ହିରୋଇନ ହେବା ଆଗରୁ , ଦୀଲ୍ଲୀର ଚୋର ବଜାରରେ ଏହି କାମ କରୁଥିଲେ ଶ୍ରଦ୍ଧା କାପୁର , ନିଜେ କଲେ ଖୁଲାସା

Shraddha-Kap

ଆପଣ ମାନଙ୍କୁ ଆମେ ଏହି ପୋର୍ଟଲ ମାଧ୍ୟମରେ ମୋନରଂଞନ ଦୁନିଆଁ ର ସବୁ ଖବର ଦେଇ ଥାଉ । ତେବେ ସବୁ ବେଳେ ଏମିତି ଖବର ପାଇବା ପାଇଁ ଆମ ପେଜ୍ କୁ ଲାଇକ୍ କରନ୍ତୁ । ଯେପରି କି ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଶ୍ରଦ୍ଧା କୋପୁର ନିଜର ଅଗ୍ରଣୀ ଫିଲ୍ମ ପାଇଁ ବହୁତ  ଚର୍ଚ୍ଚା ରେ ରହିଛନ୍ତି । ସେମିତି ରେ ଯଦି ଆମେ ଏଠାରେ ଶ୍ରଦ୍ଧା କୋପୁରଙ୍କ କେରିଅର କଥା କହିବା । ତେବେ ସେ ବହୁତ କମ୍ ବୟସ ରୁ ନିଜର ଏହି ବଳିଉଡ ର କେରିଅର ବିଷୟ ରେ ଭାବି ଥିବା ବେଳେ ସେ ବହୁତ ପରିମାଣ ରେ ଚେଷ୍ଟା ମଧ୍ୟ କରି ଥିଲେ । ଏବଂ ତାଙ୍କର ଫିଲ୍ମ ସ୍ତ୍ରୀ ଯେବେ ଠାରୁ ବକ୍ସ ଅଫିସ୍ ରେ ହିଟ୍ ହୋଇଛି ସେ ଲୋକ ମାନଙ୍କ ପାଖରେ ଗୋଟିଏ ସୁପର ହିଟ୍ ଅଭିନେତ୍ରୀ ଭାବେ ପରିଚିତ ହୋଇଛନ୍ତି । ତେବେ ସେମିତି ରେ ଆମେ ଆଝି ଏଠାରେ ଶ୍ରଦ୍ଧା କୋପୁର ଙ୍କ କିଛି ରାଜ୍ ଉପରୁ ପରଦା ଉଠେଇବା ପାଇଁ ଆସିଛେ । ସେମିତି ରେ ଏହି ଦିନ ରେ ଶ୍ରଦ୍ଧା କୋପୁର ଙ୍କୁ ଗୋଟିଏ ଇଣ୍ଟର୍ଭିୟୁ କ୍ରମେ କିଛି ତାଙ୍କ ଲାଇଫ୍ ବିଷୟ ରେ ପ୍ରଶ୍ନ ପଚରା ଜାଇ ଥିଲା । ତେବେ ସେମିତି ବେଳେ ଉତ୍ତର ମଧ୍ୟ ଦେଇ ଥିଲେ । ଆସନ୍ତୁ ଜାଣିବା , ସେ ପ୍ରଶ୍ନ ଓ ଉତ୍ତର ସବୁ କଣ ।

ବତି ଗୁଲ୍ ମିଟର ଚାଲୁ ।
ଏମିତିରେ ଶ୍ରଦ୍ଧା କୋପୁର ଙ୍କ ପ୍ରଥମ ସିନେମା ବତି ଗୁଲ୍ ମିଟର ଚାଲୁ ରେ ସେ କାର୍ଯ୍ୟ କରି ନିଜର ପରିଚୟ ବନେଇ ଥିବା ବେଳେ ସେ ଆଜି ଦିନ ରେ କେଉଁ ସ୍ଥାନ ରେ ରହିଛନ୍ତି । ସେ କହି ଥିଲେ କି ଏମିତି ସ୍ଥାନ ରେ ଯେଉଁଠି ପହଞ୍ଚିବା ମୋ ପାଇଁ ଗୋଟିଏ ପ୍ରକାରର ସ୍ୱପ୍ନ ଅଟେ ।

370 ଆର୍ଟିକାଲ୍ ।
ସେମିତି ରେ ଏହି ଦିନ ରେ ରିଲିଜ୍ ହେଉ ଥିବା ସାହୋ ଫିଲ୍ମ ର ସେଟ୍ ରେ ଏହି କଥା କୁ ପଚରା ଜାଇ ଥିବା ବେଳେ ତାଙ୍କୁ 370 ଆର୍ଟିକାଲ୍ ବିଷୟ ରେ ମଧ୍ୟ ପଚରା ଜାଇ ଥିଲା ଏବଂ ସେମିତି ବେଳେ ସେ କହିଛନ୍ତି । ସେ ଏଥିରେ ବହୁତ ଖୁସି ରହିଛନ୍ତି କି ଆମ କାଶ୍ମରୀ ର କୁ ଗୋଟିଏ ନୂଆ ରୂପ ମିଳିଛି ବୋଲି ଏବଂ ସେ ଏ କଥା କହିଛନ୍ତି କି ତାଙ୍କର ରାଜନୀତୀ ଉପରେ କିଛି ବି ଅଭିଜ୍ଞ୍ୟତା ନାହିଁ ।

ଅଭିନେତ୍ରୀ ହେବା ପରେ କଣ ଛାଡିଲେ ।
ଏହି ଦିନ ରେ ତାଙ୍କୁ ଅଭିନେତ୍ରୀ ହେବା ପରେ କଣ ଚାଡିଲେ । ସେହି ବିଷୟ ରେ ଯେତେ ବେଳେ ପଚରା ଜାଇ ଥିଲା ତେବେ ସେ କହି ଥିଲେ ଅଭିଏସ୍ ଲି ମୁଁ ନିଜର ଜିବନ ର ଆଜାଦି କୁ ଛାଡିବା ପାଇଁ ପଡିଲା । ଏବଂ ସେମିତି ରେ ସେ ଅଭିନେତ୍ରୀ ହେବା ପୂର୍ବ ରୁ ବହୁତ ପରିମାଣ ରେ ଚୋର ବାଜାର୍ ଜାଉ ଥିଲେ । ତଥା କେବଳ ସେଠାକାର ନୂଆ ନୂଆ ଜିନିଷ ର ଅନୁଭୁତି ନେବା ପାଇଁ ବୋଲି ସେ କହିଛନ୍ତି । ଆଉ ଚୋର ବଜାରର ରାମୁ କାକାଙ୍କ ଗୁପ ଚୁପ ସେ ସବୁ ବେଳେ ଖାଉ ଥିବା କଥା ବି ସେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *