ସକାଳୁ ସକାଳୁ ଚା ପିଉଥିଲେ ନିଶ୍ଚୟ ପଢନ୍ତୁ । ( ପୁଅ ଏବଂ ଝିଅ ) – ସମସ୍ତେ ଟିକେ ନିଶ୍ଚୟ ଦେଖନ୍ତୁ | ମୁଣ୍ଡ ବୁଲେଇବ

tea

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସାଧାରଣ ଭାବେ ସକାଳେ ଆମେ ଯେଉଁ କାର୍ଯ୍ୟ କରି ଥାନ୍ତି । ସେହି ସବୁ ର ପ୍ରଭାବ ଆମର ଦିନର ସଂମ୍ପର୍ଣ୍ଣ କାର୍ଯ୍ୟ ଉପରେ ପଡି ଥାଏ । ତଥା ଏହାର ପ୍ରଭାବ ବି ଆମର ଡେଲି ଲାଇଫ୍ ରେ ମଧ୍ୟ ପଡି ଥାଏ । ସେହି ବିଷୟ ରେ ଆମେ କିଛି କଥା ଆଜି ଆଲୋଚନା କରିବା ପାଇଁ ଆସିଛୁ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଏହି ବିଷୟ ରେ ଜାଣି ନେବା । ଯେଉଁ ଲୋକ ମାନେ ସକାଳେ ଉଠି ଚାହା ପିଇ ଥାନ୍ତି । ସେମାନଙ୍କ ଶରୀର ଆଗାମୀ ସମୟରେ ବହୁତ ଖରାପ୍ ହୋଇ ଥାଏ । ମାନେ ଏମିତି ଅନେକ ରୋଗ ରହିଛି ଜାହା ସକାଳେ ଚାହା ପିଇବା ଦ୍ୱାରା ହୋଇ ଥାଏ ।

ଆମେ ଯଦି ସକାଳେ ଖାଲି ପେଟ ରେ ଗ୍ରୀନ୍ ଟି ପିଉଛୁ ତେବେ ସେହି ପରି ବେଳେ କିଛି ହେବାର ଆଶଙ୍କା ରହି ନ ଥାଏ ହେଲେ ଯଦି ଆପଣ ମାନେ କ୍ଷୀର ରେ ତିଆରୀ ଚାହା ର ସେବନ କରୁଛନ୍ତି । ତେବେ ଏହା ଆପଣ ମାନଙ୍କ ଦେହ କୁ ଖରାପ୍ କରି ପାରେ । ସକାଳେ ଖାଲି ପେଟରେ ଚା ପିଇଲେ, ଯେତେ ବେଳେ ଚାହା ପେଟ କୁ ଯାଇ ଥାଏ ତେବେ ପେଟରେ ଥିବା ଲାଳ ଅଁଶ ସହିତ ମିଶି କରି ଏହା ଏସିଡିଟି  ବଢେଇ ଥାଏ । ଏବଂ ପରେ ପରେ ଏହା ଆମର ପେଟ ରୋଗ ର କାରଣ ହୋଇ ଥାଏ । ତଥା ଆପଣଙ୍କୁ ସୂଚନା ଦେବୁ କି ଏହା ଆମର ରକ୍ତ କଣିକା ସହିତ ମିଶି କରି ଅଧିକ କୋଲେଷ୍ଟ୍ରଲ ବଢେଇବାରେ ସାହାଯ୍ୟ କରେ, ତଥା ଆମର ହାର୍ଟ ଆର୍ଟାକ୍ ର ଚାନ୍ସକୁ ବହୁତ ପରିମାଣ ରେ ବଢେଇ ଥାଏ ।

ଲୋକ ମାନେ ଏହି କଥା କୁ ଭାଭି ଥାନ୍ତି ଆଜି କାଲି ର ଫାଷ୍ଟ ଫୁଡ ଜିନିଷ ଏବଂ ତଥା ତେଲ ଜାତୀୟ ଖାଦ୍ୟ ଖାଇଲେ ଆମ ର ମେଦ ବହୁଳ ହୋଇ ଥାଏ । ହେଲେ ଆପଣଙ୍କୁ ସୂଚନା ଦେବୁ କି ଏହା କଦାବି ନୁହେଁ ମେଦ ବହୁତ ଅନ୍ୟ ଜିନିଷ ର ସେବନ କରିବା ଦ୍ୱାରା ହୋଇ ଥାଏ । ଏବଂ ତାହା ହେଲା ଚାହା ଆମର ଡାଇଡେସନ୍ ଶକ୍ତି କୁ କମେଇବା ସହିତ ମେଟାବଲିଜମ୍ କୁ ବଡେଇ ଥାଏ । ତେବେ ସେହି ପରି ବେଳେ ଆପଣ ମାନେ କିଛି ଦିନ ମଧ୍ୟ ରେ ହିଁ ମୋଟା ହେବା ପାଇଁ ଲାଗନ୍ତି । ଏହି ପରି ଆପଣ ମାନେ ଯଦି ଖାଲି ପେଟ ରେ ଚାହା ର ସେବନ କରୁ ଥାନ୍ତି । ତେବେ ବହୁତ ଶୀଘ୍ର ଆପଣ ମାନଙ୍କୁ ମଳ କଣ୍ଟକ ରୋଗ ହୋଇ ପାରେ ।

Leave a Reply

Your email address will not be published. Required fields are marked *