ରୋଷେଇଘରେ ଭୁଲ୍ ରେ ବି କରନ୍ତୁନି ଏହି କାମ – ଘର ଛାଡ଼ି ଚାଲିଯିବେ ( ମା ଲକ୍ଷ୍ମୀ )

rosai-ghara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆପଣ ମାନଙ୍କୁ ଆଜି କହିବା କି ରୋଷେଇ ଘରେ ଯଦି ଏହି ସବୁ ଭୁଲ କରୁଛନ୍ତି । ତେବେ ନିଶ୍ଚିତ ଭାବେ ଧ୍ୟନ ରଖନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଲକ୍ଷ୍ମୀ ଙ୍କ କୋପ ତୁରନ୍ତ ପଡି ପାରେ । ତେବେ ଆସନ୍ତୁ ଜାଣିବା ଏହି ସବୁ କାର୍ଯ୍ୟ କଣ କଣ । ଆମେ ମାନେ ଜାଣିଛେ କି ଘର ର ରୋଷେଇ ଶାଳ କୁ ଗୋଟିଏ ମହତ୍ୱ ପୂର୍ଣ୍ଣ ସ୍ଥାନ ବୋଲି କୁହା ଜାଇ ଥାଏ । ଯଦି ଆମେ ଏଠି କିଛି ବି ଗଡ ବଡ କରିବା ତେବେ ଏହାର ପରିଣାମ ଆମ ଉପରେ ପଡିବ ।

ବାସ୍ତୁ ଏବଂ ଜ୍ୟତିଷ ଶାସ୍ତ୍ର ର ଯଦି ଆମେ କଥା କହିବା ତେବେ ଘର ର ଏହି ରୋଷେଇ ଶାଳ ହିଁ ପରିବାର ଲୋକ ମାନଙ୍କ ସ୍ୱାସ୍ଥ ଉପରେ ବହୁତ ପ୍ରଭାବ ପକେଇ ଥାଏ । ତେବେ ଆ,ସନ୍ତୁ ଜାଣି ନେବା ଏହି ସବୁ କାର୍ଯ୍ୟ କଣ କଣ ଜାହା ଆମକୁ ରୋଷେଇ ଘରେ କରିବା କଥା ନୁହେଁ । ବହୁତ ଲୋକ ମାନଙ୍କ ରେ ଅଭ୍ୟସ ରହିଛି କି ସେମାନେ ରୋଷେଇ ଘରେ ହିଁ ବ୍ରସ୍ କରିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଅନୁଚିତ୍ ଅଟେ । ସେହି ପରି ଭାବେ ଭୋଜନ କେବେ ବି ପଞ୍ଚିମ ଦିଗ କୁ ମୁହଁ କରି କେବେ ବି ବନେଇବା କଥା ନୁହେଁ । ଏମିତି କରିବା ଦ୍ୱାରା ଘର ର ଲୋକ ମାନଙ୍କର ତ୍ୱଚ୍ଛା ଏବଂ ହାଡ ର ରୋଗ ହୋଇ ଥାଏ । ଦକ୍ଷିଣ ଏବଂ ପଞ୍ଚମ ଦିଗକୁ ମୁହଁ କରି ଭୋଜନ କରିବା ପାଇଁ କେବେ ବି ଭୁଲ କରନ୍ତୁ ନାହିଁ । ନଚେତ୍ ଆପଣଙ୍କ ପରବାର ରେ କେବେ ବି କଳହ ବନ୍ଦ ହେବ ନାହିଁ ସର୍ବଦା ଆପଣ ମାନଙ୍କ ପରିବାର ରେ ମନ ମାଳିନ ଲାଗିବ ।

ରୋଷେଇ ଘରେ ସବୁ ବେଳେ ପୂର୍ବ ଦିଗ କୁ ମୁହଁ କରି ରୋଷେଇ କରିବା ଦରକାର । ଏହା ଆପଣ ମାନଙ୍କୁ ଅଗ୍ରଗାମୀ କରି ଥାଏ । ଏବଂ ସୁଖ ସାନ୍ତି ବି ଆପଣ ମାନଙ୍କୁ ପୂର୍ବ ଦିଗରେ ମିଳି ଥାଏ । ରୋଷେଇ ଘରେ ଥିବା ଟେପ୍ ର ପାଣି ତଳେ କେବେ ବି ଟପ୍ ଟପ୍ କରି ପଡୁ ନ ଥିବ । ଯେଉଁ ଘରେ ଏହି ପରି ଭାବେ ପାଣି ଟପ୍ ଟପ୍ ହୋଇ ପଡି ଥାଏ । ତେବେ ସେହି ଘରେ ସବୁ ବେଳେ ଧନ ର ହାନୀ ହୋଇ ଥାଏ । ରୋଷେଇ ଘରେ ଜୋତା ବା ଚପଲ ଆଦୀ ରଖନ୍ତୁ ନାହିଁ । ଦେବୀ ଅର୍ଣ୍ଣ ପୂର୍ଣ୍ଣ ଆପଣ ମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଥାନ୍ତି । ସେହି ପରି ଭାବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି । ରୋଷେଇ ଘର କୁ ଯିବା ପୂର୍ବ ରୁ ସବୁ ବେଳେ ଆଗ ସ୍ନାନ କରନ୍ତୁ ପରେ ଜାଇ ସ୍ନାନ କରନ୍ତୁ । ଏହା ନ କଲେ ଘରେ ଧନ ର ସସସ୍ୟା ,ସବୁ ବେଳେ ଲାଗି ରହିବ ।

Leave a Reply

Your email address will not be published. Required fields are marked *