ରାତି ସମୟରେ କପଡା ଧୋଇବା କିମ୍ବା ବାହରେ ଶୁଖାଇବା ଆପଣଙ୍କୁ ପଡି ପାରେ ଭାରି , ଜାଣନ୍ତୁ ଏହା ପଛର କାରଣ କଣ

cloth-wash

ଏହି ବ୍ୟସ୍ତ ବହୁଳ ଜୀବନ ମଧ୍ୟ ରେ ମଣିଷ ସବୁବେଳେ ତାର କାମ କୁ ନେଇ ବ୍ୟସ୍ତ ରହିଥାଏ । ତାକୁ ତାର ନିଜର ଯତ୍ନ ନେବା ପାଇଁ ତାକୁ ସମୟ ହୋଇ ନଥାଏ । ସେ ନିଜର ପୋଷାକ ସଫା କରିବା ତ ଦୁର କଥା ସେ ଦିନ ସମୟ ରେ ତାକୁ ଖାଇବା ପାଇଁ ସମୟ ମିଳି ପାରି ନଥାଏ । ତେଣୁ ସେ ରାତ୍ରି ର ସମୟ ରେ ସେ ଫାଙ୍କା ହେଲେ ତାର ପୋଷାକ ସଫା କରିଥାଏ ଏବଂ ତାହାକୁ ବାହାରେ ଶୁଖାଇ ଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ଙ୍କୁ ଜଣା ନାହିଁ ସେଥି ଲାଗି ଆପଣ ଏମିତି କାମ କରୁଛନ୍ତି । ଯାହାକି ଆପଣ ଙ୍କୁ ଏହାର ଭାରୀ ପଡି ପାରେ । ତେବେ ଆସନ୍ତୁ ଜାଣିବା ଏହି ପୋଷ୍ଟ ଜରିଆ ରେ ।

ରାତି ରେ କପଡା ଶୁଖାଇବା ଦ୍ୱାରା ନକରାତ୍ମକ ଆତ୍ମା ଆପଣଙ୍କ ପୋଷାକ ସାହାଯ୍ୟ ରେ ଆସି ଆପଣ ଙ୍କ ଘର ଭିତର କୁ ପ୍ରବେଶ କରନ୍ତି । ଆପଣ ଙ୍କୁ ଏହି କଥା ଶୁଣି ଅଜବ ପ୍ରକାର ର ଲାଗୁ ଥିବ କିନ୍ତୁ ଏହା ହିଁ ସତ୍ୟ ଅଟେ । ବହୁତ ଥର ଆମେ ରାତ୍ରି ସମୟ ରେ ସମସ୍ତ କାମ କରି ଥାଉ ଯାହା ଦ୍ୱାରା ପୁରାଣ ଶାସ୍ତ୍ର ର ସ୍ପଷ୍ଟ ଭାବରେ ଏହା ଅନୁଚିତ ବୋଲି କୁହାଯାଇଛି । ଯଦି ଆପଣ ରାତି ରେ କପଡା ସଫା କରୁଛନ୍ତି , ତେବେ ଆପଣ ଜାଣି ଶୁଣି ଆପଣଙ୍କ ଘରକୂୁ ନକରାତ୍ମକ ଆତ୍ମା କୁ ନିଜ ଘରକୁ ନିମନ୍ତ୍ରଣ କରୁଛନ୍ତି ବୋଲି ଜାଣନ୍ତୁ । ତେବେ ଆସନ୍ତୁ ଜାଣିବା ଏହା ପଛର ର ତର୍କ କଣ ହୋଇ ଥାଇ ପାରେ ।

ରାତି ର ସମୟ ରେ କପଡା ଧୋଇ ଯଦି ଆପଣ ବାହାରେ ଶୁଖାଉ ଛନ୍ତି ତେବେ ଉଡି ବୁଲୁ ଥିବା ନକରାତ୍ମକ ଆତ୍ମା ସେହି ପୋଷାକ ରେ ସମାୟତ ହୋଇ ଯାଇଥାନ୍ତି  । ଫଳ ରେ ଏହି ପୋଷାକ କୁ ଆପଣ ପରିଧାନ କରିଲେ ଆପଣ ଙ୍କର କିଛି କ୍ଷତି ଘଟି ପାରେ । ଆଜ୍ଞା ହଁ ଦିନ ରେ ଶୁଖାଉ ଥାବା ପୋଷାକ ସୁର୍ଯ୍ୟ ର ଆଲୋକ ରେ ଆସି ସେଥିରେ ଥିବା ନକରାତ୍ମକ ଆତ୍ମା ମାନଙ୍କୁ ନଷ୍ଟ କରିଦେଇ ଥାଏ ଏବଂ ସକରାତ୍ମକଭାବନା ସୃଷ୍ଟି କରାଏ , କିନ୍ତୁ ଏହା ରାତିର କିରଣ ରେ ନକରାତ୍ମକ ଆତ୍ମା କୁ ନଷ୍ଟ କରି ପାରେ ନାହିଁ ଯାହା ଆପଣ ଙ୍କ ଉପରେ ଖରାପ ପ୍ରଭାବ ପକାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *