କାନ ସଫା କରିବାର ଘରୋଇ ଉପାୟ , ଏବେ ଆପଣଙ୍କର ଶୁଣିବା ଶକ୍ତି ଆଗ ଅପେକ୍ଷା ଅଧିକ ହୋଇ ଯିବ ।

cur

ଆପଣ ମାନେ ପ୍ରତିଦିନ  କାନ ରେ କୁଣ୍ଡାଇ ହେଉ ଥିବାର ଅନୁଭବ କରୁଥିବେ  ଏବଂ ଏଥିରୁ ଉପସମ ପାଇବା ପାଇଁ ଆପଣ ସୁତାର ପ୍ରସ୍ତୁତ କାଠି କିମ୍ବା କୈଣସି ସରୁ ଜିନିଷ ର ଯେମିତି ଆପଣ ଙ୍କ କାନ ଭିତରେ ପଶି ପାରୁଥିବା ଜିନିଷ କୁ ବ୍ୟବହାର କରିଥାନ୍ତି । ଯାହା ଦ୍ୱାରା ଆପଣ ଙ୍କର କ୍ଷତି ଘଟି ଥାଏ । କାରଣ ଏଥିରୁ ଉପସମ ପାଇବା ପାଇଁ ଆପଣ ବ୍ୟବହାର କରୁ ଥିବା ଜିନିଷ ଆପଣ ଙ୍କର କାନ ର ଜମି ହୋଇ ରହି ଥିବା ମଇଳା କୁ ସହଜ ରେ ସଫା କରି ପାରି ନଥାଏ । ଯାହା ଦ୍ୱାରା ଆପଣ ଙ୍କୁ ଯନ୍ତ୍ରଣା ଅନୁଭବ ହୋଇ ଥାଏ । ଏହି କାନ ର ଯନ୍ତ୍ରଣା ରୁ ରକ୍ଷା ପାଇବା ପାଇଁ ଆପଣ ମାନଙ୍କୁ ଆମେ ଏହାର କିଛି ଉପଚାର କହିବୁ ଯାହାକୁ ଆପଣ ଆପଣ ଙ୍କର ଘର ମାନଙ୍କର କରି ଏଥିରୁ ଉପସମ ପାଇଁ ପାରିବେ ।

ପ୍ରଥମ ଉପଚାର : ଲୁଣ ପାଣି କାନ ଦ୍ୱାରା କାନ ରେ ଜମି ରହିଥିବା ମଇଳା ଭଲ ଭାବ ରେ ସଫା ହୋଇ ଥାଏ , ତେଣୁ ଏକ କପ ରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମୁଚ ଲୁଣ ଭଲ ଭାବ ରେ ମିଶାଇ ସେହି ପାଣି କୁ ଗରମ କରାନ୍ତୁ ଏବଂ ଏକ ତୁଲା ସାହାଯ୍ୟ ରେ କାନ ର ଭିତର କୁ ପୁରାଇ ତାକୁ ଭଲ ଭାବରେ ସଫା କରନ୍ତୁ । ଏହି ପାଣିୀ ଲାଗିବା ମାତ୍ରେ ଆପଣ ଙ୍କ କାନ ରେ ଥିବା ମଇଳା ବହୁତ ସହଜ ରେ ସଫା ହୋଇ ଯିବ ।

ଦ୍ୱିତୀୟ ଉପଚାର : ଆପଣ କାନ କୁ ମଧ୍ୟ ଅଁଳା ର ତେଲ ସାହାଯ୍ୟ ରେ ସଫା କରି ପାରିବେ ଏହି ତେଲ ଦେଇ କାନ ସଫା କରିବାକୁ କୁହା ଯାଇ ଥାଏ କାରଣ ଏହି ଅଁଳା ର ତେଲ ରେ ଔଷଧୀୟ ଗୁଣ ରହି ଥାଏ । ଏହା ଲଗାଇ କାନ ସଫା କରିବା ଦ୍ୱାରା ଆପଣ ଙ୍କର କାନ ର ପରଦା ବିଭିନ୍ନ ସଂକ୍ରମକ ରୋଗ ରୁ ରକ୍ଷା କରିଥାଏ । ଏହାକୁ ବ୍ୟବହାର କରିବା ପୁର୍ବ ରୁ ଆପଣ ଏହାକୁ ଅଳ୍ପ ଗରମ କରି ଏକ ଡ୍ରପ ସାହାଯ୍ୟ ରେ 3 – 4 ଠୋପା ତେଲ ନିଜର କାନ ରେ ପକାଇ ଏକ ତୁଳା ଦେଇ ସଫା କରନ୍ତୁ ।

ତୃତୀୟ ଉପଚାର : ଆପଣ ଙ୍କର କାନ ସଫା କରିବା ପାଇଁ ଆଉ ଏକ ଉପାୟ କୁ ଆପଣାଇ ପାରିବେ । ଆପଣ ଙ୍କ ଘର ରେ ଥିବା ବେବି ଅଏଲ୍ କୁ ଆପଣ ଙ୍କ କାନ ରେ କିଛି ବୁନ୍ଦା ପକାଇ ଆପଣ ବହୁତ ସହଜ ଉପାୟ ରେ ଆପଣ ଙ୍କ ର କାନ ରେ ଜମି ହୋଇ ରହି ଥିବା ମଇଳା କୁ ସଫା କରି ପାରିବେ ।

 

Leave a Reply

Your email address will not be published. Required fields are marked *