ଶୋଇବା ବେଳେ ଏହି ଭୁଲ ସବୁ କରୁ ନାହାନ୍ତି ତ , ହୋଇ ଜାଆନ୍ତୁ ସାବଧାନ : ନ ହେଲେ ପଡିବ ମହଙ୍ଗା

sleep-ef

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କ ସହିତ ଶୋଇବା ସମୟ ରେ କରା ଜାଉ ଥିବା ଭୁଲ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହୁଁବୁ ଯଦି ଆପଣ ମାନେ ଏହି ସବୁ ଭୁଲ କରୁଛନ୍ତି ତେବେ ସାବଧାନ ହୋଇ ଜାଆନ୍ତୁ । ନଚେତ୍ ଆପଣ ମାନେ ବହୁତ ଶିଘ୍ର ଭିକାରୀ ଅବସ୍ତା କୁ ଆସି ଜାଇ ପାରନ୍ତି । ବହୁତ ସମୟ ରେ ମନୁଷ୍ୟ ବହୁତ ଏମିତି ଛୋଟ ଛୋଟ ଭୁଲ କରି ଥାଏ ଜାହା ଦ୍ୱାରା ସେ ଆଗାମୀ ସମୟ ରେ ବହୁତ ଗୁଡ଼ିଏ ଅସୁବିଧା ର ସାମ୍ନା କରି ଥାଏ । ଯଦି ଆମେ ଶାସ୍ତ୍ର ର କଥା କହିବା ତେବେ ପ୍ରତ୍ୟେକ କାର୍ଯ୍ୟ କୁ କରିବାର ସଠିକ୍ ସମୟ ରହି ଥାଏ ବୋଲି କୁହାଜାଇଛି ।

ହେଲେ କିଛି ଲୋକ ମାନେ ଏହାକୁ ନ ମାନି ଅସମୟ ରେ ବା ଶୋଇବା ସମୟ ରେ ସେହି କାର୍ଯ୍ୟ କୁ କରିବା ଚେଷ୍ଟା କରନ୍ତି । ତେବେ ଆସନ୍ତୁ ଆମେ ସେହି ବିଷୟ ରେ ଆହୁରୀ ବି ଅଧିକ ଭାବେ ଜାଣି ନେବା । ତେବେ ପ୍ରଥମେ ରହିଛି ଗୋଟିଏ ବ୍ୟକ୍ତି ଙ୍କୁ କେବେ ବି ରାତି ରେ ଶୋଇବା ସମୟ ରେ ନିଜ ମୁଣ୍ଡ ପାଖରେ ମୋନି ପର୍ସ ରଖି ଶୋଇବା କଥା ନୁହେଁ । ଏହା କରିବା ଦ୍ୱାରା ଘର ର ଖର୍ଚ୍ଚ ବୃଦ୍ଧି ପାଇ ଥାଏ । ଏବଂ ଦରିଦ୍ରତା ବୃଦ୍ଧି ପାଏ । ତେବେ କେବେ ବି ଏହି କାର୍ଯ୍ୟ କରନ୍ତୁ ନାହିଁ ।

ସେହି ପରି ଭାବେ ଆପଣଙ୍କୁ ସୂଚନା ଦେବୁ କୁ କେବେ ବି ଶୋଇବା ସମୟ ରେ ମୁଣ୍ଡ ପାଖରେ ଗାଡିର ଚାବି କୁ ରଖି ଶୁଅନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଘର ପାଇଁ ବହୁତ ଅଶୁଭ ହୋଇ ଥାଏ ଏବଂ ବହୁତ ନାକାରାତ୍କ ଶକ୍ତି ର ଦୃଷଟି ରହି ଥାଏ । ସେମିତି ଯଦି ତୃତୀୟ ର କଥା କହିବା ବ୍ୟକ୍ତି ଙ୍କୁ ଶୋଇବା ସମୟ ରେ ଯୋତା ବା ତପଲ ମାଡି ଶୋଇବା କଥା ନୁହେଁ । ଏହା କରିବା ଦ୍ୱାରା ଆମ ମାନଙ୍କ ଘରୁ ମାତା ଲକ୍ଷ୍ମୀ ଛାଡି ଜାଆନ୍ତି ତଥା ଘର ର ପାଇଁ ବି ବହୁତ ଅଶୁଭ ଅଟେ ।

ସେହି ପରି ଭାବେ ବ୍ୟକ୍ତି ଙ୍କୁ କେତେ ବେଳେ ବି ଶୋଇବା ସମୟ ରେ ନିଜ ମୁଣ୍ଡ ପାଖରେ ସୁନା ବା ଚାନ୍ଦି ରଖି ଶୋଇବା କଥା ନହେଁ । ଆପଣଙ୍କ ଶୈଭାଗ୍ୟ କୁ ଦୁର୍ଭାଗ୍ୟ ରେ ପରିବର୍ତନ କରି ଥାଏ । ସେମିତି ସେଷ ରେ ରହିଛି ଆପଣ ମାନେ କେତେ ବି ନିଜର ମୁଣ୍ଡ ପାଖରେ ଲୁହା ବା ଯକୈସି ଧାତୁ ର ଚାବି କୁ ରଖନ୍ତୁ ନାହିଁ । ଏହା ଘର ର ଧନ ହାନୀ କରେ ।

ସବୁଠୁ ବଡ କଥା ହେଉଛି ଶୋଇଲା ବେଳେ , ମୋବାଇଲ କି କମ୍ପୁଟର ମୁଣ୍ଡ ପାଖେ ରଖି ଶୁଅନ୍ତୁ ନାହିଁ । କାରଣ ଏହି ସବୁ ଜନ୍ତ୍ରରୁ ଏକ ପ୍ରକାର ରେଡିଏସନ ବାହାରିଥାଏ , ଯାହା ଆମ ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଏବେ ଏବେ ବୌଞ୍ଗାନିକ ମାନେ ରିଶର୍ଚ ରେ ଜାଣିବାକୁ ପାଇଛନ୍ତି ଯେ, ମୋବାଇଲର ରେଡିଏସନ ରେ ବ୍ରେନ କ୍ୟାନସର ଭଳି ମାରାତ୍ମକ ରୋଗ ହେଉଛି ବୋଲି । ତେଣୁ ଅନୁରୋଧ ରାତିରେ ଶୋଇଲା ବେଳେ କେବେବି ମୋବାଇଲକୁ ମୁଣ୍ଡ ପାଖେ ରଖି ଶୁଅନ୍ତୁନି । ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ ।

Leave a Reply

Your email address will not be published. Required fields are marked *