ବାସ୍ତୁ ଅନୁସାରେ ଘରର ଏହି ସ୍ଥାନରେ କେବେବି ଲଗାନ୍ତୁନି ଘଡି, ଲଗାଇବା ହୋଇ ଥାଏ ବହୁତ ଅଶୁଭ ।

watch

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଘରର ଶୁଭ ତଥା ବହୁତ ଧନର ଉପାର୍ଜନ ପାଇଁ ଘରେ ବାସ୍ତୁ ହିସାବରେ ପ୍ରତ୍ୟେକ କାର୍ଯ୍ୟକୁ କରିବା ସଠିକ୍ ହୋଇ ଥାଏ । ସେହି ପରି ବେଳେ ବହୁତ ଥର ଘରେ ବାସ୍ତୁ ହିସବରେ କାର୍ଯ୍ୟ କରିବା ଦ୍ୱାରା ଆପଣ ମାନଙ୍କୁ ଏହାର ବହୁତ ଭଳ ଫଳ ମଧ୍ୟ ମିଳି ଥାଏ । ଆମେ ଆପଣ ମାନଙ୍କୁ ଆଜି ଏଠାରେ ଘରେ ଥିବା ଘଡି ବିଷୟରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଘରେ ଘଡି ରହିବାର ବହୁତ ମହତ୍ୱ ରହି ଥାଏ । ସେମିତିରେ ବହୁତ ବୈଜ୍ଞ୍ୟାନିକ ମାନେ ଆଜି ପର୍ଯ୍ୟନ୍ତ ଏହି କଥାକୁ କେବେ ବି ବୁଝି ପାରିଲେ ନାହିଁ କି ବାସ୍ତୁ ଶାସ୍ତ୍ର ପଛରେ କଣ ରହସ୍ୟ ରହିଛି ବୋଲି । ଘରେ ଥିବା ଘଡି ଆପଣଙ୍କ ବା ଘରର କୈଣସି ବ୍ୟକ୍ତିଙ୍କ ଗ୍ରହ ଚଳନ ଉପରେ ବହୁତ ପ୍ରକାରର ପ୍ରଭାବ ପକାଇ ଥାଏ । ବହୁତ ସମୟ ରେ ଘରେ ଘଡି କୁ ଅଲଗା ସ୍ତାନ ମାନଙ୍କରେ ଲଗାଇବା ଦ୍ୱାରା ଆପଣ ମାନଙ୍କର ଏବଂ ଘରର ବାସ୍ତୁ ଉପରେ ବହୁତ ପ୍ରଭାବ ପକାଇ ଥାଏ । ସେମିତିରେ ଆମେ ଆପଣଙ୍କୁ କହିବୁ କି ଘରେ କେଉଁ କାନ୍ଥ ରେ ଘଡି ଲଗାଇବା ଦ୍ୱାରା ଆପଣଙ୍କ ପ୍ରତି ଖରାପ୍ ପ୍ରଭାବ ପଡି ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

1. ଆପଣ ମାନେ ବୋଧ ହୁଏ ଜାଣି ନ ଥିବେ କି ଘର ର ଦକ୍ଷିଣ କାନ୍ଥରେ ଘଡି ଟାଙ୍ଗିବା ଦ୍ୱାରା ଘର ପ୍ରତି ଏହା ବହୁତ ଅଶୁଭ ମନା ଯାଏ । ଏହା କରିବାରୁ ସବୁ ବେଳେ ବଞ୍ଚିବା ଦରକାର ।  ସେହି ପରି ଯଦି ଆମେ ବାସ୍ତୁର କଥା କହିବା ତେବେ ଘରର ପୂର୍ବ ପଶ୍ଚିମ ଏବଂ ଉତ୍ତର କାନ୍ଥରେ ଘଡି କୁ ଲଗାଇବା ଉଚିତ୍ ହୋଇ ଥାଏ ।

2 . ସେମିତି ରେ ଯଦି ଆପଣ ମାନେ ଘରର ମୂଖ୍ୟ ଦ୍ୱାରର ଉପରେ ଘ଼ଡିକୁ ଲଗାଉ ଛନ୍ତି , ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ଥାଏ ।  କେବଳ ସେତିକି ନୁହେଁ ବୈବାହିକ ଜିବନରେ ଅଧିକ ଖୁସି ରେ ରହିବା ପାଇଁ ନିଜ ବେଡ୍ ର ଠିକ ଲାଗିଥିବା କାନ୍ଥରେ କେବେବି ଘଡ୍ ଟାଙ୍ଗନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ ।

3. ସେହି ପରି ବେଳେ ଯଦି ଘରେ ଖରାପ୍ ଘଡି ରହିଛି ତେବେ ଏହା ଘର ଏବଂ ଆପଣଙ୍କ ଗ୍ରହ ପାଇଁ ବହୁତ ଅଶୁଭ ହୋଇ ଥାଏ । ତେଣୁ ଘରେ କେବେବି ବ୍ୟଟେରି ନଥିବା କିମ୍ବା ଇଚଳ ଘଣ୍ଟା ରଖନ୍ତୁ ନାହିଁ । ଭୁଲରେ ବି କେବେ ଘରର କବାଟରେ ଘଡି ଲଗାନ୍ତୁ ନାହିଁ , ଏହା ବହୁତ ଖରାପ୍ ହୋଇ ଥାଏ ଏବଂ ଆପଣ ମାନଙ୍କ ଉପରେ ଏହାର ନାକାରାତ୍ମକ ଶକ୍ତି ପଡି ଥାଏ ।

Leave a Reply

Your email address will not be published. Required fields are marked *