ଚା ପିଉଥିଲେ ହୋଇଜାଆନ୍ତୁ ସାବଧାନ – ଚା ପିଇଲେ ହେଉଛି ଏହି ସାଙ୍ଘାତିକ ରୋଗ

tea

ଆଜିର ସମୟ ରେ ପ୍ରତ୍ୟେକ ଲୋକ ମାନେ ସକାଳେ ଟିକିଏ ଚା, ପିଇବା ପାଇଁ ପସନ୍ଦ କରି ଥାନ୍ତି । ଏମିତି ରେ କିଛି ଲୋକ ମାନେ ରହିଛନ୍ତି । ଯେଉଁ ମାନଙ୍କ ସକାଳ ଚା ବିନା ଦିନ ଆରମ୍ଭ ହୋଇ ନ ଥାଏ ।ଆଉ ଶୀତ ଦୀନେତ ଅଧିକାଂଶ ଲୋକ ସକାଳୁ ଗୋଟେ କପ ଚା ପିଇବାକୁ ପସନ୍ଦ କରିଥାନ୍ତି । ସେମିତିରେ ପ୍ରାୟତଃ ଲୋକ ମାନେ ଏମିତି ରହିଛନ୍ତି ଯେଉଁ ମାନେ କି ଚା ପିଇବା ପାଇଁ ପସନ୍ଦ କରି ଥାନ୍ତି । କିନ୍ତ ଆଜ୍ଞ୍ୟା ଚା ପିଇବା ବହୁତ ଭଲ ହେଲେ ଯଦି ଆପଣ ମାନେ ଏହି ଚା ଅଭ୍ୟାସ ଅଧିକ ପରିମାଣ ରେ କରିବେ ତଥା ଯଦି ଆପଣ ମାନେ ଅତ୍ୟାଧିକ ଗରମ ଚା ର ସେବନ କରୁ ଥାନ୍ତି , ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଁ ଏହା ବହୁତ ଖରାପ ହୋଇ ପାରେ ।

ସେମିତି ରେ ଆପଣ ମାନେ ଦେଖି ଥିବେ ବହୁତ ଲୋକ ମାନେ ରହି ଥାନ୍ତି ଯେଉଁ ମାନେ ଦିନ ରେ 10 ରୁ ଅଧିକ ଚା ପିଇବା ପାଇଁ ପସନ୍ଦ କରି ଥାନ୍ତି । ସେହି ପରି କ୍ଷେତ୍ରରେ ଆପଣ ମାନଙ୍କ ପାଇଁ ବହୁତ ଖରାପ ପରିସ୍ଥିତି ହୋଇ ପାରେ । ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି କିଛି ବିଷେଶଜ୍ଞ୍ୟ ଙ୍କ ଅନୁଯାୟୀ ଚା ତିଆରି କରିବା ଏବଂ କପ୍ ରେ ଢାଳିବା ର ସମୟ ଭିତରେ ଅନ୍ତର ରହିବା ଦରକାର । ସେମିତି ବେଳେ ଏହି କିଛି ଦିନ ତଳେ ହୋଇ ଥିବା ଗୋଟିଏ ରିପୋର୍ଟ ରେ ଦେଖିବା ପାଇଁ ମିଳିଛି । ଯେଉଁ ମାନେ ନିତି ଦିନିଆ ଜିବନ ରେ ଗରମ ଚା ର ସେବନ କରି ଥାନ୍ତି ସେମାନଙ୍କୁ 40 ରୁ 55 ବୟସ ମଧ୍ୟରେ ହିଁ କ୍ୟନସର ଭଳି ରୋଗ ଦେଖିବା ପାଇଁ ମିଳେ ।

ତେବେ ସେମିତି ନୁହେଁ ଯେ ଆପଣ ମାନେ କେବେ ବି ଚା ର ସେବନ କରିବେ ନାହିଁ । ଚା ଆମ ସ୍ୱାସ୍ଥ ପାଇଁ ବହୁତ ଭଲ ଅଟେ । କିନ୍ତୁ ଯଦି ଆପଣ ମାନେ ଦିନ ରେ 700 ML ରୁ ଅଧିକ ପରିମାଣ ରେ ଚା ର ସେବନ କରୁଛନ୍ତି । ଏବଂ ତାହା ମଧ୍ୟ 60 ଡିଗ୍ରୀ ରୁ ଅଧିକ ରେ ସେମିତି ବେଳେ ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ପାରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *