ଏହି 3ଟି ନାମର ଝିଅ ହୋଇଥାନ୍ତି – ( ଗଙ୍ଗା ଭଳି ପବିତ୍ର ) : ଭଗବାନଙ୍କର ମଧ୍ୟ ହୋଇଥାନ୍ତି ଅତି ପ୍ରିୟ

jhia-jpg

ଏହି ଦୁନିଆଁ ରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ କଠିନ ହୋଇ ଥାଏ । କାହିଁକି ନା ଗୋଟିଏ ଝିଅ ମନ ରେ କେତେ ବେଳେ କଣ ଚାଲି ଥାଏ ଏହି ବିଷୟରେ କେହି ବି କହି ପାରିବେ ନାହିଁ । ଯେତେ ବେଳେ ନିଜେ ଭଗବାନ ହିଁ ନାରୀ ଙ୍କୁ ବୁଢି ପାରିଲେ ନାହିଁ ତେବେ ସାମାନ୍ୟ ମନୁଶ୍ୟ କଣ ବୁଝିବେ । ତେବେ ଏଠାରେ ସତ୍ୟତା ହେଉଛି କି ଝିଅ ମାନଙ୍କ ବ୍ୟବହାର ସବୁ ବେଳେ ଏତେ ଅଲଗା ହୋଇ ଥାଏ ଯେ ସେମାନେ କେତେ ବେଳେ କଣ ପ୍ରତିକିୟା ଦେବେ ସେହି ବିଷୟ ରେ ଜାଣିବା ଅସମ୍ଭବ ହୋଇ ଥାଏ । ସେମିତି ରେ ଏହି ଦୁନିଆଁ ରେ କିଛି ନାରୀ ମାନେ ଏମିତି ହୋଇ ଥାନ୍ତି ଯେଉଁ ମାନେ ବହୁତ ସରଳ ଏବଂ ଶଆନ୍ତ ସ୍ୱଭାବ ର ଅଟନ୍ତି । ସେମିତି କିଛି ଝିଅ ମାନେ ବହୁତ ଚାଲାଖ୍ ଅଟନ୍ତି । ଏବଂ ସେମାନେ କେବେ ବି ଭରସା ର ଯୈଗ୍ୟ ହୋଇ ନ ଥାନ୍ତି । ଆମେ ଆଜି ସେହି ଝିଅ ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ ବହୁତ ପବିତ୍ର ହୋଇ ଥାନ୍ତି । ଏମିତି ମନା ଯାଏ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନେ ବହୁତପବିତ୍ର ହୋଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅକ୍ଷର ବିଷୟ ରେ ।ଆଉ ସେମାନଙ୍କ ବିଷୟରେ ଅଧିକ କିଛି

B ନାମର ଝିଅ ।
ଏହି ନାମର ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏବଂ ସେମାନେ ସବୁ ସମୟ ରେ ଏମାନେ କୈଣସି ପରିସ୍ଥିତି ରେ ମଧ୍ୟ ନିଦଜର ଜିବନ ,ସାଥି ଙ୍କ ହାତ ଛାଡନ୍ତି ନାହିଁ । ଏବଂ ଏମାନଙ୍କର ବ୍ୟବହାର ମଧ୍ୟ ବହୁତ ସୁନ୍ଦର ହୋଇ ଥାଏ ।

N ନାମ ର ଝିଅ ।
ଯେଉଁ ମାନେ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାନ୍ତି ସେମାନେ ବହୁତ ତ୍ୱଜ ସ୍ୱଭାବ ର ହୋଇ ଥାନ୍ତି । ଏବଂ ସେମାନେ ନିଜର ତଥଆ ନିଜର ପରିବାର ର ଲୋକ ମାନଙ୍କ ବହୁତ ଧ୍ୟନ ରଖନ୍ତି । ସେମିତି ରେ ସେମାନେ କେବେ ବି ଅନ୍ୟ ପୁରୁଷ ଙ୍କୁ ଆଡ ଆଖିରେ ବି ଦେଖନ୍ତି ନାହିଁ ।

P ନାମର ଝିଅ ।
ଯେଉଁ ଝିଅ ମାନଙ୍କୁ ସବୁ ବେଳେ ସଂମ୍ପର୍କକୁ ବାନ୍ଧି ରଖିବା ବହୁତ ଭଲ ଭାବେ ଜଣା ଥାଏ । ଏହି ନାମର ଝିଅ ମାନେ ପ୍ରତ୍ୟେକ ଲୋକ ଙ୍କ ଭାବନା କୁ ବହୁତ ଭଲ ଆବେ ବୁଝି ପାରନ୍ତି । ସେମାନେ ତାଙ୍କ ଠାରୁ ବଡ ହୋଇ ଥାନ୍ତୁ ବା ସାନ ସେମାନେ ସବୁ ବେଳେ ଅନ୍ୟ ର ଆଦର କରିବା ପାଇଁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *