ପୁଣି ସୃଷ୍ଟି ହେବ ଘୂର୍ଣ୍ଣିବଳୟ ଏବଂ ହେବାକୁ ଜାଉଛି ବଡ ଧରଣର ବର୍ଷା,16 ରୁ ଏହି ସବୁ ଜିଲ୍ଲାରେ ହୋଇପାରେ ପର୍ବଳରୁ ଅତି ପ୍ରବଳ ବର୍ଷା ।

wether

ଭୁବନେଶ୍ୱର : ନମସ୍କାର ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ ପୁଣି ହୋଇ ପାରେ ବଡ ଧରଣ ର ବର୍ଷା । ଦକ୍ଷିଣ ଓଡ଼ିଶା ଉପକୂଳ ବର୍ତ୍ତି ଅଂଚଳ ରେ ଥିବା ବୋଙ୍ଗପସାଗରରେ ବର୍ତମାନ ସମୟରେ ଘୂର୍ଣ୍ଣିବଳୟ ପୁଣି ଥରେ ଦାନା ବାନ୍ଧୁ ଥିବାର ଦେଖିବା ପାଇଁ ମିଳିଛି । ଆସନ୍ତା 16 ଏବଂ 17 ତାରିଖ ଠାରୁ ଏହା ଓଡିଶା ରେ ବର୍ଷିବାର ବହୁତ ପରିମାଣ ରେ ସମ୍ଭାବନା ରହିଛି । ଏହାର ସନ୍ଧାନ ଶିକ୍ଷା ଅନୁସନ୍ଧାନ କାରୀ ଏବଂ ଡିମ୍‌ଡ ଟୁ ବି ୟୁନିର୍ଭସିଟି ର ପାଣିପାଗ କେନ୍ଦ୍ର ସଂମ୍ପର୍ଣ୍ଣ ଭାବେ ପ୍ରକାସ କରିଛି । ସେହି ପରି ଭାବେ ଯଦି ଆମେ ବୁଲବୁଲ୍ ବାତ୍ୟା ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ ତେବେ ବୁଲ୍ ବୁଲ୍ ନିଜର ତାଣ୍ତବ ପଶ୍ଚିମବଙ୍ଗ ରେ ଦେଖାଇ ଥିବା ବେଳେ ବର୍ତମାନ ସମୟ ରେ ତାହା ସଂମ୍ପର୍ଣ୍ଣ ଭାବେ ଗାୟବ୍ ହୋଇ ଜାଇଛି ହେଲେ ଏବେ ଆମ ରାଜ୍ୟ ର ସଂମ୍ପର୍ଣ୍ଣ ପାଗ ଫିଟିବାରେ ଲାଗିଛି ।

ତେବେ ଭୁବନେଶ୍ୱର ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି କି । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ସଂମ୍ପର୍ଣ୍ଣ ଭାବେ ଖରା ରହିବ ହେଲେ 16 ତାରିଖ ଠୁ ସାମାନ୍ୟ ବର୍ଷା ହେବା ସହିତ ଆପଣ ମାନଙ୍କ ଅଂଚଳରେ ଶୀତ ର ମାତ୍ରାରେ ବଢିବାରେ ଲାଗିବ । ଏବଂ ସେହି ପରି ବେଳେ ଆସନ୍ତା ତିନି ଦିନ ମଧ୍ୟରେ 3 ରୁ 4 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ସୂଚନା ରହିଛି । ସେମିତି ବେଳେ ଯଦି ଆମେ ଆମ ଭୁବନେଶ୍ବର ର କଥା କହିବା ନିଶ୍ଚିତ ଭାବେ ଏଠାରେ 20 ଡିଗ୍ରୀ ପର୍ଯ୍ୟନ୍ତ ପହଁଚିବ ବୋଲି ସୂଚନା ରହିଛି ।

ସେମିତି ରେ ଡିମ୍‌ଡ ଟୁ ବି ୟୁନିର୍ଭସିଟି ର ସୂଚନା ପ୍ରାପ୍ତି ଅନୁସାରେ ଆସନ୍ତା କିଛି ଦିନ ରେ ମଧ୍ୟ ରେ ଦକ୍ଷଣ ବୋଙ୍ଗପ ସାଗର ରେ ପୁଣି ଥରେ ଗୋଟିଏ ଘୂର୍ଣ୍ଣବଳୟ ସୃଷ୍ଟି ହୋଇ ପାରେ । ଏବଂ ଏହା ପରିମାଣ ରେ ରାଜ୍ୟ ରେ ଶୀତ ର ମାତ୍ରା ବହୁତ ପରିମାଣ ରେ ବଢିବ । ଯଦି ଆମେ ଆଜି ଦିନ ର ତାପମାତ୍ରା ହିସାବ ରେ କହିବା ନିଶ୍ଚିତ ଭାବେ ଦାଡିଙ୍ଗ୍ ବାଡୀ ରେ 14 ଡିଗ୍ରୀ,ଏବଂ ସୁନ୍ଦର ଗଡ ରେ 14 ଡିଗ୍ରୀ କୋରାପୁଟ ରେ 15 ଡିଗ୍ରୀ ସେହି ପରି ଭାବେ ଅନୁଗୁଳ ରେ 16 ଡିଗ୍ରୀ ଫଲବାଣୀ ରେ 17 ଡିଗ୍ରୀ ତାପମାତ୍ରା ରହି ଥିବାର ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *