ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ୫ଟି କାମ | ଶୁଭଫଳ ମିଳିବ |

MAA-LAXMI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରିୁଛୁ । ଆମେ ଆଜି ଆପଣ ମାନଙ୍କୁ ଏହି ମାଧ୍ୟମ ରେ ଆପଣ ମାନଙ୍କୁ ଜଣାଇବା ପାଇଁ ଚାହିଁବୁ କି । କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣ ମାନଙ୍କୁ ମାଁ ଲକ୍ଷ୍ମୀ ଙ୍କ କୃପା ସବୁ ବେଳେ ରହିବ । ଏବଂ ଏହି ସବୁ କାର୍ଯ୍ୟ କୁ କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି ଧନ ର ହାନୀ ହେବ ନାହିଁ । ତେବେ ଆସନ୍ତୁ ଏହି ବିଷୟ ରେ ଜାଣି ନେବା ।

କେବେ ବି ଗୋଟିଏ ହାତ ରେ ନମସ୍କାର ବା ଜୁହାର ହେବା ଠିକ୍ ନୁହେଁ । ଏମିତିରେ ଯଦି ଆପଣ ମାନେ ଗାଡି କିମ୍ବା ସାଇକେଲ ର ହେଣ୍ଡଲ ଧରିଛନ୍ତି । ତେବେ ମୁଣ୍ଡ ତଳକୁ କରି ପ୍ରଣାମ୍ ହେବା ଟା ଆପଣ ମାନଙ୍କ ପାଇଁ ସଠିକ୍ ଅଟେ । ସେହି ପରି ଭାବେ ନାରୀ ମାନେ ସ୍ନାନ କରିବା ପରେ ନିଜ ର ଆଙ୍ଗୁଳୀ ରେ ସିନ୍ଦୁର ପିନ୍ଧନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇ ଥାଏ । ଯଦି ଘରେ ରୂପା ର କଣ୍ଟା ଅଛି କିମ୍ବା ଝିଙ୍କ କାଠି ରେ ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ । କେବେ ବି ପିତୃ ପୁରୁଷ ମାନଙ୍କ ଫୋଟ କୁ ଦକ୍ଷିଣ କିମ୍ବା ପଞ୍ଚିମ ଦିଗ ର କାନ୍ଥ ରେ ଲଗାନ୍ତୁ ନାହିଁ ।

କେବେ ବି ଆପଣ ମାନେ ଘରର ଦକ୍ଷିଣ ଦିଗ ର କାନ୍ଥ ରେ ଘଣ୍ଟା ଟାଙ୍ଗନ୍ତୁ ନାହିଁ । ଏହା ସବୁ ସମୟ ରେ ଅଶୁଭ ମନା ଜାଇ ଥାଏ । କେବେ ବି ଘରେ ଗଡରେଜ୍ କୁ ଦକ୍ଷିଣ ଦିଗ କୁ କରି ରଖନ୍ତୁ ନାହିଁ । ନଚେତ୍ ଆପଣଙ୍କ ଘରେ କୈଣସି ନା କୈଣସି ଲୋକ ଙଅକ ଶରୀରିର ସର୍ବଦା ଖରାପ୍ ହେଉ ଥିବ ଏବଂ ଆପଣଙ୍କ ଧନ ତାଙ୍କରୀ ହିଁ ପଛରେ ସବୁ ଲାଗି ରହିବ । ସେମିତି ରେ ଯଦି ଆମେ କହିବା ଆମ ମାନଙ୍କ ଗୃହ ରେ ରହି ଥିବା ଝାଡୁ ରେ କେବେ ବି ଗୋଡ ଲଗାନ୍ତୁ ନାହିଁ । ଏବଂ ଏହା ସହିତ ଘର କୁ ଯଦି ଆପଣ ଝାଡି ଟିଏ କିଣି କରି ଆଣୁଛନ୍ତି ତେବେ କେବେ ବି ଶନିବାର ଦିନ ଏହାକୁ ଘରକୁ ଆଣନ୍ତୁ ନାହିଁ । ଘର ର ପଶ୍ଚିମ ଦିଗ ରେ ଝାଡୁ ରଖିଲେ ସବୁ ବେଳେ ଶୁଭ ଫଳ ମିଳି ଥାଏ । କେବେ ବି ସ୍ୱର୍ଣ୍ଣ ମୁଦ୍ରିକା କୁ ବାମ ହାତରେ ପିନ୍ଧିବେ ନାହିଁ ।

ସେହି ପରି ବେଳେ ଯଦି ଆପଣ ସୁନା କୁ କୈଣସି ଲାଲ୍ ବା ହଳଦିଳା କପଡା ରେ ଗୁଡେଇ ରଖଛନ୍ତି ତେବେ ଶୁଭ ଫଳ ପ୍ରାପ୍ତି ହୋଇ ଥାଏ । ଯଦି ଘରେ ଅସ୍ୱସ୍ତ ଘଛ ରହିଛି ତେବେ ସେହି ଗଛ ରେ ସବୁ ଗୁରୁବାର ଦିନ ଜଳ ଅର୍ପଣ କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଭାଗ୍ୟ କିଛି ଦିନ ରେ ହିଁ ଖୋଲି ଯିବ । ଅଦ୍ଧାରିଆ ସ୍ଥାନ ରେ ଅକୁଟିଆ ବସନ୍ତୁ ନାହିଁ । ଏହା ଅଶୁଭ ହୋଇ ଥାଏ । ସବୁ ସମୟ ରେ ପୂଜା କରବା ସମୟ ରେ ଏହି କଥା ର ଧ୍ୟନ ରଖିବେ କି ତଳେ ବସି କେବେ ବି ଠାକୁର ଙ୍କୁ ପୂଜା କରନ୍ତୁ ନାହିଁ । ଏହା ସହିତ କେବେ ବି ପଥର ଏବଂ ପିଢା ଉପରେ ବସି ପୂଜା କରନ୍ତୁ ନାହିଁ ଏହା ଦ୍ୱାରା ଧନ ର ହାନୀ ହୁଏ ।

Leave a Reply

Your email address will not be published. Required fields are marked *