ଆପଣ ମାନଙ୍କୁ ସୂଚନା ଦେବୁ କି ବର୍ତମାନ ସମୟ ରେ ଗୁଗୁଲ ପାଇଁ ଗୋଟିଏ କଣ୍ଟ୍ରାକଟ୍ର ର କାର୍ଯ୍ୟ କରି ଥାଏ ସ୍ମାର୍ଟ ଫୋନ୍ । ଏଠାରେ ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉ ଥିବେ । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଯେପରି କି ଆପଣ ମାନେ ଜାଣି ଥବେ ବର୍ତମାନ ସମୟ ରେ ଅତ୍ୟାଧୁନିକ ଯୁଗ ହୋଇ ଥିବା ସତ୍ୱେ ଲୋକ ମାନେ ସ୍ମାର୍ଟ ଫୋନ୍ ଏବଂ କମ୍ପୁଟର ର ବ୍ୟବହାର ବହୁତ ପରିମାଣ ରେ କରିବାରେ ଲାଗିଛନ୍ତି । ତେବେ ସେମିତି ବେଳେ ବର୍ତମାନ ସମୟ ରେ ଭାରତ ରେ ସବୁଠୁ ଅଧିକ ଲୋକ ମାନେ ଇଣ୍ଟରନେଟ ର ବ୍ୟବହାର କରି ଥାନ୍ତି । ସେମିତି ରେ ଏହି ଦିନ ରେ ମିଳି ଥିବା ସୂଚନା ଅନୁସାରେ ଗୁଗୁଲ ଆପଣ ମାନଙ୍କ ସବୁ କଥା କୁ ସୁଣୁଛି ବୋଲି ଏକ ଖବର କାଗଜରେ ଦାବି କରା ଜାଇଥିଲା।
ତେବେ ଆପଣ ମାନେ ଏହି କଥା କୁ ବି ବର୍ତମାନ ସମୟ ରେ ଜାଣି ଛନ୍ତି କି, ଆପଣ ମାନେ ଗୋପନ ରେ ନିଜ ବେଡରୁମ୍ ରେ ବି ଜାହା କଥା ବର୍ତ୍ତା ହେଉଛନ୍ତି । ସେହି ସବୁ କୁ ବି ଗୁଗୁଲ ଆପଣ ମାନଙ୍କ ଅନୁମତି ବିନା ହିଁ ସବୁ ବେଳେ ରେକର୍ଡ଼ କରି ତାର ସର୍ଭର କୁ ନେଉଛି । ସେମିତି ବେଳେ ଏହି ଦିନ ରେ ହୋଇ ଥିବା ଶର୍ଭେ ଅନୁସାରେ ଗୁଗୁଲ ଏସିଷ୍ଟେ୍ଣ୍ଟ୍ । ଜାହାକୁ ଆପଣ ମାନେ ସବୁ କିଛି ପଚାରୁ ଛନ୍ତି । ସେ ବି ଗୁଗୁଲ ର ଗୋଟିଏ କାରନାମା । ତେବେ ସେମିତି ବେଳେ ଆପଣ ମାନେ ଯଦି ଓକେ ଗୁଗୁଲ କହିବେ । ତେବେ ତାହା ସୁଣି ଥାଏ । ଏହା ଆପଣ ମାନେ ଜାଣି ଛନ୍ତି । କିନ୍ତୁ ଶର୍ଭେ ହିସାବ ରେ ତାହା ଆପଣଙ୍କ ଯେକୈଣସି ବି ଭୟସ୍ ରେ ଖଲି ଥାଏ । ଏବଂ ବହୁତ ସମୟ ରେ ସେମିତି ହିଁ ଖୋଲି ଯାଏ । ସେମିତି ବେଳେ ଆପଣ ମାନଙ୍କ ବହୁତ କଥା ବାର୍ତ୍ତା କୁ ସେ ରେକର୍ଡ କରି ଥାଏ ବୋଲି ଦେଖିବା ପାଇଁ ମିଳିଛି ।
ସେମିତି ରେ ଯେକୈଣସି ସ୍ମାର୍ଟ ଫୋନ୍ ବ୍ୟବହାର କାରୀ ମାନଙ୍କ ପ୍ରତ୍ୟେକ କଥା ବିଷୟ ରେ ଗୁଗୁଲ ହିସାବ ରଖି ଥାଏ । ଏବଂ ପରେ ଆପଣ ମାନଙ୍କୁ ସେହି ହିସାବ ରେ ହିଁ ନିଜର ଏଡ୍ ଦେଖାଇ ଥାଏ । ହେଲେ ଏଠାରେ ସବୁଠୁ ବଡ ପ୍ରଶ୍ନ ଉଠୁଛି ଗୁଗୁଲ ଆପଣହ୍କର ବିନା ଅନୁମତୀରେ ଆପଣଙ୍କର ପ୍ରତ୍ୟକ କଥା ଶୁଣୀ , ସେ କଥାରୁ ସେ କଣ ପାଇବ । ଏହାର ଉତ୍ତର ହେଉଛି , ସେ ଏଥିରୁ ଆପଣଙ୍କର ପସନ୍ଦ ନା ପସନ୍ଦ ଭଲ ମନ୍ଦ ଜାଣିବା ସହିତ , ଆପଣଙ୍କୁ ତାର ଆଡ ଦେଖାଇ ସେଥିରୁ ପଇସା ଇନକମ କରି ପାରିବ ।