ମୋଦୀ ସରକାରଙ୍କର ବଡ ନିଷ୍ପତି । ଆଉ ମିଳିବନି 1 ଟଙ୍କିଆ ଚାଉଳ । ରାସନ କାର୍ଡ ଥିଲେ ଜଲ୍ଦି ଦେଖନ୍ତୁ ।

1-ruppes

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଏଠାରେ ସରକାର ଙ୍କ ଠାରୁ ମିଳୁ ଥିବା 1 ଟଙ୍କିଆ ଚାଉଳ ବିଷୟ ରେ କହିବା ପାଇଁ ଆସିଛୁ । ତେବେ ଆମ ପାଖରେ ରହି ଥିବା ସଂମ୍ପର୍ଣ୍ଣ ସୂଚନା ଅନୁସାରେ ଏବେ ସରକାରଙ୍କ ଠୁ ଲୋକ ମାନଙ୍କୁ ଆଉ ଏହି 1 ଟଙ୍କିଆ ଚାଉଳ ମିଳିବ ନାହିଁ । ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଏମିତି ରେ ବହୁତ ଦିନରୁ ଆପଣ ମାନେ ଜାଣି ଥିବେ ଓଡ଼ିଶା ସରକାର ଗରିବ ଲୋକ ମାନଙ୍କୁ ଏହି 1 ଟଙ୍କିଆ ଚାଉଳ  ଯୋଗାଇ ଆସି ଛନ୍ତି । ଏବଂ ସେହି ପରି କ୍ଷେତ୍ର ରେ ଲୋକ ମାନେ ଏହି ଚାଉଳ ପାଇ ମଧ୍ୟ ବହୁତ ଖୁସି ରେ ରହି ଥାନ୍ତି । ହେଲେ ଏହି ଦିନ ରେ ମିଳି ଥିବା ସୂଚନା ରେ କୁହା ଜାଇଛି କି ଏବେ ଓଡ଼ିଶା ରାସନ କାର୍ଡ ଲିଷ୍ଟ ରେ ଆପଣ ମାନଙ୍କ ଆଧାର ସଂଯୋଗ ହେବା ନିତ୍ୟନ୍ତ ଆବଶ୍ୟକ ଅଟେ ।

ସେମିତି ରେ ଏହି ଦିନ ରେ ଆପଣ ମାନଙ୍କ ନିକଟସ୍ଥ ଡିଲର ପାଖରେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟରେ ଜାଣି ପାରିବେ । ସରକାର ଙ୍କ ନୂଆ ନିୟମ ଅନୁସାରେ ଯଦି କୈଣସି ଲୋକ ଙ୍କ ରେସନ୍ କାର୍ଡ ରେ ଆଧାର କାର୍ଡ ଲିଙ୍କ୍ ହୋଇ ନାହିଁ ତେବେ ସେମିତି କ୍ଷେତ୍ର ରେ ସେମାନେ ଏହି ସରକାର ଙ୍କ ଯୋଜନା ର ଉପଭକ୍ତା ହୋଇ ପାରିବେ ନାହିଁ । କାରଣ କିଛି ଦିନ ପୂର୍ବ ରୁ ଏମିତି ସୂଚନା ରହି ଥିଲା କି ଓଡ଼ିଶା ର ଅଧିକାଶଂ ଘରେ ଲୋକ ମାନେ ମୃତ୍ୟୁ କରି ଥିଲେ ବା ସେମାନେ ବହୁତ ଧନୀ ଶୀଳ ବ୍ୟକ୍ତି ହୋଇ ଥିଲେ ମଧ୍ୟ ସେମାନେ ଏହି ଯୋଜନା ରେ ସଂଯୋଗ ହୋଇ ଛନ୍ତି । ତଥା ସେମାନେ ଆଜିର ଦିନ ରେ ବି ଏହି ଟଙ୍କାକିଆ ଚାଉଳ କୁ ପାଉ ଛନ୍ତି ।

କେବଳ ସେହି ସବୁ କୁ ଆଖି ଦୃଷ୍ଟି ରେ ରଖି ଆମ ଓଡ଼ିଶା ସରକାର ଏହି ଦିନ ରେ ରେସନ କାର୍ଡ ରେ ପରିବାର ର ସଦଶ୍ୟ ମାନଙ୍କ ସଂଖ୍ୟା ଜାଣିବା ପାଇଁ ନିଜର ଆଧାର କୁ ସଂଯୋଗ କରିବା ପାଇଁ କହିଛନ୍ତି । ଯେଉଁ ମାନଙ୍କ ନାମ ଏହି ଲିଷ୍ଟ ରୁ କଟି ଯିବ ତେବେ ସେମାନେ ଏହି ଯୋଜନା ରେ ଅନ୍ତରଭୁକ୍ତ ହୋଇ ପାରିବେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *