର ପରିକ୍ଷା ପାଇଁ ପ୍ରସ୍ତୁତି କରୁ ଥାନ୍ତି । ତେବେ ଆପଣ ମାନଙ୍କ ପାଇଁ ଏହା ବହୁତ ଭଲ ହେବ । ତେବେ ଆସନ୍ତୁ ଏହି ସବୁ ପ୍ରଶ୍ନ ବିଷୟ ରେ ଜାଣି ନେବା । ତଥା ଆପଣ ମାନଙ୍କୁ ଯଦି କେବେ ଇଣ୍ଟରଭିୟୁ ଦେବା ସମୟ ରେ ଏହି ପ୍ରଶ୍ନ ଟି ଆସି ଯାଏ । ତେବେ ଆପଣ ମାନେ ଏହି ପ୍ରଶ୍ନ ର ସଠିକ୍ ଉତ୍ତର ଦେଇ ପାରିବେ । ଏହି ପ୍ରଶ୍ନ କୁ ପଚାରିବା ପୂର୍ବ ରୁ ଆପଣ ମାନଙ୍କୁ ସୂଚନା ଦେବୁ କି ଯଦି ଆପଣ ମାନେ ମାନଶୀକ ରୂପେ ସୁସ୍ଥ ରହିଛନ୍ତି । ତେବେ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ।

ପ୍ରଶ୍ନ । ଆମର ପ୍ରଶ୍ନ ଆପଣ ମାନଙ୍କ ପାଇଁ ହେଲା ଆମ ଶରୀରିର ରେ ଏମିତି କେଉଁ ଅଙ୍ଗ ରହିଛି ଜାହା ନିଆଁ ରେ ଜଳେଇବା ପରେ ବି ତାହା ଜଳି ନ ଥାଏ । ମାନେ ସେହି ଅଙ୍ଗ ଟି କଣ ଜାହା ଜଳିବା ପରେ ଭଷ୍ମ ହୋଇ ପାରେ ନାହିଁ ।

ଉତ୍ତର । ଏମିତି ରେ ଆମେ ଆପଣ ମାନଙ୍କୁ ବିସ୍ୱାଶ ର ସହିତ କହି ପାରିବୁ କି ଏହି ପ୍ରଶ୍ନ ର ଜବାବ୍ ଆପଣ ମାନଙ୍କୁ ନିଶ୍ଚିଚ ଭାବେ ଜଣା ଥିବ । ତେବେ ସେମିତି ରେ ବି ଆପଣ ମାନଙ୍କୁ ପୁଣି ଥରେ ଜଣେଇବା ପାଇଁ ଚାହୁଁବୁ । ଏଠାରେ ଆପଣ ମାନଙ୍କ ଜାଣିବା ପାଇଁ କହି ରଖୁଛୁ କି , ଏହି ପ୍ରଶ୍ନ ର ଉତ୍ତର ହେଲା ଆମର ନହି । ଆମର ନାହି କେବେ ବି ନିଆଁ ରେ ଜଳି ନ ଥାଏ । କେବେ ବି କୈଣସି ମନୁଶ୍ୟ କୁ ମୃତ୍ୟୁ ପରେ ପୋଢିବା ପାଇଁ ନିଆଁ ଜାଇ ଥାଏ ତ ତେବେ ସେହି ସମୟ ରେ ନିଆଁ ରେ ଆମର ନାହି ପୋଡି ନଥାଏ ।ଶାସ୍ତ୍ରରେ ଉଲ୍ଲେଖ ଅଛି ମନୁଷ୍ୟର ଜୀବନ ନାହୀରି ରହିଥାଏ , ତେଣୁ ଜନ୍ମ ପୁର୍ବରୁ ଏହି ନାହୀ ମାଧ୍ୟମରେ ମା ଠାରୁ ପିଲାକୁ ଖାଦ୍ୟର ଆଦାନ ପ୍ରାଦନ ହୋଇଥାଏ ।

ଏହା ତ ଆପଣ ମାନଙ୍କ ପାଇଁ ଗୋଟିଏ ଛୋଟ ପ୍ରଶ୍ନ ରହି ଥିଲା । ଯାହାକୁ ଆମେ ଆପଣ ମାନଙ୍କ ପାଇଁ ଏଥି ପାଇଁ କହୁଛୁ କି ଆପଣ ମାନେ କେବେ ବି ଏହି ପରି ଜିବନ ରେ ଉତ୍ତର ଦେବା ପାଇଁ ପଡେତ ଆପଣ ବିନା ଚିନ୍ତା ଏହାର ଜବାବ୍ ଦିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *