7 ଲକ୍ଷ ଟଙ୍କା ପାଇଁ ବାପା କରିଲେ ନିଜ ଝିଅକୁ ବିକ୍ରୀ, ଆଉ ତା ପରେ ଝିଅ ସହ ହୋଇଗଲା କିଛି ଏମିତି।

father-sold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସବୁ ସମୟରେ ବାପ ଏବଂ ଝିଅ ର ସଂମ୍ପର୍କ କୁ ପବିତ୍ର ବୋଲି ମନା ଜାଇ ଥାଏ । ହେଲେ ଏହି ଦୁନିଆଁ ରେ ଏମିତି ଜଣେ ବାପା ରହିଛନ୍ତି , ଯିଏ ନିଜର ଏବଂ ନିଜର ଝିଅ ର ସଂମ୍ପର୍କ ମଧ୍ୟରେ ପାଚେରୀ ଛିଡା କରିଛନ୍ତି । ଏଠାରେ ଦେଖିବା ପାଇଁ ମିଳିଛି କି ଜଣେ ପିତା ତାଙ୍କ ନିଜ ଝିଅକୁ ମାତ୍ର 7 ଲକ୍ଷ ଟଙ୍କା ରେ ବିକ୍ରୀ କରି ଦେଇଛନ୍ତି , ଏହା ଏକ ଦୁଃଖଦ ଘଟଣା ତହିଲେ କିଛି ଭୁଲ ହେବ ନାହିଁ । ଯେତେ ବେଳେ ସେହି ଝିଅ ପୋଲିସ୍ କୁ ମିଳିଲା ତେବେ ସେ ଗର୍ଭବତୀ ଥିଲା । ତେବେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ ଏହି ଘଟଣା ଟି ଉତ୍ତର ପ୍ରଦେଶ ର କଣ୍ଟମାଳୀ ଅଂଚଳ ରେ ହୋଇଛି ।

ଏଠାରେ ଏହି 13 ବର୍ଷ ର ଝିଅ ସହିତ ପୋଲିସ୍ ଏବେ ଦୁଇ ଜଣ ଲୋକ କୁ ମଧ୍ୟ ଏଥି ପାଇଁ ହିରାସତ୍ ନେଇ ଥିବାର ଦେଖିବା ପାଇଁ ମିଳିଛି । ଏହି ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣି ପାରି ଝିଅ ର କାକା ଜାଇ ପୋଲିସ୍ ଷ୍ଟେସନ୍ ର ଆଫାୟାର ଦେଇ ଥିଲେ ପରେ ଏହି ବିଷୟ ରେ ତନ୍ନାଘନା କରି ଥିଲା । ତେବେ ଜାଇ ଝିଅ ର ଠିକଣା ପାଇ ଥିଲା । 22 ଅକ୍ଟୋବର ଗୋପାଲ ରାମ୍ ମାଳୀ ଯିଏ କି ଝିଅ ର ବାପ ସେ ଘରେ କହି ଥିଲେ କି ସେ ନିଜର ଝିଅ ର ବାହାଘର ଠିକ୍ କରି ଦେଇ ଛନ୍ତି । ଏବଂ ସେ ବି ବିନା ଯୈତୁକ ରେ ।

ତେବେ ସେହି ପରି ବେଳେ ସେ ଏକା ଝିଅ କୁ ନେଇ ଜାଇ ଥିଲେ ପୁଅ ଘର ପିଲା କୁ ଦେଖା କରିବା ପାଇଁ । ତେବେ ସେହି ଦିନ ରେ ଜାଇ ଗୋପାଲ ବାବୁ ନିଜ ଝିଅ କୁ ନେଇ ଦୁଇ ଜଣ ଗୁଇଦ୍ଧା ଲୋକ ଙ୍କୁ 7 ଲକ୍ଷ ଟଙ୍କା ରେ ବିକ୍ରୀ କରି ଥିଲେ । ଏବଂ ସେବି ମଧ୍ୟ ଘର କୁ ଫେରି ନ ଥିଲେ । ପରେ କିଛି ଦିନ ମଧ୍ୟ ରେ ନିଜର ସାନ ଭାଇ ଜାଇ ଏହି ଘଟଣା ର ସନ୍ଦେହ କରି ପୋଲିସ୍ ରେ କମ୍ଫଲେନ୍ କରି ଥିବାରୁ ଏହି ସବୁ ଘଟଣା ର ପର୍ଦାଫାସ୍ ହୋଇ ଥିଲା ।

Leave a Reply

Your email address will not be published. Required fields are marked *